ଶ୍ରୀଗଣେଶଙ୍କୁ କାହିଁକି କୁହାଯାଏ ଗଣପତି? ଜାଣନ୍ତୁ, ସମ୍ପୂର୍ଣ୍ଣ କଥା
ଭୁବନେଶ୍ୱର: ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିକୁ ‘ଗଣେଶ ଚତୁର୍ଥୀ’ ରୂପେ ପାଳନ କରାଯାଇଥାଏ । ଏହି ଦିନରେ ପ୍ରଭୁ ଶ୍ରୀଗଣେଶ ଜନ୍ମ ନେଇଥିବାର ମାନ୍ୟତା ରହିଛି ।
ଯେଉଁଥିପାଇଁ ଏହି ଦିନରେ ତାଙ୍କର ଜନ୍ମୋତ୍ସବ ପାଳନ କରାଯାଇଥାଏ । ଚଳିତଥର ଅଗଷ୍ଟ ୨୨ ତାରିଖରେ ପଡୁଛି ଗଣେଶ ଚତୁର୍ଥୀ…