Latest Odisha News

ଚାଉଳ ଆମ ଜୀବନର ଶସ୍ୟ; ସମ୍ପର୍କର ସେତୁ..ଧାନକୁ ଇକୋ ଫ୍ରେଣ୍ଡଲି କରିବାକୁ ଆହ୍ୱାନ ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶା ଗସ୍ତର ୨ୟ ଦିନରେ ବିଦ୍ୟାଧରପୁର ସ୍ଥିତ ଏନଆରଆରଆଇ   କାର୍ଯ୍ୟକ୍ରମରେ ଶନିବାର ଯୋଗଦେଇ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ସାରଗର୍ଭକ ଅଭିଭାଷଣ ଦେଇଛନ୍ତି । ଧାନ ବିଷୟରେ କହୁ କହୁ ସୁଦାମାଙ୍କ ଖୁଦଭଜା ପାଖରେ ପହଞ୍ଚି ଯାଇଥିଲେ ରାଷ୍ଟ୍ରପତି  । ରାଷ୍ଟ୍ରପତି କହିଥିଲେ,…

 ୨୪ ଘଣ୍ଟାରେ ୨ ଥର ଭୂକମ୍ପ ଝଟକା; ଥରିଲା ସୁରଟ ଓ କଚ୍ଛ

ସୁରଟ: ତୁର୍କି ଓ ସିରିଆ ଭୂକମ୍ପ ଭୟାବହତା ମନରୁ ଲିଭିନି, ଭାରତରେ ଅନୁଭୂତ ହେଲା ଭୂକମ୍ପ ଝଟକା  । ଗୁଜରାଟରେ ୨୪ ଘଣ୍ଟା ମଧ୍ୟରେ ୨ ଥର ଭୂକମ୍ପ ଝଟକ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ଓ ୩.୭ ରହିଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିଲେ ହେଁ ଲୋକମାନେ…

ସରକାରଙ୍କ ବିଚିତ୍ର ନୀତି: ରାତି ଅଧ ଯାଏ ମଦ ମିଳିବ, ଖାଦ୍ୟ ମିଳିବନି

କଟକ : ରାଜ୍ୟ ସରକାରଙ୍କ ବିଚିତ୍ର ନୀତି । ଏଠି ମଦ ମିଳିବ କିନ୍ତୁ ଖାଦ୍ୟ ମିଳିବନି । ରାଜ୍ୟ ସରକାର ରାତି ସାଢେ ଗୋଟାଏ ଯାଏ ସହରରେ ମଦ ବାର ଖୋଲିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ରାତି ୧୦ଟା ସୁଦ୍ଧା ଖାଦ୍ୟ ଦୋକାନକୁ ବନ୍ଦ କରିବା ପାଇଁ କହିଛନ୍ତି । ସରକାରଙ୍କ ଏପରି ନୀତି ବିରୋଧରେ…

ପାକିସ୍ତାନରେ ଦରବୃଦ୍ଧି ୪୮ ବର୍ଷର ରେକର୍ଡ ଭାଙ୍ଗିଲା; ପାଠ, ପୋଷାକ ନୁହେଁ, ଏବେ ଘାରିଛି ଖାଦ୍ୟ ଚିନ୍ତା

ଇସଲାମବାଦ: ପାକିସ୍ତାନ ଏବେ ସବୁଠାରୁ ବଡ ସମସ୍ୟା ସହ  ଲଢୁଛି । ଦେଶର ଆର୍ଥିକ ସ୍ଥିତି ଏତେ ଖରାପ ହୋଇ ଯାଇଛି ଯେ ସାଧାରଣ ଜନତା ରୋଜିରୋଟି ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । ଦରଦାମ ବୃଦ୍ଧି ଏବଂ ଆର୍ଥିକ ସଙ୍କଟ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ପାକିସ୍ତାନ ଏବେ ଦେବାଳିଆ ସ୍ଥିତିରେ…

ଆଲାସ୍କା ଆକାଶରେ ଉଡୁଥିଲା ଅଜ୍ଞାତ ବସ୍ତୁ; ତଳକୁ ଖସାଇଲା ଆମେରିକା ଯୁଦ୍ଧ ବିମାନ

ୱାଶିଂଟନ:ଶୁକ୍ରବାର ଆଲାସ୍କାର ଉପରେ ଉଡୁଥିବା ଏକ ଅଜ୍ଞାତ ବାସ୍ତୁକୁ ଖସାଇ ଦେଇଛି ଆମେରିକା । ଆମେରିକାର ଲଢୁଆ ବିମାନ ଏହି ସନ୍ଦିଗ୍ଧ ଜିନିଷକୁ ମାରି ଖସାଇ ଦେଇଥିବା ସୂଚନା ଦେଇଛି ହ୍ୱାଇସ ହାଉସ । ହ୍ୱାଇଟ ହାଉସ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ପ୍ରବକ୍ତା ଜନ କିର୍ବିଙ୍କ କହିବା ଅନୁଯାୟୀ,…

ବାଇକକୁ ପିଟିଲା ବାଇକ; ଚାଲିଗଲା ୩ ଜୀବନ

କେନ୍ଦଝର: ଦୁଇ ବାଇକ ପରସ୍ପରକୁ ସାମ୍ନାପଟୁ ଧକ୍କା ଦେଲେ । ଚାଲିଗଲା ୩ ଜୀବନ । ଏମିତି ଏକ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ରୁଟିଶିଳା ଗାଁ ନିକଟରେ  । ୨ବାଇକ ମୁହାଁମୁହିଁ ଧକ୍କା ହେବା ଯୋଗୁ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ…

ଖାଲି ପାଦରେ ଲିଙ୍ଗରାଜ ମନ୍ଦିର ଗଲେ ରାଷ୍ଟ୍ରପତି; ମହାପ୍ରଭୁଙ୍କ ଦର୍ଶନ ସହ ଜଳାଭିଷେକ କଲେ

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ୨ୟ ଦିନ । ଆଜି ସକାଳୁ ସକାଳୁ ରାଷ୍ଟ୍ରପତି ଦ୍ରୌପଦୀ ମୁମୁର୍  ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ।   ମହାପ୍ରଭୁଙ୍କ ଦର୍ଶନ ସହ ଜଳାଭିଷେକ ବି କରିଛନ୍ତି । ରାଷ୍ଟ୍ରପତି ମାଉସୀ ମା’ ଛକରୁ ରଥ ରୋଡ ହୋଇ ମନ୍ଦିର ଆସିଥିଲେ । ପ୍ରଥମେ…

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆଜି ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଦ୍ଵିତୀୟ ଦିନ । ଆଜି ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳ ୯ଟାରେ ରାଷ୍ଟ୍ରପତି ପ୍ରଥମେ ଲିଙ୍ଗରାଜ ମନ୍ଦିରକୁ ଯିବା କାର୍ଯ୍ୟକ୍ରମ ରହିଛି । ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ…

ମନକୁ ଛୁଇଁଗଲା ରାଷ୍ଟ୍ରପତିଙ୍କ କବିତା

ଭୁବନେଶ୍‌:ର:ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉତ୍କଳ ମଣ୍ଡପଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୩୪ ମିନିଟର ଭାଷଣ ପଢିଥିଲେ । ଅଭିଭାଷଣ ବେଳେ ରାଷ୍ଟ୍ରପତି ପଢିଥିବା…

ବିପଦରେ ଶ୍ରୀମନ୍ଦିର; ସିଂହଦ୍ୱାର ଗୁମୁଟରେ ଫାଟ

ପୁରୀ:ବିପଦରେ ଶ୍ରୀମନ୍ଦିର । ସିଂହଦ୍ୱାର ଗୁମୁଟ ପାର୍ଶ୍ୱରେ ଦେଖା ଦେଲାଣି ଫାଟ । ପ୍ରବେଶ ପଥର ବାମପଟ ପଥରରେ ଏହି ଫାଟ ଦେଖିବାକୁ ମିଳିଛି । ଛୋଟ ଛୋଟ ନୁହେଁ ବଡ ଫାଟ ଯାହା ଶ୍ରୀମନ୍ଦିର ପାଇଁ ଯେ କୌଣସି ମୁହୂର୍ତ୍ତରେ ବିପଦ ହୋଇ ଛିଡା ହୋଇପାରେ । ଖାଲି ଫାଟ ନୁହେଁ, ଏଠାରେ ଲାଗିଥିବା…