ପଞ୍ଚୁକର ପ୍ରଥମ ଦିନ: ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର
ଆଠଗଡ: ଆଜି ହେଉଛି କାର୍ତ୍ତିକ ମାସର ପହିଲି ପଞ୍ଚୁକ । ପବିତ୍ର ବ୍ରତ ପାଳନ ପାଇଁ ଧବଳେଶ୍ଵର ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ପଞ୍ଚୁକର ପ୍ରଥମେ ଦିନରେ ଚନ୍ଦ୍ରମଉଳି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । କାର୍ତ୍ତିକ ମାସ ଧର୍ମର ମାସ ହୋଇଥିବାରୁ ଦେବ ଦେବ…