Latest Odisha News

BREAKING NEWS

କେତେ ଉପକାରୀ ପବିତ୍ର ଓଁକାର ଉଚ୍ଚାରଣ; ଜାଣନ୍ତୁ…

ଭୁବନେଶ୍ୱର: ଯେଉଁ ପରିବାରରେ କ୍ଳେଶ,ଅଶାନ୍ତି ସବୁବେଳେ ଲାଗି ରହୁଥିବ ସେମାନଙ୍କ ପୂଜା ସ୍ଥାନରେ କିମ୍ବା ଘରର କବାଟ ରେ ଓଁ ଲେଖାଗଲେ ଶାନ୍ତିର ବାତାବରଣ ଉତ୍ପନ ହୋଇଥାଏ । ସବୁ କାମ ଆପେ ଆପେ ଶାନ୍ତିପୂର୍ବକ ହୋଇଯାଇଥାଏ । ୧. ଓଁ ର ସ୍ଥାପନା କରିବା ସମୟରେ ଶ୍ରୀଗଣେଷ ମନ୍ତ୍ର ଉଚ୍ଚାରଣ…

ଜାଣନ୍ତୁ, ‘ମକର ସଂକ୍ରାନ୍ତି’ରେ କିପରି ପାଇବେ ସୂର୍ଯ୍ୟଦେବଙ୍କ ସାନ୍ନିଧ୍ୟ…

ଭୁବନେଶ୍ୱର: ପବିତ୍ର ମକର ସଂକ୍ରାନ୍ତି । ସୂର୍ଯ୍ୟଦେବଙ୍କ ମକର ରାଶିକୁ ଗମନ । ପୁଣି ଏହାକୁ ରବି ସଂକ୍ରମଣ ବୋଲି କୁହାଯାଏ । ଏହି ଦିନ ରେ ସୂର୍ଯ୍ୟଙ୍କର ଗତି ଉତ୍ତାରାୟନ ହୋଇଯାଏ । ଦେବାଦେବୀଙ୍କୁ ଏହିଦିନ ମକର ଚାଉଳ ଭୋଗ ଓ ତିଲୋଇ ଖଜା ଭୋଗ ଅର୍ପଣ କରାଯାଇଥାଏ । ପୁରାଣ ମତରେ ମକର…

ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ: କେତେ ଶୁଭ କେତେ ଅଶୁଭ…

ଭୁବନେଶ୍ୱର: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଜାନୁୟାରୀ ୧୦ ତାରିଖରେ ଧାର୍ମିକ ମାନ୍ୟତା ଅନୁସାରେ ଗ୍ରହଣ ର ପ୍ରଭାବ ଶୁଭ ହେଉ ଅବା ଅଶୁଭ ତାହା ପ୍ରତି ରାଶି ଉପରେ ରହିଥାଏ । ଚଳିତ ବର୍ଷ ଅର୍ଥାତ ୨୦୨୦ ରେ ସମୁଦାୟ ୬ ଟି ଗ୍ରହଣ ର ଯୋଗ ରହିଛି । ସେଥି ମଧ୍ୟରେ ୪ଟି ଚନ୍ଦ୍ରଗ୍ରହଣ ଓ ୨ଟି ସୂର୍ଯ୍ୟ…

୨୦୧୯ ବର୍ଷର ଶେଷ ସୂର୍ଯ୍ୟପରାଗ: କେତେ ଶୁଭ କେତେ ଅଶୁଭ

ଭୁବନେଶ୍ୱର: ପୁରାଣ କଥା ଅନୁସାରେ ରାହୁ, କେତୁ ଯେଉଁ ଛାୟା ଗ୍ରହ ଅଛନ୍ତି ସେମାନେ ସୂର୍ଯ୍ୟ ବା ଚନ୍ଦ୍ରଙ୍କୁ ଗ୍ରାସ କରିଲେ ତାହା ଗ୍ରହଣ ବା ପରାଗ ହୋଇଥାଏ । ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଡିସେମ୍ବର ୨୬ ତାରିଖରେ ପଡୁଛି । ଏହିଦିନ ମଧ୍ୟ ଗୁରୁବାର, ପୌଷ ଅମାବାସ୍ୟା । ଏହି ଦିନରେ…

ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ଶ୍ରୀମନ୍ଦିରରେ ‘ପହିଲିଭୋଗ’ ନୀତି…

ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସକଳ ପ୍ରକାର ନୀତି, ପର୍ବ ପର୍ବାଣି,ଉତ୍ସବ ଇତ୍ୟାଦି ବର୍ଷ ର ବିଭିନ୍ନ ସମୟରେ ପାଳିତ ହେବା ସଂଗେ ସଂଗେ ଅନେକ ପ୍ରକାର ଭୋଗ ଦ୍ରବ୍ୟ ପ୍ରସ୍ତୁତ ହୋଇ ରତ୍ନସିଂହାସନ ରେ ଅଧିଷ୍ଠିତ ମହାପ୍ରଭୁଙ୍କୁ ସମର୍ପିତ ହୋଇଥାଏ।ପୌରାଣିକ ମତ ଅନୁଯାୟୀ ଭାରତ ର…

ଦୈନିକ କିଛି ପେଜ ପିଅନ୍ତୁ ଫିଟ୍ ରୁହନ୍ତୁ; କିପରି ପାଇପାରିବେ ଅଦ୍ଭୁତ ଉପକାର ଜାଣନ୍ତୁ…

ଭୁବନେଶ୍ୱର: ପେଜ ଆମ ଶରୀର ପାଇଁ ବହୁତ ଉପକାରୀ । ଏଥିରେ ଥିବା କାର୍ବୋହାଇଦ୍ରାଟେ ଶରୀରରେ ଶକ୍ତି ଵୃଦ୍ଧି କରିଥାଏ । ଏହାକୁ ସକାଳ ସମୟରେ ପିଇବା ଶରୀର ପକ୍ଷେ ଭଲ । ପେଜରେ ଫାଇବର ଭରପୁର ରହିଛି । ଏହା ମେଟାବୋଲିଜମି କୁ ବୃଦ୍ଧି କରାଇଥାଏ । ଏହା ପାଚନ ର ତନ୍ତ୍ର କୁ ସୁଦୃଢ କରିଥାଏ ।…

କାହିଁକି ହୋମ ବିନା କୌଣସି ପୂଜାକାର୍ଯ୍ୟ ସମ୍ପୂର୍ଣ୍ଣ ହୁଏନାହିଁ, ଜାଣନ୍ତୁ…

ହିନ୍ଦୁ ଧର୍ମରେ ଅନେକ ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି । ସେଠି ମଧ୍ୟରୁ ଗୋଟିଏ ହେଉଛି ହୋମ,ଯଜ୍ଞାନୁଷ୍ଠାନ । ରାମାୟଣ, ମହାଭାରତ ଯୁଗରେ ମଧ୍ୟ ହୋମ ର ବହୁ ଗୁରୁତ୍ୱ ରହିଥିଲା । ଅଗ୍ନିଙ୍କ ମାଧ୍ୟମରେ ଈଶ୍ୱରଙ୍କ ଉପାସନା କରିବାର ପ୍ରକ୍ରିୟା କୁ ହୋମ କୁହାଯାଏ । ଏକଥା ମଧ୍ୟ କୁହାଯାଏ…

ମାର୍ଗଶୀର ପୂର୍ଣ୍ଣିମାର ମହିମା; ପୂଜା ଓ ବ୍ରତରେ ମିଳିଥାଏ ପୂଣ୍ୟଫଳ…

ମାର୍ଗଶୀର ମାସକୁ ଅତି ପବିତ୍ର, ଏବଂ ଶ୍ରେଷ୍ଠ ବୋଲି କୁହାଯାଏ । ପୂରାଣରେ ଏଇ ମାସର ପୂର୍ଣ୍ଣିମାକୁ ମଧ୍ୟ ମହତ୍ୱପୂର୍ଣ୍ଣ ଏବଂ ଫଳଦାୟୀ ବୋଲି କୁହାଯାଇଛି । ଏଇ ପୂର୍ଣ୍ଣିମାରେ ସ୍ନାନ, ଦାନ ଏବଂ ଭଗବାନ ବିଷ୍ଣୁଙ୍କୁ ପୂଜା କରିବାର ବିଧାନ ରହିଛି । ଏଇ ପୂର୍ଣ୍ଣିମାରେ ସ୍ନାନ ଏବଂ ଦାନର ସେତିକି…

ଗୀତା ଜୟନ୍ତୀ: ସାରା ଜଗତକୁ ଭଗବାନ ଶ୍ରୀକୃଷ୍ଣଙ୍କ ଉପଦେଶର ଦିନ…

ମହାଭାରତର ଧର୍ମ ଓ ଅଧର୍ମ, ସତ୍ୟ ଓ ଅସତ୍ୟର ଯୁଦ୍ଧ ରେ କୌରବ ଓ ପାଣ୍ଡଵମାନଙ୍କ ର ସେନା ଯେତେବେଳେ ପରସ୍ପର ସମ୍ମୁଖୀନ ହେଲେ ସେତେବେଳେ ଅର୍ଜୁନଙ୍କର ସାରଥୀ ଶ୍ରୀକୃଷ୍ଣ ରଥକୁ ନେଇ ଦୁଇ ସେନା ଙ୍କ ମଧ୍ୟଭାଗରେ ଛିଡା କରିଦେଲେ । ଯେଉଁଠି ଅର୍ଜୁନ ସିଧାସଳଖ ଭୀଷ୍ମ ପିତାମହ , ଗୁରୁ ଦ୍ରୋଣଚର‌୍ୟ୍ୟ…

ମୋକ୍ଷଦା ଏକାଦଶୀର ମହତ୍ତ୍ୱ…

ମାର୍ଗଶୀର ମାସ ଶୁକ୍ଲପକ୍ଷ ଏକାଦଶୀ ତିଥିକୁ ମୋକ୍ଷଦା ଏକାଦଶୀ ବୋଲି କୁହାଯାଏ । ଏହାର ଅନ୍ୟ ନାମ ବି ରହିଛି । ମାନସ ରୋଗ ନିବାରଣ ଏକାଦଶୀ, ମୋକ୍ଷଦାୟିନୀ ଏକାଦଶୀ, ମୋହନାସକ, ଶୁଦ୍ଧ ଏକାଦଶୀ, ଆଦି ନାମରେ ସମସ୍ତେ ଜାଣିଛନ୍ତି । ମୋକ୍ଷଦା ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା…