ଆଇସିସି ମହିଳା ବିଶ୍ୱକପ: ୭ମ ଥର ପାଇଁ ଅଷ୍ଟ୍ରେଲିଆକୁ ଟାଇଟଲ
ସିଡନୀ: ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ଆଇସିସି ମହିଳା ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆ ୭୧ ରନରେ ଇଂଲଣ୍ଡକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଏହି ମେଗା ଇଭେଂଟରେ ଅଷ୍ଟ୍ରେଲିଆ ୭ମ ଥର ପାଇଁ ଟାଇଟଲ ହାସଲ କରିଛି । ଏଲିସା ହୀଲେ ୧୩୮ ବଲରେ ୧୭୦ ରନର ସ୍ମରଣୀୟ ଇନିଂସ ଖେଳିଥିଲେ ।…