ରତ୍ନଭଣ୍ଡାର ସ୍ଥାନାନ୍ତର ପରେ ଗଣତିମଣତି, ଧାଡି ଦର୍ଶନର ହେବ ଟ୍ରାଏଲ୍ ରନ୍: ଆଇନମନ୍ତ୍ରୀ
ଭୁବନେଶ୍ବର: ରତ୍ନଭଣ୍ଡାର ସ୍ଥାନାନ୍ତର ପରେ ହେବ ଗଣତିପଣତି। ଗତକାଲି ରତ୍ନଭଣ୍ଡାର ସବ୍ କମିଟି ବୈଠକ ବସିଥିଲା। କମିଟି ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଛି ଯେ, ସେପ୍ଟେମ୍ବର ୨୩ରେ ରତ୍ନଭଣ୍ଡାରର ସିନ୍ଧୁକକୁ ରତ୍ନଭଣ୍ଡାର ଭିତରକୁ ସ୍ଥାନାନ୍ତର କରାଯିବ। ନ ହେଲେ ୨୪ ତାରିଖରେ ହେବ।
ଥରେ…