ଦିବଙ୍ଗତ ସଦସ୍ୟଙ୍କ ସମ୍ମାନାର୍ଥେ ଆସନ୍ତକାଲି ଯାଏ ବିଧାନସଭା ମୁଲତବି
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାର ଦିନ ଆରମ୍ଭ ହୋଇଥିବା ବେଳେ ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଏବଂ ପାଞ୍ଚ ଜଣ ପୂର୍ବତନ ଦିବଙ୍ଗତ ସଦସ୍ୟଙ୍କ ପାଇଁ ଶୋକସଭା ପରେ ଦିନକ ଲାଗି ଗୃହକୁ ସ୍ଥଗିତ ରଖାଯାଇଛି।
ବରିଷ୍ଠ ବିଜେଡି ନେତା ତଥା ନୂଆପଡ଼ା ବିଧାୟକ ଢୋଲକିଆ…