Latest Odisha News

ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ

ସୁବର୍ଣ୍ଣପୁର : ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି  ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଫାଟକରେ ।  ଆଜି ସକାଳୁ ମର୍ଣ୍ଣିଙ୍ଗ ୱାକରେ ଗଲାବେଳେ ଡୁଙ୍ଗୁରିପାଲି  ସ୍ଥିତ ଲେବଲ୍ କ୍ରସିଂ ପାରି ହେଲା ବେଳେ ଧକ୍କା ଦେଲା ଟ୍ରେନ୍ । ମୃତ ବ୍ୟକ୍ତି ଜଣକ ହେଲେ ବଲାଙ୍ଗିରର…

ମରିଗଲା ମାନବିକତା: ପାଳିତ ସନ୍ତାନଙ୍କୁ ଲହୁଲୁହାଣ କରିଦେଲେ ବାପା-ମା’

ଢେଙ୍କାନାଳ : ମରିଗଲା ମାନବିକତା । ନୃଶଂସ ସାଜିଲେ ବାପା ମା’ । ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଦୁଇ ଶିଶୁଙ୍କୁ ମାଡ଼ ମାରି ଲହୁଲୁହାଣ କରି ଘର ଓ ଲାଟିନ ରୁମରେ  ତାଲା ପକାଇଲେ ପାଳିତ ପିତାମାତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଶତାଧିକ ଚିତା

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଶତାଧିକ ଚିତା । ଏଥିଲାଗି  ରାଜିନାମା ବା ବିବୃତି ଜାରି ହୋଇଥିବା ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରାଳୟ ଗୁରୁବାର କହିଛି । କେବଳ ଏତିକି ନୁହେଁ  ପରିବେଶ ମନ୍ତ୍ରାଳୟ  ଆହୁରି କହିଛି ଯେ, ଗତବର୍ଷ ସେପ୍ଟେମ୍ବର ମାସରେ ନାମିବ୍ୟାରୁ ୮ ଚିତା…

ଉଦ୍‌ଘାଟିତ ହେଲା ପଞ୍ଚବଟୀ ଉଦ୍ୟାନ

ସୁବର୍ଣ୍ଣପୁର : ଉଦ୍‌ଘାଟିତ ହେଲା ପଞ୍ଚବଟୀ ଉଦ୍ୟାନ । ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ବଡ଼ଝିଙ୍କି ନିକଟରେ ଜଙ୍ଗଲ ଓ ପରିବେଷ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଦ୍ବାରା ଏହି ଉଦ୍ୟାନ ଉଦ୍‌ଘାଟିତ ହୋଇଯାଇଛି । ଜଙ୍ଗଲ ବିଭାଗ ଦ୍ବାରା ପଞ୍ଚବଟୀ ଉଦ୍ୟାନ ୧୨.୮ ହେକ୍ଟର ଜମିରେ ତିଆରି କରାଯାଇଥିବା…

କମିଲା ପାକିସ୍ତାନ ଟଙ୍କାର ମୂଲ୍ୟ

ପାକିସ୍ତାନ: ପାକିସ୍ତାନରେ ଆର୍ଥିକ ସଙ୍କଟ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଆର୍ଥିକ ସଙ୍କଟ ଯୋଗୁଁ ଏବେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ରେକର୍ଡ ହ୍ରାସ ପାଇଛି । ପାକିସ୍ତାନୀ ଟଙ୍କା ଗୋଟିଏ ଡଲାର ତୁଳନାରେ ୨୫୫ରେ ପହଞ୍ଚିଛି । ଯାହା  ସବୁଠୁ ନିମ୍ନ ସ୍ତର ଅଟେ । ତେବେ କୁହାଯାଉଛି…

ୟୁକ୍ରେନ୍‌କୁ ଟକ୍କର ଦେବା ଋଷ ପକ୍ଷେ ହେବ କଷ୍ଟକର

ନୂଆଦିଲ୍ଲୀ : ୟୁକ୍ରେନକୁ ଟକ୍କର ଦେବା ଏଣିକି ଋଷ ପକ୍ଷେ ହେବ କଷ୍ଟକର । ଖୁବ୍ ଶୀଘ୍ର ଆମେରିକାଠାରୁ ୟୁକ୍ରେନ ପାଇବ ୩୧ଟି ଶକ୍ତିଶାଳୀ M1 ଆବ୍ରାହମସ୍ ଟ୍ୟାଙ୍କ । ଏନେଇ ଘୋଷଣା କରିଛି ଆମେରିକା । ସେପଟେ ଜର୍ମାନୀ ବି ଲିଓପାର୍ଡ ଟ୍ୟାଙ୍କ ଯୋଗାଇବାକୁ ଘୋଷଣା କରିଛି । ଯୁଦ୍ଧ ପ୍ରସଙ୍ଗରେ…

ଇଷ୍ଟର୍ଣ୍ଣ ଲଦାଖରେ ଅସ୍ତିତ୍ବ ହରାଉଛି ଭାରତ, ୨୬ଟି ପାଟ୍ରୋଲିଂ ପଏଣ୍ଟରେ ନାହିଁ ସେନାର ଅବସ୍ଥିତି

ନୂଆଦିଲ୍ଲୀ : ଇଷ୍ଟର୍ଣ୍ଣ ଲଦାଖରେ ଭାରତ ହରାଉଛି ଅସ୍ତିତ୍ବ ।୨୬ଟି ପାଟ୍ରୋଲିଂ ପଏଣ୍ଟରେ ନାହିଁ ସେନାର ଅବସ୍ଥିତି । ଲଦାଖର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ୬୫ ପ୍ଲସପଏଣ୍ଟରୁ ୨୫ଟିରେ ଭାରତ ନିୟନ୍ତ୍ରଣ ହରାଇଛି । ଚୀନ ସହ ସୀମା ବିବାଦକୁ ନେଇ ତିକ୍ତତା ଲାଗି ରହିଥିବା ବେଳେ…

ଡାକ୍ତରଙ୍କ ଘରୁ ଟଙ୍କା ସହ ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

ବଲାଙ୍ଗୀର: ଡାକ୍ତରଙ୍କ ଘରୁ ଲୁଟ୍‌ ।  ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହରର ଶାନ୍ତିପଡ଼ା ନିବାସୀ ଡାକ୍ତର ପୁଷ୍ପରଞ୍ଜନ ମିଶ୍ରଙ୍କ ଘରେ ।  ଡାକ୍ତର ମିଶ୍ର  ତାଙ୍କ ପରିବାର ସହିତ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ଘଟିଛି ଏଭଳି ଅଘଟଣ । ଡାକ୍ତର ଦମ୍ପତ୍ତିଙ୍କ…

ବର୍ଷା ପରେ କାହିଁକି ଦୃଶ୍ୟମାନ ହୁଏ ଇନ୍ଦ୍ରଧନୁ ?

ବ୍ୟୁରୋ : ଆପଣମାନେ ନିଶ୍ଚିତ ଭାବେ ଆକାଶରେ ଇନ୍ଦ୍ରଧନୁକୁ କିଛି ସମୟ ପାଇଁ ଦେଖିଥିବେ। ପ୍ରାୟତଃ ଏହା ବର୍ଷାଦିନରେ ଦେଖାଯାଏ। ଏହାଛଡ଼ା ଆକାଶରେ ଏକାସଙ୍ଗରେ ବିଭିନ୍ନ ରଙ୍ଗ ଦେଖିବାକୁ ମଳିଥାଏ। ଯାହା ଧନୁ ପରି, ତେଣୁ ଏହାକୁ ଇନ୍ଦ୍ରଧନୁ କୁହାଯାଏ। ତେବେ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି…

ନାଇଜେରିଆରେ ବୋମା ବିସ୍ଫୋରଣ

ନୂଆଦିଲ୍ଲୀ : ନାଇଜେରିଆର ଉତ୍ତର-ମଧ୍ୟ ରାଜ୍ୟ ନସାରାଓ୍ବା ବେନ୍ୟୁ ଅଞ୍ଚଳରେ ବୋମା ବିସ୍ଫୋରଣ । ବୋମା ମାଡ଼ରେ ୧୨ରୁ ଅଧିକ ଗୋ-ପାଳକ ଏବଂ ସେଠାରେ ଉପସ୍ଥିତ ଥିବା ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତ ମାନଙ୍କୁ…