Latest Odisha News

BREAKING NEWS

ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ

କୋରାପୁଟ: ଟ୍ରାକରୁ ତଳକୁ ଖସିଲା ମାଲବାହୀ ଟ୍ରେନ୍ । ୬ଟି ବଗି ଲାଇନଚ୍ୟୁତ ହୋଇଛି । ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ପାଡୁଆ ଷ୍ଟେସନର ଭେଜା ନିକଟରେ ମାଲବାହୀ ଟ୍ରେନରେ ୬ଟି ବଗି ଲାଇନଚ୍ୟୁତ ହୋଇଛି । କୋରାପୁଟ ଷ୍ଟେସନଠାରୁ ୨୫ କିଲୋମିଟର ଦୂରରେ ଘଟିଛି ଏହି ଘଟଣା ।…

ୟୁପିରେ ଏମ୍-ଓ୍ୱାଇ ଫ୍ୟାକ୍ଟର, ବିରୋଧୀଙ୍କୁ ଦେଲେ ଚକମା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ନରେନ୍ଦ୍ର ମୋଦି ଓ ଯୋଗୀ ଆଦିତ୍ୟନାଥଙ୍କ ଡବଲ ଇଞ୍ଜିନ ଯୋଡ଼ି ବିଜେପିର ସ୍ୱପ୍ନକୁ ସାକାର କରିଛନ୍ତି। ବିଜେପି ପୁଣି ଥରେ ୟୁପିରେ ଶାସନ କରିବାକୁ ପ୍ରସ୍ତୁତ ହୋଇଛି। ୟୁପିରେ ବିଜେପି ୨୫୦ରୁ ଅଧିକ ଆସନରେ ବିଜୟୀ ହୋଇଛି। ମୋଦିଙ୍କ ଯାଦୁ ପୁଣି…

କବିତା : ବୋଉ

ବିଦ୍ୟାଧର ପଣ୍ଡା ବୋଉ, ତୁ ଖାଲି କରି ଜାଣୁ କିଛି କହି ଜାଣୁନାହିଁ, ଆମକୁ ଭାତ ବାଢି ହସୁ ତୋରାଣି ପିଇ । ବୋଉ, ପେଟକୁ ନ ଖାଇ କିଛି ସୁଆଦିଆ ଚିଜ ମୋ'ପାଇଁ ଶ୍ରଦ୍ଧାରେ ଲୁଚାଇ ରଖି ଥାଉ। ସାରାରାତି ଜରରେ ମୁଁ କମ୍ପିଲା ବେଳେ ବିଛଣା ପାଖରେ ଆଖିଖୋଲି ବସି ଥାଉ। ବୋଉ, ଜନ୍ମ…

ୟୁପି ଲଖିମପୁର ଖେରୀର ସମସ୍ତ ଆସନର ଫଳାଫଳ ଦେଖି ଜଳକା ବିରୋଧୀ

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ପରୀକ୍ଷାରେ ପଶ୍ଚିମ ୟୁପି ଚଳିତ ଥର ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ଥିଲାା କିନ୍ତୁ ଏହି ପରୀକ୍ଷାର ଫଳାଫଳରେ ସେମିତି କିଛି ହେଲାନାହିଁ ଯେପରି ଆଶଙ୍କା କରାଯାଉଥିଲା । ଆଉ ଲଖିମପୁର ଖେରୀର ସମସ୍ତ ୮ଟି ଯାକ ଆସନରେ ବିଜେପି ବାଜିମାତ କରି ବିରୋଧୀଙ୍କୁ ଝଟକା…

ନୋଟାଠୁ କମ୍ ଭୋଟ୍ ପାଇଲା ଶିବସେନା

ମୁମ୍ବାଇ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ୪ ରାଜ୍ୟରେ ବାଜିମାତ କରିଥିବା ବେଳେ ଆମ୍ ଆଦମୀ ପାର୍ଟି ଗୋଟିଏ ରାଜ୍ୟରେ କ୍ଷମତା ଦଖଲ କରିଛି । ତେବେ ଏହି ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ଶିବସେନା ପ୍ରାର୍ଥୀ ଦେଇଥିଲା । ଜାଣିଲେ ଆଶ୍ଚର୍ଯ୍ୟ ହେବେ ନୋଟା ଅପେକ୍ଷା…

ୟୁପିରେ ବିଜେପି ଜିତିବା ପରେ ରାକେଶ ଟିକାୟତ କ’ଣ କହିଲେ?

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଦଳୀୟ କର୍ମୀ ଏବଂ ନେତାଙ୍କ ବେଶ ଉତ୍ସାହିତ । ଚଳିତ ଥର ନିର୍ବାଚନ ଲଢିବା ବେଳେ ଶାସକ ବିରୋଧରେ ଅନେକ କିଛି ପ୍ରସଙ୍ଗକୁ ଏକାଠି କରିଥିଲେ ବିରୋଧୀ । ଅନ୍ୟପଟେ ଚାଷୀ ଆନେ୍ଦାଳନ ମଧ୍ୟ ରାଜନୀତିରେ ମିଶାଣ ଫେଡାଣରେ…

ଜିତିଗଲା ଦଳ, ହାରିଗଲେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ଜିତିଗଲା ଦଳ କିନ୍ତୁ ହାରିଗଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟା । ସିରାଥୁ ବିଧାନସଭା ଆସନରୁ କେଶବ ହାରିଯାଇଛନ୍ତି । ସମାଜବାଦୀ ପାର୍ଟିର ପଲ୍ଲିବୀ ପଟେଲଙ୍କ ପାଖରୁ ସେ ୭ ହଜାର ୩୩୭ ଖଣ୍ଡ ଭୋଟରେ ହାରିଛନ୍ତି । ହାରିଯାଉଥିବା ଦେଖି କେଶବ…

ସବା ଆଜାଦଙ୍କୁ ବିବାହ କରିପାରନ୍ତି ହ୍ରିତିକ୍ ! ଦୁହିଁଙ୍କ ରିଲେସନସିପକୁ ନେଇ ଚର୍ଚ୍ଚା

ମୁମ୍ବାଇ : ହ୍ୟାଣ୍ଡ ସମ୍ ହଙ୍କ୍ ହ୍ରତିକ ରୋଶନ ଓ ସବା ଆଜାଦଙ୍କୁ ନେଇ ବଲିଉଡରେ ଚର୍ଚ୍ଚା ବଢିବାରେ ଲାଗିଛି । ହ୍ରିତିକ୍ ରୋଶନଙ୍କ ଫ୍ୟାମିଲି ଗେଟ୍ ଟୁ ଗେଦରରେ ସବାଙ୍କ ଉପସ୍ଥିତି ଥିବା ଦେଖିବାକୁ ମିଳିଥିଲା । ହ୍ରିତିକଙ୍କ ଏକ୍ସ ୱାଇଫ୍ ମଧ୍ୟ ସବାଙ୍କୁ ସୋସିଆଲ ମିଡିଆରେ ପ୍ରଂଶସା କରିଥିଲେ…

ବାହା ହେବା ପାଇଁ କାର୍ତିକଙ୍କୁ ୨୦ କୋଟି ଟଙ୍କାର ଅଫର !

ମୁମ୍ବାଇ: ବଲିଉଡର ଉଦୀୟମାନ ଏବଂ ଲୋକପ୍ରିୟ କଳାକାର କାର୍ତିକ ଆର୍ଯ୍ୟନଙ୍କୁ ତାଙ୍କର ଏକ ମହିଳା ପ୍ରଶଂସିକା ବାହା ହେବା ପାଇଁ ୨୦ କୋଟି ଟଙ୍କାର ଅଫର ଦେଇଛନ୍ତି । ଏହାର ଉତରରେ କାର୍ତିକ ଲେଖିଛନ୍ତି କେବେ ? ଏହା ପରେ ପ୍ରଶଂସିକା ଜଣଙ୍କ ହସର ଇମୋଜି ଶେୟାର କରିଛନ୍ତି । କାର୍ତିକ ଏକ…

ଉତ୍ତରାଖଣ୍ଡରେ ହାରିଗଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ଡେରାଡୁନ : ଉତ୍ତରାଖଣ୍ଡରେ ବିଜେପି ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ସତ୍ତ୍ବେ ଏକ ଝଟକାର ସମ୍ମୁଖୀନ ହୋଇଛି । ଉଦ୍ଧମ ସିଂ ନଗରର ଖାତିମା ଆସନରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିର୍ବାଚନ ହାରିଯାଇଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ ଭୁବନ ଚନ୍ଦ୍ର କାପ୍ରିଙ୍କଠାରୁ ୭ ହଜାରରୁ ଅଧିକ…