Latest Odisha News

BREAKING NEWS

କରୋନା ଅପଡେଟ: ଓଡିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୮୫ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩ କରୋନା ପଜିଟିଭ; ୩୯୪ ଛୁଇଁଲା ମୋଟ ସଂଖ୍ୟା

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଚିହ୍ନଟ ହେଲେ ଆଉ ୩ ପଜିଟିଭ । ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ଜଣେ ମୟୁରଭଞ୍ଜ ଜିଲ୍ଲାର ଜଣେ ଓ କଟକ ଜିଲ୍ଲାର ଜଣେ ଲେଖାଏଁ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅନୁଗୁଳ କରୋନା ଆକ୍ରାନ୍ତଙ୍କ ନାମ ଓ ଠିକଣା !

ଅନୁଗୁଳ: ଅନୁଗୁଳ ଜିଲ୍ଲାରୁ ରବିବାର ଦିନ ଚିହ୍ନଟ ହୋଇଥିବା ୧୩ ଜଣ କରୋନା ପଜିଟିଭ ରୋଗୀଙ୍କ ନାମ ଏବଂ ଠିକଣା ଥିବା ଏକ ଡକ୍ୟୁମେଣ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡିଛି। ଏନେଇ ଅନୁଗୁଳ ଉପ-ଜିଲ୍ଲାପାଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ…

ରାଜ୍ୟ ପାଇଁ ବଢୁଛି ଚିନ୍ତା: ଚିହ୍ନଟ ହେଲେ ଆଉ ୫୮ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୮ ଜଣ କରୋନା ପଜିଟିଭ । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏକକାଳୀନ ୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ ରେ…

ଇତିହାସରେ ମାତୃ ଦିବସ; କେବେଠୁ ଓ କାହିଁକି ହେଉଛି ପାଳନ, ଜାଣନ୍ତୁ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ମାତୃ ଦିବସ । ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ ଭାବେ ପାଳନ କରାଯାଇଥାଏ । ଇତିହାସ: ୧୮୬୧ରୁ ୧୮୬୫ ମସିହା ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ଦାସତ୍ୱ ପ୍ରଥା ଯୋଗୁ…

ବିଶ୍ୱ ମାତୃ ଦିବସ; ମା’ ପାଇଁ ଦିନଟିଏ

ଭୁବନେଶ୍ୱର: ମା' ...ଦୁନିଆର ସବୁଠୁ ମଧୁର ଶବ୍ଦ । ଏହି ଗୋଟିଏ ଶବ୍ଦରେ ଭରି ରହିଥାଏ ସ୍ନେହ, ପ୍ରେମ, ମମତାର ଗଭୀର ସମୁଦ୍ରଟିଏ । ଯାହାର ଆକଳନ ବାସ୍ତବରେ ଅସମ୍ଭବ । ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ଏଇ ମା' ଶବ୍ଦର ଗଭୀରତାରେ। ମାଆର ପଣତକାନି ସବୁଠାରୁ ଶେଷ୍ଠ ଆଶ୍ରୟ ସ୍ଥଳ । ଆଉ ତା'ର…

ରଥଖଳା ସାନିଟାଇଜ ହୋଇ ଆରମ୍ଭ ହେଲା ନିର୍ମାଣ କାର୍ଯ୍ୟ

ପୁରୀ: ଆରମ୍ଭ ହେଲା ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ। ରଥ ଖଳାରୁ ଶୁଭିଲା ଭୋଇ ସେବକ ଓ ବିଶ୍ଵକର୍ମା ମହାରଣାଙ୍କ ନିହାଣ ମୁନର ଶବ୍ଦ। ସାଧାରଣତ ଅକ୍ଷୟ ତୃତୀୟା ଦିନଠୁ ଆରମ୍ଭ ହୋଇଥାଏ ରଥ ନିର୍ମାଣ। କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ପାଇଁ ରଥ କାର୍ଯ୍ୟ…

ଭାରତରେ ୧୮ ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଭାରତୀୟ ମାଙ୍କଡଙ୍କ ଉପରେ ଚାଇନାର ପ୍ରଥମ କୋଭିଡ-୧୯ ଟିକା ପରୀକ୍ଷଣ ସଫଳ !

ନୂଆଦିଲ୍ଲୀ: ମାଙ୍କଡମାନଙ୍କ ଉପରେ ଏହାର ପ୍ରଥମ କୋଭିଡ-୧୯ ଟିକା ପରୀକ୍ଷଣ ସଫଳ ହୋଇଥିବା ଦାବି କରୁଛି ଚୀନ୍ । ଖବର ଅନୁଯାୟୀ, ବେଜିଂ ସ୍ଥିତ ସିନୋଭାକ୍ ବାୟୋଟେକ୍ ଦ୍ୱାରା ନିର୍ମିତ କୋଭିଡ୧୯ ଟିକା 'PiCoVacc', ଭାରତର ଏକ ପ୍ରକାର ମାଙ୍କଡ଼ଙ୍କ ଉପରେ ପରୀକ୍ଷଣ କରିଥିଲା। ତିନି…

ବୁଦ୍ଧ ପୂର୍ଣ୍ଣିମାର ତାତ୍ପର୍ଯ୍ୟ…

ଭୁବନେଶ୍ୱର: ବୈଶାଖ ମାସର ପୂର୍ଣ୍ଣମୀ ତିଥିରେ ବୁଦ୍ଧ ଜୟନ୍ତୀ ପାଳିତ ହୁଏ। ତେଣୁ ଏହି ପୂର୍ଣ୍ଣିମାକୁ ବୌଦ୍ଧ ପୂର୍ଣ୍ଣିମା କୁହାଯାଏ। ବୌଦ୍ଧ ଧର୍ମରେ ପର୍ବପର୍ବାଣୀ ଓ ଆଡମ୍ବର କମ୍ ଥିଲେ ହେଁ ଉପାସନା, ଆରାଧନା, ଧ୍ୟାନ ଓ ସାଧନା ଆଦି ଆଚରଣବିଧି ପାଇଁ ବର୍ଷର ବାରଟିଯାକ ପୂର୍ଣ୍ଣିମା ତିଥି…