Latest Odisha News

BREAKING NEWS

ଝରକା ଭାଙ୍ଗି ସ୍ତ୍ରୀ ଚମ୍ପଟ, ସ୍ତ୍ରୀଙ୍କୁ ଖୋଜିଦେଲେ ୫ ହଜାର ଦେବି: ସ୍ୱାମୀ

କୋଲକାତା : ଘରୁ ସ୍ତ୍ରୀ ଛାଡ଼ି ଚାଲିଯାଇଛି । ଯିଏ ମୋ ସ୍ତ୍ରୀଙ୍କୁ ଖୋଜି ଦେବ ମୁଁ ତାଙ୍କୁ ୫ ହଜାର ଟଙ୍କା ଦେବି । ସୋସିଆଲ ମିଡ଼ିଆରେ ଜଣେ ସ୍ୱାମୀ ଏଭଳି କହିଛନ୍ତି । ସମ୍ପୃକ୍ତ ସ୍ତ୍ରୀ ସାଥୀରେ ଝିଅକୁ ନେଇ ଫେରାର ହୋଇଯାଇଛନ୍ତି । ପଶ୍ଚିମବଙ୍ଗର ପିଙ୍ଗଲରେ ଏହି ଅଜବ ଘଟଣା ଘଟିଛି ।…

ଓମିକ୍ରନ ଭୟ, ଲକ୍ଷ୍ନୌରେ ୧୪୪ଧାରା ଜାରି

ଲକ୍ଷ୍ନୌ: ଓମିକ୍ରନ ଭୟ । ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ନୌରେ ଲାଗୁ ହୋଇଛି ୧୪୪ଧାରା । ଆଗାମୀ ଖ୍ରୀଷ୍ଟମାସ ତଥା ନୂତନ ବର୍ଷ ଉତ୍ସବରେ ବିପଦକୁ ଦୃଷ୍ଟିରେ ରଖି ଏହିଭଳି ପଦକ୍ଷେପ ନିଆଯାଇଛି । ଆଗକୁ ହେବାକୁ ଥିବା ପରୀକ୍ଷା ଏବଂ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ…

ଓଡିଶାର ପ୍ରମୋଦଙ୍କ ସମେତ ୧୧ ଆଥଲେଟ ପାଇବେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର

ଭୁବନେଶ୍ୱର: ଓଡିଶାର ଷ୍ଟାର ପାରା ଅଲିମ୍ପିଆନ ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତଙ୍କ ସମେତ ୧୧ ଜଣ ଆଥଲେଟଙ୍କୁ ଏଥର କେନ୍ଦ୍ର ସରକାର ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପ୍ରଦାନ କରିବେ । ଜାତୀୟ କ୍ରୀଡା ପୁରସ୍କାର କମିଟି ବୁଧବାର ଏ ନେଇ ବିଧିବଦ୍ଧ ଭାବେ ସୁପାରିଶ କରିଛି ।…

ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସକୁ ଏଲ୍ଏଚବି…

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ- ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ଲିଙ୍କ୍ ହଫମେନ୍ ବୁଶ (ଏଲଏଚବି) କୋଚରେ ପରିଣତ କରାଯାଉଛି । ଏହି ଦାବିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାତ୍ରୀଙ୍କ ସୁବିଧାକୁ…

ଆଗାମୀ ନିର୍ବାଚନରେ ଅଯୋଧ୍ୟାରୁ ଲଢ଼ିବେ ଯୋଗୀ ଆଦିତ୍ୟନାଥ !

ଅଯୋଧ୍ୟା: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଗାମୀ ୨୦୨୨ ବିଧାନସଭା ନିର୍ବାଚନରେ ଅଯୋଧ୍ୟାରୁ ଲଢ଼ିବେ ବୋଲି କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଅଯୋଧ୍ୟା ବିଧାୟକ ବେଦ ପ୍ରକାଶ ଗୁପ୍ତା ମଧ୍ୟ ଖୁସିରେ ଏହି ସିଟ ଯୋଗୀଙ୍କ ପାଇଁ ଛାଡିଦେବେ ବୋଲି କହିଛନ୍ତି । ତେବେ ପ୍ରକୃତ ଘଟଣାଟି ହେଲା ମୁଖ୍ୟମନ୍ତ୍ରୀ…

ଏଫ୍ ଏମ୍ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ

ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ । ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ୪ ବର୍ଷ ପାଇଁ ସେ କୁଳପତି ଭାବେ କାମ କରିବେ । ପ୍ରଫେସର ତ୍ରିପାଠୀ ଉତ୍କଳ…

ମଣିପୁରରେ ରାଜନୈତିକ ସଙ୍କଟ, କଂଗ୍ରେସର ୮ ବିଧାୟକ ବିଜେପିରେ ମିଶିବେ !

ଇମ୍ଫାଲ: ମଣିପୁରରେ ରାଜନୈତିକ ସଙ୍କଟ ବୃଦ୍ଧି ପାଇଛି । କଂଗ୍ରେସର କମିଟି ସଭାପତି ଗୋବିନ୍ଦଦାସ କୋନ୍ଥୁଜାମଙ୍କ ଇସ୍ତଫା ପରେ ଆଜି ୮ଜଣ ବିଧାୟକ ବିଜେପିରେୀ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି । ୨୦୧୭ରେ ମଣିପୁରରେ ପ୍ରଥମ ଥର ପାଇଁ ବିଜେପି ନିର୍ବାଚନ ଜିତିଥିଲା । ଏଥର ୬୦ ସିଟ ହାସଲ…

କବିତା : କଲମ

ସୌମ୍ୟରଞ୍ଜନ ଖଟୁଆ  ଅସି ନ ହୋଇ ବି ମୁନ ଯେ ତୀକ୍ଷ୍ମ ଅତି ପ୍ରଖର ଲେଖିଯାଏ କେତେ କାବ୍ୟ କବିତା ଗଦ୍ୟର ଅଳଙ୍କାର । ସୁସଜ୍ଜିତ ରୂପସୀ ସେ କାହା କଳ୍ପନା ବିଭାଗର ଲେଖିଦେଇ ପାରେ ଯନ୍ତ୍ରଣା କେତେ କୋହର  । କେତେ ଉପନ୍ୟାସ, ଗଳ୍ପ, ଏକାଙ୍କିକା ଓ କବିତା ହୋଇ ଶୋଷିତ ଦଳିତ…

ଗଳ୍ପ : ମୋ ନାନୀ ସୁପର ଓମ୍ୟାନ

ପ୍ରତିମା ଦାସ   ମୁଁ ଆଜି ଖୁସି, ଅତ୍ୟଧିକ ଖୁସି । ମୋ ନାନୀ ନୀତା ତା' ଝିଅ କଣ୍ଢେଇ ସହ ଆସିବ। ନାନୀ ସହିତ କଣ୍ଢେଇ, କଣ୍ଢେଇ ସହ କଣ୍ଢେଇର ଖାଇବା , ଅମୁଲ ଡବା ଆସିବ। ତିନିହେଁ ମୋ ପ୍ରିୟ। ଏପରି କୋମଳମତି ବୟସ କଣ ଆଉ ପାଇବାକୁ ଚାହେଁ ଯେ?  କିଛି ଖେଳକୁଦ, ଛୋଟ ଛୋଟ ଖୁସି ଛଡା? ମନ…

ଗଳ୍ପ : ୨୦୫୦ ଏକ ପ୍ରେମ କାହାଣୀ

ସୁପ୍ରିୟା ପ୍ରଶାନ୍ତ “ପ୍ରେମ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଉଦ୍ଭାବନ।” ରାଧିକା ପୁରୁଣା ଆଲବମଟିଏ ଓଲଟଉ ଓଲଟଉ କହିଲେ,“ସମାଜ ବ୍ୟବସ୍ଥାର ସ୍ଥାୟୀତ୍ୱ ପାଇଁ ଏ ଯୁଗାନ୍ତକାରୀ ଉଦ୍ଭାବନର ଆବଶ୍ୟକତା ଥିଲା। ଏ ସଂସାରରେ ସ୍ତ୍ରୀ ମଣିଷ ଆଉ ପୁରୁଷ ମଣିଷ ଭଲା କାହିଁକି ପରସ୍ପର ପାଇଁ ତିଆରି ହେବେ?…