ବରଯାତ୍ରୀ ପ୍ରୋସେସନରେ ସାପ ଧରି ନାଗିନ ଡାନ୍ସ…
ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମରା ବ୍ଲକ ଅନ୍ତର୍ଗତ ଛେଡକା ଗ୍ରାମରେ ଏକ ବିବାହ ଶୋଭାଯାତ୍ରାରେ ତିନୋଟି ଜୀବନ୍ତ ନାଗ ପ୍ରଦର୍ଶନକୁ ନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ବରଯାତ୍ରୀ ପ୍ରୋସେସନ ସମୟରେ ପ୍ରଦର୍ଶିତ ନାଗଗୁଡ଼ିକୁ ପରେ ଉଦ୍ଧାର…