ରାଜଧାନୀରେ ଜଳ ସେବା ଶିବିର ଆରମ୍ଭ କଲା ବେଦାନ୍ତ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଉତାପ ସାଙ୍ଗକୁ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ହୋଇଥିବା ସମୟରେ ଗରମରୁ ମୁକ୍ତି ପାଇବା ପାଇଁ ଶୀତଳ ଜଳ,ଲେମ୍ବୁ,ପାଣି ଓ ବଟର ମିଲ୍କ ଆବଶ୍ୟକତା , ଗରିବ ଲୋକମାନେ ଗ୍ରୀଷ୍ମ ତାତିରୁ ରକ୍ଷା ପାଇବା ଲାଗି ସୁରକ୍ଷା ଖୋଜୁଥିଲାବେଳେ ବେଦାନ୍ତ କଂପାନି…