Latest Odisha News

ଉତ୍ତରାଖଣ୍ଡରେ ଏପରି ରେକର୍ଡ ପୂର୍ବରୁ ହୋଇନଥିଲା !

ଡେରାଡୁନ: ଯଦି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରାରମ୍ଭିକ ଟ୍ରେଣ୍ଡ ସତ ହୁଏ ତାହେଲେ ଯାହା ଉତ୍ତରାଖଣ୍ଡରେ ଘଟିନାହିଁ, ତାହା ଏଥର ଘଟିବ ବୋଲି ଜଣାପଡିଛି। ଇତିହାସରେ ପ୍ରଥମ ଥର ପାଇଁ କୌଣସି ଶାସକ ଦଳ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାରେ ରହିବାକୁ ଯାଉଛି । ଉତ୍ତର ପ୍ରଦେଶରୁ ଅଲଗା…

ପୌର ନିର୍ବାଚନ : ୧୦୦ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ,୧୪ରେ ନାମାଙ୍କନ ପ୍ରତ୍ୟାହାର

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଥିବା ବେଳେ । ନିର୍ବାଚନ ଦୌଡରୁ ୧୦୦ ଜଣ ପ୍ରାର୍ଥୀ ବାଦ୍ ପଡିଛନ୍ତି । ମେୟର ପୌର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିଥିବା ୨୨ ଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଛି । ଅନ୍ୟପଟେ ୭୮ ଜଣ କର୍ପୋରେଟରଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି ।…

ଗୋଆରେ ଆସିଲା ୪୦ ଆସନର ଟ୍ରେଣ୍ଡ, ବିଜେପି ୨୦ ଆସନରେ ଆଗୁଆ

ଭୁବନେଶ୍ବର : ଗୋଆରେ ୪୦ ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଛି । ବିଜେପି ୨୦ ଆସନରେ ଆଗୁଆ ରହିଛି । ସେପଟେ କଂଗ୍ରେସ ମଧ୍ୟ କଡା ଟକ୍କର ଦେଉଛି । ୧୩ ଆସନରେ କଂଗ୍ରେସ ଆଗୁଆ ରହିଛି । ଟିଏମସି ୪ ଆସନରେ ଆଗୁଆ ରହିଥିବା ବେଳେ ଅନ୍ୟାନ୍ୟ ଦଳ ୩ ଆସନରେ ଆଗୁଆ ରହିଛନ୍ତି । ୨୦୧୭ରେ ଏକକ ସଂଖ୍ୟା…

ପାଞ୍ଚ ରାଜ୍ୟର ନିର୍ବାଚନ ଗଣତି ଜାରି, ସେୟାର ବଜାର ଉପର ମୁହାଁ

ମୁମ୍ବାଇ: ପାଞ୍ଚ ରାଜ୍ୟର ବିଧାନସଭା ଫଳାଫଳ ଗଣତି ଜାରି ରହିଛି। ଏହାରି ଭିତରେ ଷ୍ଟକ୍ ମାର୍କେଟ ବା ସେୟାର ବଜାର ଉପର ମୁହାଁ ରହିଛି । ଅର୍ଥାତ୍ ବଜାର ଖୋଲିବା ପରଠୁ ଏଯାବତ ଉପରମୁହାଁ ରହିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE)ରେ ସେନ୍ସେକ୍ସ ୧,୧୨୮.୨୨ ପଏଣ୍ଟ (୨.୦୬ ପ୍ରତିଶତ) ବୃଦ୍ଧି…

କିଏ ଧରିବ ମଣିପୁର ମଙ୍ଗ? ଏବେ ସୁଦ୍ଧା ଟ୍ରେଣ୍ଡରେ ବହୁ ଆଗରେ ବିଜେପି

ମଣିପୁର : ଚାଲୁଛି ଭୋଟ୍ ଗଣତି । ମଣିପୁର ମଙ୍ଗ କିଏ ଧରିବ ସେନେଇ ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ୍ । ସକାଳ ୧୦ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡରେ କଂଗ୍ରେସ ମାତ୍ର ୧ଟା ଆସନରେ ଥିବାବେଳେ ୨୨ଟି ଆସନରେ ଆଗେଇ ଚାଲିଛି ବିଜେପି । ସେହିପରି ଟ୍ରେଣ୍ଡ ହିସାବରେ ଅନ୍ୟାନ୍ୟ ୮ଟି ଆସନରେ ଆଗେଇ ଚାଲିଛନ୍ତି…

‘ନିର୍ବାଚନ କମିଶନ ୱାନ ନେଶନ, ୱାନ ଇଲେକ୍ସନ ପାଇଁ ପ୍ରସ୍ତୁତ’

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି । ଗଣତି ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା କହିଛନ୍ତି, ନିର୍ବାଚନ କମିଶନ ୱାନ ନେଶନ, ୱାନ ଇଲେକ୍ସନ ପାଇଁ ପ୍ରସ୍ତୁତ ରହିଛି । କିନ୍ତୁ ଏପରି କରିବାକୁ ହେଲେ ପ୍ରଥମେ ଆମ ସମ୍ବିଧାନରେ ନିୟମ…

ନଡ୍ଡାଙ୍କ ସାମ୍ନାରେ ରାଜ୍ୟ ବିଜେପିର ଗୁମର ଖୋଲିଲେ ପ୍ରଭାରୀ ପୂରନ୍ଦେଶ୍ୱରୀ !

ଭୁବନେଶ୍ୱର: ରାଜ୍ୟ ବିଜେପିର ପଞ୍ଚାୟତ ପ୍ରଦର୍ଶନକୁ ନେଇ ବିଜେପି ସଭାପତି ଜେପି ନଡ୍ଡା ବୈଠକ କରିଛନ୍ତି । ପ୍ରଭାରୀ ଡି. ପୂରନ୍ଦେଶ୍ୱରୀ , ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ତିନି ସାଧାରଣ ସମ୍ପାଦକଙ୍କୁ ନେଇ ଶନିବାର ଦିଲ୍ଲୀରେ ବୈଠକ ବସିଥିଲା ବୋଲି ସୂଚନା ମିଳିଛିା ଏହି ବୈଠକରେ…

ଭୁବନେଶ୍ୱର ମେୟର ନିର୍ବାଚନ: ବିଜେଡିର କ୍ଲିନ୍ ସୁଇପକୁ ରୋକିବେ କି ବିଜେପିର ତିନି ତୁଙ୍ଗ ନେତା ?

ଭୁବନେଶ୍ୱର: ପଂଚାୟତ ନିର୍ବାଚନର ଫଳାଫଳ ପୌର ଏବଂ ମହାନଗର ନିଗମ ନିର୍ବାଚନରେ ଯେମିତି ନପଡିବ ସେ ନେଇ ଅଣ୍ଟା ଭିଡିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏବେ ପ୍ରଚାର ମୈଦାନକୁ…

ଠିକାଦାରଙ୍କୁ ଦଣ୍ଡିତ କରିବା ବଦଳରେ ଲୋକଙ୍କୁ ନାଲି ଆଖି ଦେଖାଉଛନ୍ତି ସରକାର: ବିରୋଧୀ

ଭୁବନେଶ୍ୱର: ନୂଆ ପିଚୁ ପଡିଥିବା ରାସ୍ତାକୁ ମାସକ ଭିତରେ ଯିଏ ଉଠାଇଲେ ହେବ କାର୍ଯ୍ୟାନୁଷ୍ଠାନ । ମଙ୍ଗଳବାର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ପ୍ରଦୀପ କୁମାର ସାମଲ ଏଭଳି ଚେତାବନୀ ଦେବା ପରେ ଏହାକୁ ନେଇ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଲୋକେ ରାସ୍ତା…

ଋୁଷର ତେଲ କିଣିବନି ଆମେରିକା, ଭାରତ ଉପରେ ଏହାର ପ୍ରଭାବ ପଡିବ କି ?

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅଶୋଧିତ ତେଲ ଦର ରକେଟ ବେଗରେ ଉପରମୁହାଁ ହୋଇଚାଲିଛି । ଏପରି ସ୍ଥିତିରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହାରି ଭିତରେ ଆମେରିକାର ଜୋ ବାଇଡେନ ସରକାର ଋଷର ତେଲ ଏବଂ ଗ୍ୟାସ ଉପରେ ରୋକ୍ ଲଗାଇଛି । ବ୍ରିଟେନ ମଧ୍ୟ ଏ…