କୁଳାଙ୍ଗାର ଉବାଚ : କୋଉ ଫୁଲ ନେବ ?
କୋଉ ଫୁଲ ନେବ? *
ଉପହାର ଦେଲେ ସିନା
ମୋ ପ୍ରତି ସେ ଆକର୍ଷିତ ହେବ;
କ'ଣ ନେବା ପଚାରନ୍ତେ
ସେ କହିଲା ଫୁଲ ଦେଇଦେବ!
ଅଡୁଆରେ ପଡିଲି ମୁ ଏଇକଥା ଭାବି
କି ସେ କୋଉ ଫୁଲ ନେବ;
ଆଉ କ'ଣ ଯୁଗ ଅଛି ଗୋଲାପଟେ
ପାଇକରି ଖୁସି ହୋଇଯିବ ?
ଭାବିଲି ଦେଇଦେବି ନେଇ
ଦାମୀ ଫୁଲ ତୋଡ଼ାଟିଏ ;…