Latest Odisha News

BREAKING NEWS

ଲକ୍‌ଡାଉନ ଡାଏରୀ : ନିଜ ରୋଷେଇ କଳାରେ ପରିବାର ଲୋକଙ୍କୁ ଆପାୟିତ କରୁଛନ୍ତି ମାଷ୍ଟର ସେଫ୍ ଫାଇନାଲିଷ୍ଟ ସ୍ମୃତିଶ୍ରୀ…

ଲକ୍ ଡାଉନ ଯୋଗୁଁ ସମସ୍ତେ ଏବେ ଘରେ । ସେ ପାଠପଢା ହେଉ କି ଅଫିସ କାମ ସବୁର ଚାପ ଏବେ କମ ଥିବାରୁ ସମସ୍ତେ ପ୍ରତିଦିନ କିଛି ନା କିଛି ନୂଆ କରିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ସବୁ ବେଳେ ବ୍ୟସ୍ତ ରହୁଥିବା ଲୋକଙ୍କ ସମୟ ଲକ୍ ଡାଉନ ବେଳେ କେମିତି କଟୁଛି ତାହା ଜାଣିବା ପାଇଁ ଆମର ଏଇ…

ଆଜି ବିଶ୍ୱ ନୃତ୍ୟ ଦିବସ, ଡିଜିଟାଲ ପ୍ଲାଟଫର୍ମରେ ହେବ ନୃତ୍ୟ ପରିବେଷଣ

ଭୁବନେଶ୍ୱର : ଆଜି ବିଶ୍ୱ ନୃତ୍ୟ ଦିବସ । ଆମର କଳା ସଂସ୍କୃତି ତଥା ନୃତ୍ୟର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ୧୯୮୨ ମସିହାରୁ ପାଳିତ ହୋଇଆସୁଛି ବିଶ୍ୱ ନୃତ୍ୟ ଦିବସ । ପ୍ରତିବର୍ଷ ଏକ ଥିମ୍‌କୁ ନେଇ ଏହା ପାଳିତ ହୋଇଥାଏ । ତେବେ ଚଳିତ ବର୍ଷ କରୋନା ପାଇଁ ବିଶ୍ୱ ନୃତ୍ୟ ଦିବସରେ ଆୟୋଜିତ…

ଢେଙ୍କାନାଳ ସହରରେ ବୁଲିଲେ ଯମରାଜ ଓ କରୋନା

ଢେଙ୍କାନାଳ : ସହରର ଆଜି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା କରୋନାକୁ । ଛକ, ବଜାର, ଗଳି କନ୍ଦି ବୁଲି ବୁଲି କୋଭିଡ୧୯ ଭୟବହତା ସମ୍ପର୍କରେ ସଚେତନ କରିଥିଲା କରୋନା । କାମ ନ ଥାଇ ଅଯଥା ଘରୁ ନ ବାହାରିବାକୁ ସେ ସମସ୍ତଙ୍କୁ ସତର୍କ କରିଥିଲା । କେବଳ କରୋନା ନୁହେଁ ତା ସାଙ୍ଗରେ ଯମରାଜ…

ଆସିଲା ବାଲେଶ୍ୱରର ୫ କରୋନା ପଜିଟିଭ୍‌ଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର: ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୫ କରୋନା ପଜିଟିଭଙ୍କ ଗସ୍ତ ବିବରଣୀ ଦେଇଛି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ୧୦୪ରୁ ୧୦୮ ନମ୍ବର ଯାଏଁ କରୋନା ପଜିଟିଭ ରୋଗୀ ନେଳିଆବାଗ ଅଞ୍ଚଳର ବୋଲି ସୂଚନା ଦିଆଯାଇଛି । ତଥ୍ୟ ଅନୁଯାୟୀ, ୧୦୪, ୧୦୫, ୧୦୬ ଓ ୧୦୭ ନମ୍ବର ରୋଗୀ ୬୧…

ପ୍ରବାସୀ ଶ୍ରମିକଙ୍କ ଖାଦ୍ୟ ନିରାପତ୍ତା ନେଇ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ବାହାରୁ ଆସୁଥିବା ଶ୍ରମିକଙ୍କ ଖାଦ୍ୟ ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେମାନେ ଯେପରି ଏଥିରୁ ବଞ୍ଚିତ ନ ହୁଅନ୍ତୁ ତାଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଏଥି ପ୍ରତି ଦୃଷ୍ଟି ଦେବାକୁ …

ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ସୀତାବିବାହ’କୁ ୮୪ ବର୍ଷ

ଭୁବନେଶ୍ୱର: ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ସୀତାବିବାହ’କୁ ଆଜି ପୂରିଛି ୮୪ ବର୍ଷ । ୧୯୩୬ ମସିହା ଆଜିର ଦିନରେ ଏହା ରିଲିଜ ହୋଇଥିଲା । ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଆଜି ବି ଲୋକେ ମନେ ରଖିଛନ୍ତି । ମୋହନ ସୁନ୍ଦର ଦେବଗୋସ୍ୱାମୀ ନିର୍ଦ୍ଦେଶିତ ଓ ପ୍ରଯୋଜିତ ଚଳଚ୍ଚିତ୍ର…

ସୋରରେ ବ୍ୟାଙ୍କ ଓ ଲଜ୍‌କୁ ସିଲ୍ କଲା ପ୍ରଶାସନ

ବାଲେଶ୍ୱର: ସୋର ଅଡଙ୍ଗ ବଜାର ସ୍ଥିତ ୟୁକୋ ବ୍ୟାଙ୍କକୁ ସିଲ୍ କଲା ପ୍ରଶାସନ । ଏଠାକାର ଜଣେ କର୍ମଚାରୀ ନେଳିଆବାଗ୍‌ରେ ଚିହ୍ନଟ ହୋଇଥିବା ଜଣେ କରୋନା ପଜିଟିଭ୍‌ଙ୍କ ଘରେ ଭଡାରେ ରହୁଥିଲେ । ତେଣୁ ବ୍ୟାଙ୍କକୁ ସିଲ୍ କରାଯିବା ସହ ଏଠାରେ କାମ କରୁଥିବା ୧୧ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ…

ଗୁଜୁରାଟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ନବୀନ

ଭୁବନେଶ୍ୱର: କରୋନା ଲକ୍ ଡାଉନ ପାଇଁ ବାହାର ରାଜ୍ୟରେ ଫଶି ରହିଛନ୍ତି ଅନେକ ଓଡିଆ ଶ୍ରମିକ । ସେମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ରବିବାର ପ୍ରଥମେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓ ସନ୍ଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧବ ଠାକରେଙ୍କ ସହ ଆଲୋଚନା…

ଲକ୍‌ଡାଉନ ଡାଏରୀ : ଅନ୍ତର୍ନିହିତ ଗୁଣ ବିକାଶ ପାଇଁ ଫ୍ୟାଶନ ଡିଜାଇନର ଦୀନେନ୍ଦ୍ର ସିଂଦେଓଙ୍କୁ ମିଳିଛି ସମୟ

ଭୁବନେଶ୍ୱର: କରୋନା ପାଇଁ ଦେଶରେ ଲକ୍‌ଡାଉନ ପରିସ୍ଥିିତି ସୃଷ୍ଟି ହୋଇଥିବାରୁ ସମସ୍ତେ ଏବେ ଘରେ ରହୁଛନ୍ତି । ଅଫିସର କାମ ହେଉଛି କିନ୍ତୁ ଘରେ ରହି କରିବାକୁ ପଡୁଛି । ସ୍କୁଲ ପକ୍ଷରୁ ଅନଲାଇନ ପାଠପଢା ହେଉଛି । ନିୟମିତ କରୁଥିବା କାମର ଧାରା ବଦଳାଇ ଦେଇଛି ଲକ୍ ଡାଉନ । ତେବେ ଘରେ ରହି କିଏ…

ରଙ୍ଗବତୀ ଗୀତ ଗାଇ ଲୋକଙ୍କୁ କରୋନା ନେଇ ସଚେତନ କରୁଛନ୍ତି ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ

ଭୁବନେଶ୍ୱର : ଲୋକପ୍ରିୟ ଗୀତ ରଙ୍ଗବତୀ ତାଳରେ ଲୋକଙ୍କୁ କରୋନା ନେଇ ସଚେତନ କରିବାକୁ ଆଗେଇ ଆସିଛନ୍ତି ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ । ‘ଜବ୍ ହାରେଗା କରୋନା, ତବ୍ ନାଚେଙ୍ଗେ ହମ୍ ଗାକେ ରଙ୍ଗବତୀ ଗାନା....’ ଗୀତର ତାଳେ ତାଳେ ଜିତେନ୍ଦ୍ରିୟ ରଙ୍ଗବତୀ ଗୀତ ଗାଇ ଝୁମୁଥିବା ଏହି ଭିଡିଓରେ…