Latest Odisha News

BREAKING NEWS

ମାଆ ଆଗରେ ପୁଅକୁ ପିଟିଲେ ମୋ ବସ କର୍ମଚାରୀ

ଭୁବନେଶ୍ୱର: ରାଜଧାନୀରେ ଜଣେ ମାଆ ଆଗରେ ପୁଆକୁ ଆକ୍ରମଣ କରିଛନ୍ତି ମୋ ବସ କର୍ମଚାରୀ। ମାଷ୍ଟରକାଣ୍ଟିନ ଛକ ବସ ଷ୍ଟାଣ୍ଡ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବସ ଷ୍ଟପେଜ ପୂର୍ବରୁ ଗାଡ଼ି ଅଟକାଇବାରୁ ମୋ ବସ କର୍ମଚାରୀ ମିଳିମିଶି ଜଣେ ଯାତ୍ରୀଙ୍କୁ ନିର୍ଧୁମ ପିଟଛନ୍ତି। ଏପରକିି ଅନ୍ୟ ମୋ…

ଆଇଆରବି ପାଇଁ ୬୬୩ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର : ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ଥିବା ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ଏହି ନିଷ୍ପତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି। ଏହି ନୂତନ ପଦବୀଗୁଡ଼ିକ…

ଫୁଡ଼ କଂଟେନରରୁ ବିପୁଳ ଗଞ୍ଜେଇ ଜବତ, ଦୁଇ ଗିରଫ

ଭୁବନେଶ୍ୱର : ଏକ ଫୁଡ଼ କଣ୍ଟେନରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ। ପୁଲିସକୁ ଚକମା ଦେବାକୁ ଅପରାଧୀମାନେ ଭିନ୍ନ କୌଶଳ ଆପଣାଉଥିବା ଦେଖିବାକୁ ମଳିଛି। ଏକ କଣ୍ଟେନରରର ୪ ଭାଗରୁ ଏକ ଭାଗ ସିକ୍ରେଟ ଚାମ୍ବରରେ ୨୦ ବସ୍ତା ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇଥିଲା…

ଜମ୍ମୁ-କାଶ୍ମୀରରେ ଲଗାଣ ବର୍ଷା: ଜନଜୀବନ ପ୍ରଭାବିତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ। ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ଯୋଗୁଁ ଭୂସ୍ଖଳନ ହେବା ଫଳରେ ପାହାଡ଼ ଧସି ବଡ଼ବଡ଼ ପଥର ଖଣ୍ଡ ଖସିବା ଯୋଗୁଁ ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଶହ ଶହ ସଂଖ୍ୟାରେ ଯାନବାହନ ଫସି ରହିଥିଲେ। ରିଆସୀ ଜିଲ୍ଲାରେ ବନ୍ୟାଜଳରେ ଭାସି…

ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ :୨୮୦ ମୃତ

କାବୁଲ : ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଫଳରେ ୨୮୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଘର ଭାଙ୍ଗିରୁଜି ନଷ୍ଟ ହୋଇଛି। ମୃତାହାତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ପ୍ରାକ୍ଟିକା ପ୍ରଦେଶର ୪ଟି ଜିଲ୍ଲାରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଥିଲା।…

ଦ୍ରୈାପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ଭୁବନେଶ୍ୱର: ଦ୍ରୈାପଦୀ ମୁର୍ମୁ ହୋଇପାରନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଦ୍ରୈାପଦୀ ମୁର୍ମୁ ନିର୍ବାଚିତ ହୁଅନ୍ତି ତେବେ ସେ ହେବେ ଦେଶର ପ୍ରଥମ ଓଡ଼ିଆ ଏବଂ ଆଦିବାସୀ ମହିଳା ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ଦ୍ରୈାପଦୀ ହେଉଛନ୍ତି ମୟୂରଭଞ୍ଜ ଅଂଚଳର ଆଦିବାସୀ ନେତ୍ରୀ,…

ପ୍ରବଳ ବର୍ଷିବ!

ଭୁବନେଶ୍ୱର: ମୌସୁମୀ ପ୍ରଭାବରେ ରାଜ୍ୟର ଆଜି ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସହିତ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ସମ୍ବଲପୁର, ଅନୁଗୁଳ, ବୈଦ୍ଧ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ଜଗତସିଂହପୁର ଜିଲ୍ଲାଗୁଡ଼ିକ…

ଓଡ଼ିଶାରେ ଯୋଗ ଦିବସ ପାଳିତ

ଭୁବନେଶ୍ୱର : ଆଜି ବିଶ୍ୱ ପାଳିଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧କୁ ସାରା ବିଶ୍ୱରେ ଯୋଗ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ୧୭୭ଟି ଦେଶରେ ଯୋଗସନ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଥିମ୍ ରହିଛି ମାନବିକତା ପାଇଁ ଯୋଗ। ଯୋଗ ଭାରତୀୟ ପରମ୍ପରା ଓ ସଂସ୍କୃତିର ନିଦର୍ଶନ।…

ଅଗ୍ନିପଥ ଯୋଜନାକୁ ଓଡ଼ିଶାରେ ଆପର ବିରୋଧ

ବ୍ରହ୍ମପୁର : ଓଡ଼ିଶାରେ ଅଗ୍ନିପଥ ଯୋଜନାକୁ ଘୋର ବିରୋଧ କରିଛି ଆପ୍। ବହ୍ମପୁର ଗୋଲାପ ପଲ୍ଲୀ ସ୍ଥିତ କାର୍ଯ୍ୟାଳୟ ପରିସରରେ ଆମ ଆଦମୀ ପାର୍ଟୀ ତରଫରୁ ଏକ ସମ୍ବାଦିକ ସମ୍ମିଳନୀରେ ଅଗ୍ନିପଥ ଯୋଜନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଦେଶ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା…