ସୁନସୁନିଆ ଶାଗ ଖାଇଲେ ବଢେ ଦୃଷ୍ଟିଶକ୍ତି !
ଭୁବନେଶ୍ବର:ଓଡିଆ ଲୋକଙ୍କୁ ଶାଗ ଭାରି ପ୍ରିୟ । ଏଥିସହ ଡାକ୍ତର ମଧ୍ୟ ଶାଗ ଖାଇବାକୁ ପରାମର୍ଶ ଦେଇଥାନ୍ତି । ତେବେ ଅତି ସାଧାରଣ ଲାଗୁଥିବା ଛୋଟଛୋଟ ସୁନସୁନିଆ ଶାଗ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏହା ପୋଷକତତ୍ତ୍ବରେ ଭରପୂର ଅଟେ ।
ସୁନସୁନିଆ ଶାଗ ଖାଇଲେ ଶରୀରକୁ ବିଟାମିନ ବି ୧୨ ମିଳେ…