Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ରାୟ ଶୁଣି ଏତେ ଖୁସି ହୋଇଗଲେ ଯେ ରାହୁଲଙ୍କୁ ‘ସ୍ୱର୍ଗୀୟ’ କହିଦେଲେ

ନୂଆଦିଲ୍ଲୀ:ଏତେ ଖୁସି ଭଲ ନୁହେଁ । ଖୁସିରେ ଏତେ ଝୁମିଲେ ଯେ କିଏ ମୃତ କିଏ ଜୀବିତ ଭୁଲିଗଲେ । ଶେଷରେ ଯାହା ପାଇଁ ନାଚୁଥିଲେ ତାଙ୍କୁ ଅର୍ଥାତ ରାହୁଲ ଗାନ୍ଧୀଙ୍କୁ ସ୍ୱର୍ଗୀୟ ବୋଲି କହିଦେଲେ  । ହଁ, ଆମେ କହୁଛୁ କଂଗ୍ରେସ ନେତାଙ୍କ କଥା । ଗତକାଲି ରାହୁଲ ଗାନ୍ଧୀଙ୍କ ସଜା ଉପରେ ସୁପ୍ରିମ…

ଏପରି କୂଅ, ଯେଉଁଠୁ ବାହାରେ ଭିନ୍ନ ଭିନ୍ନ ସ୍ଵାଦର ପାଣି

ଓଡ଼ିଶା ସମ୍ବାଦ ବ୍ୟୁରୋ: କୁହନ୍ତି କୂଅ ପାଣି ଶିତଳ । ସମ୍ପ୍ରତି ସହରଗୁଡିକରେ କୂଅ ପାଣିର ବ୍ୟବହାର ବିଲୁପ୍ତ ହୋଇ ଆସିଲାଣି। ମାତ୍ର ଦୁର୍ଗମ ଗ୍ରାମାଞ୍ଚଳରେ ଆଜି ମଧ୍ୟ ଲୋକମାନେ ରାନ୍ଧିବା, ପିଇବା ଏବଂ ବିଭିନ୍ନ କାର୍ଯ୍ୟ ପାଇଁ କୂଅ ପାଣିର ବହୁଳ ବ୍ୟବହାର କରନ୍ତି। ଧାର୍ମିକ ସ୍ଥାନରେ କୂଅ…

ଚନ୍ଦ୍ରମୂଖୀ ୨ରେ କଙ୍ଗନାଙ୍କ ଲୁକ ଜାରୀ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଏବେ ବହୁ ଚର୍ଚ୍ଚିତ ହରର କମେଡି ଚନ୍ଦ୍ରମୂଖୀ ୨ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଶନିବାର ଏହି ଫିଲ୍ମର କଙ୍ଗନାଙ୍କ ପ୍ରଥମ ଲୁକ ଜାରୀ କରାଯାଇଛି । ଯାହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଏହା ପୂର୍ବରୁ ରାଘବ ଲରେନ୍ସଙ୍କ ଫାଷ୍ଟ ଲୁକ ଜାରୀ…

ରାଜ୍ୟପାଳଙ୍କ ଘୋଷଣା: ଦର ନ କମିବା ଯାଏ ରାଜଭବନରେ ପଶିବନି ଟମାଟୋ

ଚଣ୍ଡିଗଡ:କେବଳ ଓଡ଼ିଶା ନୁହେଁ, ଦେଶରେ ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଉଛି ଟମାଟୋ ଦର । ଯାହାକି ବର୍ତ୍ତମାନ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ପଞ୍ଜାବ ଚଣ୍ଡିଗଡ ମାର୍କେଟରେ କିଲୋ ପ୍ରତି ୨୫୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ଉଚ୍ଚ ଦର ଯୋଗୁଁ ଲୋକଙ୍କ ହାଣ୍ଡିଶାଳରୁ…

ଇସ୍ତଫା ଦେଲେ ବମ୍ବେ ହାଇକୋର୍ଟ ବିଚାରପତି ରୋହିତ ଦେଓ, କହିଲେ ମୋ ଆତ୍ମସମ୍ମାନ ବିରୋଧରେ କାମ କରି ପାରିବିନି

ମୁମ୍ଵାଇ; ଇସ୍ତଫା ଦେଲେ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ରୋହିତ ଦେଓ। ଗତକାଲି ସେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। ନାଗପୁର ବେଞ୍ଚର ଜଷ୍ଟିସ ରୋହିତ କୋର୍ଟରେ ଅନେକ ଆଇନଜୀବୀଙ୍କ ଉପସ୍ଥିତିରେ ଏହି ଘୋଷଣା କରିଥିଲେ । କୋର୍ଟ ପରିସରରେ ଉପସ୍ଥିତ ଜଣେ ଆଇନଜୀବୀଙ୍କ ଅନୁଯାୟୀ ଜଷ୍ଟିସ…

ଦୁଇ ଏନଏଚ ପ୍ରକଳ୍ପର ଉଦ୍‌ଘାଟନ କଲେ ଅମିତ ଶାହ-ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଲୋକସେବା ଭବନରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଆୟାେଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କାମାକ୍ଷାନଗର-ଡୁବୁରୀ ୪ ଲେନ୍‌ ଏନ୍‌ଏଚ୍‌ର ଲୋକାର୍ପଣ କରି କେନ୍ଦ୍ର ମନ୍ତ୍ରୀ ଶାହ  ଏବଂମୁଖ୍ୟମନ୍ତ୍ରୀ…

୧୬ ମାସରେ ପ୍ରସବ ପାଇଁ ଆସିଥିବା ୮୦ ଗର୍ଭବତୀ HIV ପଜିଟିଭ ଚିହ୍ନଟ: ତଦନ୍ତ ନିର୍ଦ୍ଦେଶ

ମିରଟ: ଉତ୍ତରପ୍ରଦେଶର ମିରଟରେ ଥିବା ଲାଲା ଲଜପତ ରାୟ ହସ୍ପିଟାଲରେ ଗତ ୧୬ମାସରେ ୮୦ରୁ ଅଧିକ ମହିଳା ଏଚଆଇଭିରେ ଆକ୍ରାନ୍ତ ଥିବା ଜଣା ପଡ଼ିଛି । ଯାହା ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଗତକାଲି ସ୍ଵାସ୍ଥ୍ୟ ବିଭାଗର ଅଧିକାରିମାନେ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ସ୍ଥିତି ଉପରେ…

ଆଜି ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୩

ବେଙ୍ଗାଲୁରୁ : ଚନ୍ଦ୍ର କକ୍ଷ ପଥ ମୁହାଁ ଏବେ ଚନ୍ଦ୍ରଯାନ-୩ । ଆଜି ଏହା ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ । ଏ ନେଇ ଇସ୍ରୋ ପକ୍ଷରୁ ସୂଚନା ମିଳିଛି । ଆଜି ସନ୍ଧ୍ୟା ୭ଟାରେ ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ  । ଅଗଷ୍ଟ ୨୩ ତାରିଖରେ ଏହା ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ବୋଲି…

ଭାରତର ସର୍ବାଧିକ ବେତନ ପ୍ରାପ୍ତ ଚାକିରି, ଜାଣନ୍ତୁ ବେତନ ରାଶି ସମ୍ବନ୍ଧରେ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେ ସମସ୍ତେ ନିଜ ସ୍ୱପ୍ନ ପାଇଁ ସ୍କୁଲ-କଲେଜରୁ କଠିନ ପରିଶ୍ରମ କରୁ । ପରିଶ୍ରମର ଶେଷ ବିନ୍ଦୁ ହେଉଛି କାର୍ଯ୍ୟରେ ସନ୍ତୁଷ୍ଟ, ଦରମା ଦ୍ୱାରା ସଫଳତା ମାପିବା । ତେବେ ଆଜି ଆମେ ଆପଣଙ୍କୁ ଭାରତର ସର୍ବାଧିକ ଦରମା ମିଳୁଥିବା ଚାକିରୀ ବିଷୟରେ କହୁଛୁ । ଯେଉଁ…

ନୁହରେ ହିଂସା ପରେ ପୁଣି ଗର୍ଜିଲା ବୁଲଡୋଜର: ହଟାଗଲା ଜବରଦଖଲ, ଭଙ୍ଗାଗଲା ଦୋକାନ

ନୁହ: ନୁହରେ ହିଂସା ପରେ ପୁଣି ଗର୍ଜିଲା ବୁଲଡୋଜର ।  ହଟାଗଲା ଜବରଦଖଲ, ଭଙ୍ଗାଗଲା ଦୋକାନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୁଣି ବୁଲୁଛି ଜବରଦଖଲ ଇଲକାରେ  ବୁଲଡୋଜର । ଶନିବାର ଏଠାରେ ଏସଏଚକେଏମ ସରକାର ମେଡିକାଲ କେଲଜ ନିକଟରେ ଥିବା ବେଆଇନ ଦୋକାନକୁ ଭାଙ୍ଗୁଛି । ଏଥିସହିତ ଜବରଦଖଲ…