Latest Odisha News

BREAKING NEWS

ସୁବର୍ଣ୍ଣରେଖାରେ ପୁଣି ଚତୁର୍ଥ ଥର ପାଇଁ ବନ୍ୟା;୧୫୪ଗାଁ ଜଳମଗ୍ନ

ଜଳେଶ୍ୱର:ସୁବର୍ଣ୍ଣରେଖା ନଦୀରେ ପୁଣି ଚଳିତ ବର୍ଷ ଚତୁର୍ଥ ଥର ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ନଦୀର ନିମ୍ନ ଅବବାହିକା ଅଞ୍ଚଳ ଉତ୍ତର ବାଲେଶ୍ଵରର ୪ ଟି ବ୍ଲକ ଜଳେଶ୍ୱର, ଭୋଗରାଇ,ବାଲିଆପାଳ ଓ ବସ୍ତା ବ୍ଲକ୍ ନଦୀକୂଳିଆ ଗାଁଗୁଡ଼ିକରେ ବନ୍ୟା ପରିସ୍ଥିତି ଗମ୍ଭୀରହେବାରେ…

ମାଲକାନଗିରିରେ ଲଗାଣ ବର୍ଷା କମିଛି, ମାତ୍ର ରାସ୍ତା ଧୋଇଯାଇଛି; ୨୫ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ଗଭୀର ଅବପାତ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବର୍ତ୍ତମାନ ବନ୍ୟା ସ୍ଥିତିରେ କିଛିଟା ସୁଧୁରିବାରେ ଲାଗିଛି। ଜିଲ୍ଲାରେ ଲଗାଣ ବର୍ଷା କମିଛି, ମାତ୍ର ଧୋଇଯାଇଛି ରାସ୍ତା। ଭୂସ୍ଖଳନ ସହ ରାସ୍ତା ଧୋଇଯିବାରୁ ଅନେକ…

ଘୋଡ଼ାହାଡ଼ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି: ସଚେତନ ରହିବାକୁ ପରାମର୍ଶ

ଦିଗପହଣ୍ଡି: ଗଭୀର ଅବପାତ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ଏବେ ବି ସମ୍ପୂର୍ଣ୍ଣ କମିନାହିଁ। ଲ୍ୟାଣ୍ଡଫଲ୍‌ର ପ୍ରାୟ ୪୦ ଘଣ୍ଟା ପରେ ମଧ୍ୟ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗର ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ଜାରି ରହିଛି। ଦକ୍ଷିଣ ଓଡ଼ିଶାରୁ…

ବାଲିଯାତ୍ରା ପାର୍କିଂ ଷ୍ଟାଣ୍ଡ୍‌ ପାଇଁ ଟେଣ୍ଡର ଡାକରା, ଅକ୍ଟୋବର ୯ରେ ହେବ ଚୂଡ଼ାନ୍ତ

କଟକ: ରାଜ୍ୟର ପ୍ରାଚୀନ କଳା, ହସ୍ତଶିଳ୍ପ, ସଂସ୍କୃତି ଏବଂ ସାମୁଦ୍ରିକ ଐତିହ୍ୟକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ। ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ଚିହ୍ନଟ ପାର୍କିଂଷ୍ଟାଣ୍ଡ୍ ଗୁଡ଼ିକୁ…

ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ଓ ଇ-ପୋର୍ଟାଲର ଉପଯୋଗ ନେଇ ସମୀକ୍ଷା, ପୋର୍ଟାଲରେ ରହିବ ସବୁ ଜମି ଦଖଲକାରୀଙ୍କ ତଥ୍ୟ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବା ଏବଂ ଆଗକୁ ନେବା ପାଇଁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘଦିନ ଧରି ଶ୍ରୀଜଗନ୍ନାଥଙ୍କ ଜମିରେ ବସବାସ…

ନିଯୁକ୍ତି ମେଳା: ୧୧୦୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟା ଅଧୀନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି (ଶନିବାର) ୧,୧୦୧ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଆଜି ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସ୍ଥିତ…

ହୀରାକୁଦ ଜଳଭଣ୍ଡାର ଆଉ ୫ଟି ସ୍ଲୁଇସ୍‌ ଗେଟ୍ ଖୋଲିଲା, ୧୩ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର: ଗଭୀର ଅବପାତ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ଏବେ ବି ସମ୍ପୂର୍ଣ୍ଣ କମିନାହିଁ। ଲ୍ୟାଣ୍ଡଫଲ୍‌ର ପ୍ରାୟ ୪୦ ଘଣ୍ଟା ପରେ ମଧ୍ୟ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗର ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ଜାରି ରହିଛି। ଦକ୍ଷିଣ ଓଡ଼ିଶାରୁ…

ଉତ୍ତର ଓଡିଶାରେ ପୁଣି ବନ୍ୟାସ୍ଥିତି, ପାଣି ଘେରରେ ତଳିଆ ଅଞ୍ଚଳ

ବାଲେଶ୍ୱର: ଉତ୍ତର ଓଡିଶାରେ ପୁଣି ବନ୍ୟା ବିପଦ। ବାଲେଶ୍ୱରରେ ସଙ୍ଗିନ ହେଉଛି ବନ୍ୟା ସ୍ଥିତି। ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ନଦୀ ଖୋଲିବା ପରେ ତଳିଆ ଅଞ୍ଚଳ ଜଳମଗ୍ନ। ଜଳକା ଏ ବର୍ଷ ଷଷ୍ଠ ଥର ପାଇଁ ଆସିଛି ବନ୍ୟା। ଲଗାଣ ବର୍ଷା ଯେମିତି ଜିଲ୍ଲାର ଜନଜୀବନକୁ ଦୁର୍ବିସହ କରିଦେଇଛି।…

Plane Crash: ନିଆଁ ପିଣ୍ଡୁଳା ପାଲଟିଲା ବିମାନ! ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି, ଜଳି ପାଉଁଶ ହୋଇଗଲେ ସମସ୍ତେ!

ନୂଆଦିଲ୍ଲୀ: କଙ୍ଗୋରେ ଘଟିଛି ଭୟଙ୍କର ବିମାନ ଦୁର୍ଘଟଣା। ଉଡ଼ାଣ ସମୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ନିଆଁ ପିଣ୍ଡୁଳା ପାଲଟିଥିବା ବିମାନରେ ଥିବା ସମସ୍ତଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ କଙ୍ଗୋ ସେନାର ଦୁଇଜଣ ବରିଷ୍ଠ ଜେନେରାଲଙ୍କ ସମେତ…

Sprout chana chaat: ସକାଳ ଜଳଖିଆରେ ଖାଆନ୍ତୁ ସ୍ପ୍ରାଉଟ୍ସ-ଚଣା ଚାଟ୍, ଚଟପଟା ସ୍ୱାଦ ସହ ମିଳିବ ଭରପୂର ପ୍ରୋଟିନ୍‌…

ଭୁବନେଶ୍ବର: ସକାଳର ଜଳଖିଆ ଦିନର ପ୍ରଥମ ଖାଦ୍ୟ ହୋଇଥିବାରୁ ଏହାକୁ ପୁଷ୍ଟିକର ରଖିବା ଜରୁରୀ। ପ୍ରୋଟିନ୍‌ଯୁକ୍ତ ଜଳଖିଆ ଖୋଜୁଥିଲେ ସ୍ପ୍ରାଉଟ୍ସ ଓ ଚଣାରେ ପ୍ରସ୍ତୁତ ଚାଟ୍ ଏକ ସହଜ ବିକଳ୍ପ ହୋଇପାରେ। ସାଧାରଣ ଭାବେ ସିଝାଇ ଖାଇବା ବଦଳରେ ଏଥିରେ କିଛି ଦେଶୀ ମସଲା, ଚଟଣି ଓ ଲେମ୍ବୁ ମିଶାଇଲେ…