ବାସନ୍ତୀ ମାଝୀ ଓ ଅନ୍ଧାରରେ ଚାଲୁଥିବା ତାର କଥାନୀ
ବାସନ୍ତୀ ମାଝୀ ଓ ଅନ୍ଧାରରେ ଚାଲୁଥିବା ତାର କଥାନୀ
କେଦାର ମିଶ୍ର
ତାର ଗୋଟେ ଗପ ଖାତା ଅଛି । ସେ ଗପ ଲେଖେ, ତା ନିଜ ଭାଷାରେ । ତା ଭାଷା ବଣ ଡଙ୍ଗରର ସ୍ୱର ପରି । ସ୍ପଷ୍ଟ, ଗଭୀର ଓ କଳ୍ପନାପ୍ରବଣ । ସାରା ଦିନ ଖଟଣୀ ଖଟିଖଟି ସଞ୍ଜ ହେଲେ ସେ କାଗଜକଲମ ଧରି ଚୁପଚାପ୍ ବସିଯାଏ । ନିଜେ ନିଜେ…