Latest Odisha News

BREAKING NEWS

ବର୍ଜ୍ୟବସ୍ତୁରୁ ପୋଟ୍ରେଟ୍ ତିଆରି ନିଶାରେ ମାତିଛନ୍ତି ନାଇଜେରିଆ ଯୁବକ

ନୂଆଦିଲ୍ଳୀ : ଆପଣମାନେ ଜାଣିଥିବେ ସାଧାରଣତଃ ସମସ୍ତଙ୍କର କିଛି ନା କିଛି ହବି ଥାଏ । କାହାର ବହି ପଢିବା ,ଗୀତ ଗାଇବା କି ଗୀତ ଶୁଣିବା, ରୋଷେଇ କରିବା ତ ଆଉ କାହାର ଅଳିଆ ଆବର୍ଜନାରୁ ସୁନ୍ଦର ଆର୍ଟ କରିବା  ଆଦି ଥାଏ। ହେଲେ କେହି ପୁରୁଣା ଚପଲରୁ ପୋଟ୍ରେଟ୍ ତିଆରି କରିବା କେବେ ଶୁଣିଛନ୍ତି…

ବିନାଶ ମୁହାଁ ବିଶ୍ବ !

ନୂଆଦିଲ୍ଲୀ: ବିନାଶ ମୁହାଁ ଏବେ ସାରା ବିଶ୍ବ । ବିଧ୍ବଂସ ଆଉ କିଛି ଦୂରରେ । ହେଲେ ଡୁମ୍ସଡେ କ୍ଲକରୁ ବୈଜ୍ଞାନିକମାନେ କମ୍ କରିଛନ୍ତି ୧୦ସେକେଣ୍ଡ । ଦୀର୍ଘ ତିନି ବର୍ଷ ଧରି ଡୁମ୍ସଡେ ଘଣ୍ଟାରେ ପୃଥିବୀ ଧ୍ବଂସ ହେବାକୁ ଆଉ ଶହେ ସେକେଣ୍ଡ ରହିଥିବା ବେଳେ ୨୦୨୩ରେ ଏଥିରୁ ୧୦ସେକେଣ୍ଡ କମାଇ…

୫୪୦ ଶିକ୍ଷକଙ୍କୁ ଦିଆଯିବ କମ୍ୟୁନିକେଟିଭ୍ ଇଂରାଜୀ ତାଲିମ

ଭୁବନେଶ୍ୱର : ଶିକ୍ଷକମାନଙ୍କୁ କମ୍ୟୁନିକେଟିଭ୍ ଇଂରାଜୀ ବିଷୟରେ ତାଲିମ ଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ମୋଟ ୩୦୦ ଆକାଂକ୍ଷୀ ସ୍କୁଲ ରହିଛି । ମୋ’ ସ୍କୁଲ ଅଭିଯାନ ପକ୍ଷରୁ ‘ଇଂରାଜୀ ହେଲ୍ପର୍’ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜିଠାରୁ ଏହି ତାଲିମ…

ରାଷ୍ଟ୍ରପତି ପୋଲିସ୍‌ ମେଡାଲ ପାଇବେ ୨ଜଣ ଓଡ଼ିଆ

ଭୁବନେଶ୍ୱର: ରାଷ୍ଟ୍ରପତି ପୋଲିସ୍‌ ମେଡାଲ ପାଇବେ ଓଡ଼ିଶାର ୨ ଜଣ ଆଇପିଏସ୍‌ । ଉଲ୍ଲେଖନୀୟ ସେବା ପାଇଁ ୯୩ ଜଣଙ୍କୁ ରାଷ୍ଟ୍ରପତି ପୋଲିସ୍ ପଦକ ପ୍ରଦାନ କରାଯିବ।IPS ଡି. ଏସ୍ କୁଟ୍ଟେ ଓ କନଷ୍ଟେବଲ ପ୍ରହଲ୍ଲାଦ ରାଉତଙ୍କୁ ରାଷ୍ଟ୍ରପତି ପୋଲିସ୍ ମେଡାଲ ପ୍ରଦାନ କରାଯିବ। ବିଶିଷ୍ଟ ସେବା ପାଇଁ…

ହାଇଟେକ ମୋଡ଼୍‌ରେ ଭାରତୀୟ ସେନା

ନୂଆଦିଲ୍ଲୀ: ଏଣିକି ଶୂନ୍ୟରେ ଉଡ଼ିବେ ଭାରତୀୟ ସୈନ୍ୟ । ଜେଟପ୍ୟାକ ସୁଟ୍ ଆସିବ ସେମାନଙ୍କ ଲାଗି । ଏହି ସୁଟ୍ ବଳରେ ସେମାନେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଉଡିପାରିବେ, ସେ ପୁଣି ୮୦ କିଲୋଗ୍ରାମ୍‌ ଭିତରେ  । ଏନେଇ ଆରମ୍ଭ ହୋଇଯାଇଛି ପ୍ରାଥମିକ ଟେଣ୍ଡର ପ୍ରକ୍ରିୟା । ଫାଷ୍ଟଟ୍ରାକ…

ବାପାଙ୍କ ମୃତ୍ୟୁର ବର୍ଷକ ପରେ ଚାଲିଗଲେ ପୁଅ

କଟକ: କଥାରେ ଅଛି ମୃତ୍ୟୁ କେତେବେଳେ କଉଠି ବି ଆସେ କାହାକୁ ଜଣା ନଥାଏ । କିଏ ଜାଣିଥିଲା ଏତେ କମ୍ ବୟସରେ ସେ ଦୁନିଆ ଛାଡ଼ି ଚାଲି ଯିବେ । ଯେଉଁ ବୟସରେ ଭବିଷ୍ୟତ ଗଢିବାକୁ ସ୍ବପଦେଖିବା କଥା ସେ ଆଜି ଅଫେରା ରାଇଜରେ । ଆାମେ କହୁଛୁ ଓଡ଼ିଆ ଟେଲି ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ସାନ…

ମରିଗଲା ମାନବିକତା: ସ୍ତ୍ରୀ ସାଙ୍ଗେ ଝଗଡ଼ା କରି ୪ ସନ୍ତାନଙ୍କୁ କେନାଲ ଭିତରେ ଫିଙ୍ଗିଦେଲେ ସ୍ବାମୀ

ଆଗ୍ରା: ମରିଗଲା ମାନବିକତା । ରାଗ ଆଗରେ ପର ହୋଇଗଲା ରକ୍ତର ସଂପର୍କ । ସ୍ତ୍ରୀ ସାଙ୍ଗେ ଝଗଡ଼ା କରି ୪ ସନ୍ତାନଙ୍କୁ କେନାଲ ଭିତରେ ଫିଙ୍ଗିଦେଲେ ସ୍ବାମୀ । ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲା ଅନ୍ତର୍ଗତ ସାହାୱାର ଥାନା ଅଧୀନ ଶେଖ୍ପୁର ହୁନ୍ଦାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ତ୍ରୀ…

ରେକର୍ଡ ସୃଷ୍ଟି କଲା ବିଶ୍ବର ସବୁଠାରୁ ବଡ଼ ପିଜ୍ଜା

ନୂଆଦିଲ୍ଲୀ : ସାଧାରଣତଃ ସମସ୍ତଙ୍କର ଖାଇବା ପସନ୍ଦ ଭିନ୍ନ ଭିନ୍ନ ଥାଏ । କାହାକୁ  ପିଜା, ବରଗର ବା ସାଣ୍ଡଓ୍ବିଚ୍‌ ଖାଇବାକୁ ପସନ୍ଦ ଥାଏ ତ ଆଉ କାହାକୁ ଚିକେନ୍‌ ମଟନ୍‌ ବା ବିରିୟାନୀ ପସନ୍ଦ ଥାଏ । ତେବେ ଆମେ ଆପଣଙ୍କୁ ଏମିତି ଏକ ପିଜା ବିଷୟରେ କହିବୁ ଏମିତି ପିଜା ହୁଏତ ଦୁନିଆାର ପ୍ରଥମ ଆଉ…

ମାଧୁରୀ ଦିକ୍ଷୀତଙ୍କୁ ଟକ୍କର ଦେଲେ ୩ ଯୁବକ

ନୂଆଦିଲ୍ଳୀ : ଯୁଗ ବଦଳିବା ସହ ବଦଳୁଛି ଲୋକଙ୍କ ଭାବନା । ମଣିଷ ଜୀବନର ବିବାହ ସବୁଠୁ ବଡ଼ ଉତ୍ସବ ହୋଇଥିବାରୁ ଏହି ଉତ୍ସବକୁ ଲୋକେ ନିଆରା ଭାବେ ମନେଇ ସ୍ମୃତି କରି ରଖିବାକୁ ଚାହାଁନ୍ତି । ଆଉ ସେଥିପାଇଁ ଆଜିକାଲି ବିବାହ ଉତ୍ସବରେ ବିଭିନ୍ନ ପ୍ରକାରର ସ୍ବତନ୍ତ୍ର ଘଟଣା ସବୁ ଘଟୁଥିବା…

ପାକିସ୍ତାନୀ ଯୁବତୀଙ୍କୁ ବିବାହ କରିବା ପଡ଼ିଲା ମହଙ୍ଗା

ବେଙ୍ଗାଲୁରୁ : ଅନଲାଇନ ପ୍ରେମ ପଡ଼ିଲା ମହଙ୍ଗା,ହାଜତ ଗଲେ ଜୁବତୀ । କଥାରେ ଅଛି ପ୍ରେମ ମାନେ ନାହିଁ ଜାତି ଧର୍ମ ଓ କୗଣସି ବନ୍ଧବାଡ଼ ।  ହେଲେ ଆାଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମ ବିଷୟରେ କହିବୁ ଆାପଣ ଶୁଣିଲେ ଆାଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଏକ ଅଜବ ପ୍ରେମ ବିଷୟରେ ।…