Latest Odisha News

BREAKING NEWS

ବୁଧବାର ଠାରୁ ସରକାରୀ କର୍ମଚାରୀଙ୍କ ପାଇଁ ଟ୍ଵିନ ସିଟିରେ ଚାଲିବ ବସ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ବର୍ତ୍ତମାନ ଲକଡାଉନ ସମୟରେ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟାଳୟରେ ଯୋଗଦେବାରେ ସାହାଯ୍ୟ କରିବା ପାଇଁ ବୁଧବାର ଠାରୁ କଟକ ଏବଂ ଭୁବନେଶ୍ୱର ମଧ୍ୟରେ ରାଜ୍ୟର ନିଜସ୍ୱ ଏକ ବସ୍ ଚଳାଚଳ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

ଗ୍ରୀନ ଜୋନରେ ଦ୍ଵିଗୁଣିତ ହେବ ବସ ଭଡା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀନ ଜୋନ ଭାବେ ଘୋଷିତ ଜିଲ୍ଲାମାନଙ୍କରେ ବସ୍ ଚଳାଚଳ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏଥିପାଇଁ ଏକ…

ବିଶାଖାପାଟଣାରୁ ବୋଟ୍ ଯୋଗେ ଚନ୍ଦ୍ରଭାଗାରେ ପହଞ୍ଚିଲେ ୧୬ ମତ୍ସ୍ୟଜୀବି

ପୁରୀ: ମଙ୍ଗଳବାର ସକାଳେ ବିଶାଖାପାଟଣାରୁ ଏକ ଛୋଟ ମୋଟର ବୋଟ ଯୋଗେ ଓଡ଼ିଶାର ୧୬ ଜଣ ମତ୍ସ୍ୟଜୀବି ପୁରୀ ଚନ୍ଦ୍ରଭଗା ବେଳାଭୂମିରେ ପହଞ୍ଚିଛନ୍ତି। ସୂଚନା ପାଇବା ପରେ ସ୍ଥାନୀୟ ତହସିଲଦାର ଏବଂ ମେରାଇନ୍ ପୋଲିସ୍ ଟିମ୍ ସମୁଦ୍ର କୂଳକୁ ଯାଇ ମତ୍ସ୍ୟଜୀବୀଙ୍କୁ କୋଣାର୍କ ଗୋଷ୍ଠୀ ସ୍ୱାସ୍ଥ୍ୟ…

ରାଜ୍ୟରେ ବଢୁଛି କରୋନା ମାମଲା: ଚିହ୍ନଟ ହେଲେ ଆଉ ୨୩ ପଜିଟିଭ

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର ସକାଳୁ ଚିହ୍ନଟ ହୋଇଛନ୍ତି ଆଉ ୨୩ ପଜିଟିଭ । ଚିହ୍ନଟ ୨୩ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ଵରରୁ ସର୍ବାଧିକ ୧୫ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ୩ ଜଣ, ଯାଜପୁର ଜିଲ୍ଲାରୁ ୩ ଜଣ, ପୁରୀ…

ରାନୁ ମଣ୍ଡଳଙ୍କ ଉପରେ ଖପ୍ପା ହିମେଶ; ଜାଣନ୍ତୁ କ’ଣ କହିଲେ…

ମୁମ୍ବାଇ: ବଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିଆ ତାଙ୍କର ଆଗାମୀ କୌଣସି ପ୍ରୋଜେକ୍ଟ ପାଇଁ ରାନୁ ମଣ୍ଡଳଙ୍କୁ ନେବାକୁ ଚାହୁଁ ନଥିବା ଏବେ ବି-ଟାଉନରେ ଚର୍ଚ୍ଚା ହେଉଛି । ସୂଚନାନୁସାରେ, ରାନୁଙ୍କୁ ଜିରୋ ରୁ ହିରୋ ବନେଇଥିବା ହିମେଶ ଏବେ ହୋଇ ଯାଇଛନ୍ତି ରାନୁଙ୍କ ଉପରେ ଖପ୍ପା।…

କରୋନା ଭୟ: ମୁମ୍ବାଇରୁ ଚାଲିଚାଲି ନୂଆପଡା ଫେରିଲେ ପ୍ରବାସୀ ଶ୍ରମିକ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ସାରାଦେଶରେ ତାଲାବନ୍ଦ । ଏଥିରେ ହତାଶ ହୋଇ ସୋମବାର କିଛି ପ୍ରବାସୀ ଶ୍ରମିକ ମୁମ୍ବାଇରୁ ଚାଲିଚାଲି ନୁଆପଡା ଜିଲ୍ଲାର ଖରିଆର ରୋଡରେ ପହଞ୍ଚିଛନ୍ତି । ଖରିଆରରେ ପହଞ୍ଚିବା ପରେ ତୁରନ୍ତ ସେମାନଙ୍କ ବିଶ୍ରାମ ଏବଂ ଖାଦ୍ୟ ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା…

ସ୍ୱତନ୍ତ୍ର ଟ୍ରେନ ଯୋଗେ ଯାଜପୁର ଫେରୁଛନ୍ତି ପ୍ରବାସୀ; ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ

ଯାଜପୁର: ସ୍ୱତନ୍ତ୍ର ଟ୍ରେନ ଯୋଗେ ଅନେକ ସଂଖ୍ୟାରେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଯାଜପୁର ଜିଲ୍ଲାକୁ ପ୍ରତ୍ୟାବର୍ତନ କରିବେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଟ୍ରେନ୍ ଯାଜପୁର କେନ୍ଦୁଝର ରୋଡ ରେଳ ଷ୍ଟେସନରେ ପହଂଚିବାକୁ ଥିବା…

ଲକଡାଉନ ପ୍ରଭାବ: ମା’ କଟକ ଚଣ୍ଡୀ ମନ୍ଦିରରେ ଫୁଲର ଅଭାବ

କଟକ: କରୋନା ଯୋଗୁଁ ଦେଶବ୍ୟାପୀ ଲକ୍‌ଡାଉନ । ଏହାର ପ୍ରଭାବରେ ସମସ୍ତ ମଠ ମନ୍ଦିର ଏକ ପ୍ରକାର ଭକ୍ତ ଶୂନ୍ୟ ହୋଇଛନ୍ତି । ଏବେ ମନ୍ଦିର ମାନଙ୍କରେ ଆଉ ଗୋଟିଏ ବଡ ସମସ୍ୟା ମୁଣ୍ଡ ଟେକିଛି ଫୁଲର ଅଭାବ । ଏଭଳି ସମସ୍ୟା ଦେଖିବାକୁ ମିଳିଛି କଟକର ଆରଧ୍ୟା ଦେବୀ ମା କଟକ ଚଣ୍ଡି ମନ୍ଦିରରେ ।…

ଯାଜପୁର ଜିଲ୍ଲାର ଏହିସବୁ ଅଞ୍ଚଳରୁ ଉଠିଲା କଣ୍ଟେନମେଣ୍ଟ କଟକଣା

ଯାଜପୁର: ଯାଜପୁର ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ପଜିଟିଭଙ୍କ ସଂଖ୍ୟା । ଦେଖୁ ଦେଖୁ ଯାଜପୁରରେ ପଜିଟିଭଙ୍କ ସଂଖ୍ୟା ୬୧ ଛୁଇଁଲାଣି । ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଧ୍ୟାନ ରେ ରଖି ଯାଜପୁରକୁ ରେଡ଼ ଜୋନ ଭାବରେ ଘୋଷିତ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେଲେ ଆଉ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆସିଛି ଏକ ଆଶ୍ୱସ୍ତି ଜନକ ଖବର। ରାଜ୍ୟରେ ଭଲ ହେଲେ ଆଉ ୧୭ କରୋନା ପଜିଟିଭ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ଧୀରେ ଧୀରେ ରାଜ୍ୟରେ କରୋନା…