Latest Odisha News

ଓଡିଆ ପାଞ୍ଜି ଓ ଶେଖ୍ ଅମିନୁଲ୍ ଇସଲାମ୍; ସମନ୍ୱୟ ଓ ସଂହତିର ଜୀବନନାମା

ପ୍ରତି ମଙ୍ଗଳବାର କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଓଡିଆ ପାଞ୍ଜିର କଥା ଉଠିଲେ ଆଉ ଦୁଇଟି ନାଁ ଆପେ ଆପେ ଚର୍ଚ୍ଚାକୁ ଚାଲିଆସେ- ଚନ୍ଦ୍ରଶେଖର ସିଂହ ସାମନ୍ତ ଓରଫ୍ ପଠାଣୀ ସାମନ୍ତ ଓ ଓଡିଶା କୋହିନୂର୍ ପ୍ରେସ୍ । ପାଞ୍ଜିର ଗଣକ ଓ ସଂକଳକ ନୈଷ୍ଠିକ ହିନ୍ଦୁ ହୋଇଥିବାବେଳେ ଏହାର…

ଶହେ ବର୍ଷ ତଳର ଏକ ରଥଯାତ୍ରା ରିପୋର୍ଟ, ହଇଜା ଓ କରୋନାର ସଂଯୋଗ

ପ୍ରତି ମଙ୍ଗଳବାର କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଇତିହାସ ଅନେକ ସମୟରେ ବର୍ତ୍ତମାନ ସମୟର ଦର୍ପଣ ଭଳି ହଠାତ ଠିଆ ହୋଇପଡେ। ଲାଗେ, ସମୟ ସହିତ ଘଟଣା ଓ ଚରିତ୍ରମାନେ ନିଜକୁ ପୁଣି ଥରେ ସମାନ ଭାବରେ ସାବ୍ୟସ୍ତ କରୁଛନ୍ତି। ଶହ ଶହ ବର୍ଷ ଧରି ସମାନ ଘଟଣା ଯେମିତି ନିରନ୍ତର ଘଟି…

ଗଣନାଥ ପାତ୍ର, ଅଗ୍ନିପଥର ସେ ଗାୟକ ଓ ନାୟକ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଯେତେବେଳେ ଭାରତ ସରକାର ନକ୍ସଲବାଡି ଆଂଦୋଳନର ଅନ୍ୟତମ ତୁଙ୍ଗ ନେତା ନାଗଭୂଷଣ ପଟ୍ଟନାୟକଙ୍କୁ ଫାଶୀ ଦେବାକୁ ଜାଲ ବିଛାଉଥିଲେ, ସେତେବେଳେ ତାଙ୍କୁ ନିଜର ପଣତ ତଳେ ଯିଏ ମା’ର ଆଶ୍ରୟ ଦେଇ ଘୋଡେଇ ରଖିଥିଲେ, ସେ ଥିଲେ ଭାରତୀୟ ସ୍ଵାଧୀନତା ଆଂଦୋଳନର…

ହଜି ହଜି ଯାଉଥିବା ଓଡିଆ ଗାଁ’ର ଜୀବନ ଓ ସୃଜନ…

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ ମିଶ୍ରରାଗ: ହଜି ହଜି ଯାଉଥିବା ଓଡିଆ ଗାଁ'ର ଜୀବନ ଓ ସୃଜନ କେଦାର ମିଶ୍ର ସଂଜ ବୁଡ଼ିଲା ବେଳକୁ ଗହ ଗହ ଗାଁ ଦାଣ୍ଡ । ପୋଲାଙ୍ଗ ତେଲରେ ଦିକଦିକ ହୋଇ ଜଳୁଥିବା ଦୀପର ଆଲୁଅ ଓ ସେଇ ରହସ୍ୟଘେରା ପ୍ରକାଶରେ କେଇପଦ ଲଳିତ ଭାଗବତ । ଆଜି ମନେପକେଇଲେ ବି ଲାଗୁଛି…

କାହିଁ କେଉଁଠି ସାତଲହଡି, କେଉଁଠି ତମେ ଶ୍ରୀ ଜଗନ୍ନାଥ ଦାସ!

କାହିଁ କେଉଁଠି ସାତଲହଡି, କେଉଁଠି ତମେ ଶ୍ରୀ ଜଗନ୍ନାଥ ଦାସ! କେଦାର ମିଶ୍ର ପୁରୀ, ସମୁଦ୍ରକୂଳ ଓ ସ୍ୱର୍ଗଦ୍ୱାର । ଜୀବନ ବୋଇଲେ ଏଇ ତିନୋଟି ଶବ୍ଦ । ସ୍ୱର୍ଗଦ୍ୱାର ଆଗରେ ଅନ୍ତହୀନ ସମୁଦ୍ରର ପାଗଳ ଘୋ ଘୋ । ଜୀବନ ଓ ମରଣର ହାତ ଧରାଧରି ହୋଇ ଏଇ ବେଳାଭୂମିରେ ବୁଲୁଥା’ନ୍ତି । ଜୀବନ ଓ…

ଦେଶର ଦାୟ ନା ମଣିଷ ଓ ପୃଥିବୀର ଦାୟ – ମହାତ୍ମା ଓ କବିଗୁରୁଙ୍କ ବିତର୍କ

ଦେଶର ଦାୟ ନା ମଣିଷ ଓ ପୃଥିବୀର ଦାୟ - ମହାତ୍ମା ଓ କବିଗୁରୁଙ୍କ ବିତର୍କ କେଦାର ମିଶ୍ର ସ୍ୱାଧୀନତା ଆନ୍ଦୋଳନ ସମୟରେ କେବଳ ଏକ ରାଜନୈତିକ ସଂଘର୍ଷ ଆମେ କରିନଥିଲୁ । ସ୍ଵାଧୀନତା ଆନ୍ଦୋଳନ ସହିତ ଦେଶର ବିଭିନ୍ନ ପ୍ରାନ୍ତରରେ ଏକ ବୌଦ୍ଧିକ ମନ୍ଥନ ମଧ୍ୟ ସମାନ୍ତରାଳରେ ଚାଲିଥିଲା । ଏହି…

ସାହିତ୍ୟର ଇତିହାସ ଓ ଅର୍ଦ୍ଧସତ୍ୟ

ସାହିତ୍ୟର ଇତିହାସ ଓ ଅର୍ଦ୍ଧସତ୍ୟ କେଦାର ମିଶ୍ର ଇତିହାସରେ ଯାହା ଲେଖାଥାଏ, ତା’ର ସମାନ୍ତରାଳରେ ଆଉ ଏକ ଅଲେଖା ଇତିହାସ ରହିଥାଏ । ଲିଖିତ ଇତିହାସ ଅପେକ୍ଷ ଲେଖା ହୋଇନଥିବା ଇତିହାସର ପରିଧି ବହୁତ ବଡ଼ । ଏକଥା ଆମ ଐତିହାସିକମାନେ ମାନିବାକୁ ନାରାଜ । ସାହିତ୍ୟର ଇତିହାସ ଲେଖୁଥିବା…

ବରୁଣ ପାଣି, ଓଡିଶାରେ ନଥିବା ଓଡିଶାର କବି ଓ ଛବି

ବରୁଣ ପାଣି, ଓଡିଶାରେ ନଥିବା ଓଡିଶାର କବି ଓ ଛବି କେଦାର ମିଶ୍ର ହଠାତ ଆମେରିକାରେ ରହି ଓଡିଆ ସାହିତ୍ୟ ବିଷୟରେ ଅହରହ କାମ କରୁଥିବା ସତ୍ୟ ପଟ୍ଟନାୟକ କହିଲେ- ବରୁଣ ପାଣି ଚାଲିଗଲେ। ଓଡିଆ ସାହିତ୍ୟ ପାଇଁ ବରୁଣ ପାଣି ଖୁବ ଚର୍ଚ୍ଚିତ ଏକ ନାଁ ନୁହନ୍ତି। ଫେସବୁକ ରେ ସେ କିନ୍ତୁ ବେଶ ସକ୍ରିୟ।…

ଫର୍ଣ୍ଣାଣ୍ଡୋ ପେସୋଆ, ଜଣେ ବହୁରୂପୀ, ବହୁନାମୀ ଓ ବହୁ ବିରୋଧାଭାସର କବି

ଫର୍ଣ୍ଣାଣ୍ଡୋ ପେସୋଆ, ଜଣେ ବହୁରୂପୀ, ବହୁନାମୀ ଓ ବହୁ ବିରୋଧାଭାସର କବି କେଦାର ମିଶ୍ର କବି ଜଣେ ବ୍ୟକ୍ତି ନା ବହୁ ବ୍ୟକ୍ତିଙ୍କର ସମଷ୍ଟି? କବି ଭିତରେ କେବଳ ଜଣେ କବି ଥାଏ, ନା ବହୁ ନାମ ଓ ବହୁ ରୂପ ନେଇ ଅନେକ କବିର ଅଂଶ ଗୋଟେ କବିକୁ ଗଢିଥାଏ? କବିର ଗୋଟିଏ ରୂପ ନା ସେ ବହୁରୂପୀ? ସେ…

ଗାନ୍ଧୀ ଓ ସର୍ବୋଦୟର ବିଚାର

ଗାନ୍ଧୀ ଓ ସର୍ବୋଦୟର ବିଚାର କେଦାର ମିଶ୍ର ଆମେ ଯେଉଁ ସମୟରେ ବଞ୍ଚୁଛୁ, ସେ ସମୟ ହୁଏତ ଆସନ୍ତାକାଲି ନଥିବ। ଆସନ୍ତାକାଲି ଏକ ନୂଆ ସମୟର ପାହାଚ। ସେ ପାହାଚକୁ ଆମେ ସ୍ଵାଗତ କରୁଛୁ। ପୃଥିବୀର ମଣିଷ, ଭାରତର ନାଗରିକ ଓ ଓଡିଶାର ବାସିନ୍ଦା ଭାବରେ ଆମେ ଆମ ସମୟକୁ ଓ ଆମର ସମାଜକୁ କେମିତି…