ବ୍ୟଙ୍ଗ : ୱାଇଫ ହାପି ତ ଲାଇଫ ହାପି
ଓଁ ଅଭିଜ୍ଞାନ ସାହୁ
ଯିଏ ଯାହା କହୁ, ମୋର ଢୋ' । ମୁଁ ଜାଣିଛି ସ୍ତ୍ରୀ ଖୁସି ହେଲେ ଦୁନିଆ ଖୁସି। ସେଇ ସରସ୍ୱତୀ, ସେଇ ଲକ୍ଷ୍ମୀ, ସେଇ ସାକ୍ଷାତ ମହିଷାମର୍ଦ୍ଦିନୀ , ସେଇ ହାସ୍ୟମୟୀ ସେଇ ଭାଷ୍ୟମୟୀ । ସେଇ ପୁଣି ତ୍ରିକାଳଦର୍ଶୀ । ତାରି ପାଦରେ ଧନ, ହାତରେ ଆୟୁଷ , ଚାହାଣୀରେ ଯୌବନ, ସବୁ…