Latest Odisha News

BREAKING NEWS

ବରୁଣ, କୂଲଦୀପଙ୍କ ସ୍ପିନରେ ଘାଇଲା ହେଲା ନ୍ୟୁଜିଲାଣ୍ଡ

ଦୁବାଇ: ଚଳିତ ଚାମ୍ପିୟନ ଟ୍ରଫି କ୍ରିକେଟ ଫାଇନାଲରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୨୫୨ ରନର ବିଜୟ ଲକ୍ଷ୍ୟ ରଖିଛି । ବରୁଣ ଚକ୍ରବର୍ତି ଓ କୂଲଦୀପ ଯାଦବଙ୍କ ଚମତ୍କାର ବୋଲିଂ ଯୋଗୁ ନ୍ୟୁଜିଲାଣ୍ଡ ୫୦ ଓଭରରେ ୭ ୱିକେଟ ହରାଥଇ ୨୫୧ ରନ କରିବାକୁ ସକ୍ଷମ ହୋଇଥିଲା । ଉଭୟ…

ମହିଳାଙ୍କ ପାଇଁ କେତେ ସୁରକ୍ଷିତ ଗର୍ଭ ନିରୋଧକ ବଟିକା?

ନୂଆଦିଲ୍ଲୀ: ଏବେ ମହିଳାଙ୍କ ମଧ୍ୟରେ ଗର୍ଭ ନିରୋଧକ ବଟିକା ଖାଇବା ସାଧାରଣ ହୋଇଗଲାଣି । ଅନାବଶ୍ୟକ ଗର୍ଭଧାରଣକୁ ଏଡାଇବା ପାଇଁ ସବୁଠାରୁ ସହଜ ଉପାୟ ଭାବେ ଏହାକୁ ଏବେ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ହେଲେ ମହିଳାଙ୍କ ପାଇଁ କେତେ ସୁରକ୍ଷିତ ଏହି ଗର୍ଭ ନିରୋଧକ ବଟିକା? ଆସନ୍ତୁ…

ଯୁବରାଜ, ସଙ୍ଗକାରା, ଜୟବର୍ଦ୍ଧନେଙ୍କୁ ପଛରେ ପକାଇଲେ କୋହଲି, ରୋହିତ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ୨୦୨୫ର ଫାଇନାଲ ଖେଳିବା ପାଇଁ ପଡିଆରେ ପାଦ ଦେବା ମାତ୍ରେ ଭାରତର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଏକ ବଡ କୀର୍ତିମାନ ସ୍ଥାପନ କରିଛନ୍ତି । ସେମାନେ ସର୍ବାଧିକ ଥର ଆଇସିସି ଟ୍ରଫିର ଫାଇନାଲ ଖେଳିବାରେ ରେକର୍ଡ କରିଛନ୍ତି । ରୋହିତ ଓ…

କୁଳଭୂଷଣ ଯାଦବଙ୍କୁ ଅପହରଣ କରିଥିବା ମୁଫତିକୁ ଗୁଳି କରି ହତ୍ୟା

ଇସଲାମାବାଦ: ଇରାନରୁ ନୌସେନାର ପୂର୍ବତନ କର୍ମଚାରୀ କୁଳଭୂଷଣ ଯାଦବଙ୍କୁ ଅପହରଣ କରିଥିବା ମୁଫତି ଶାହ ମୀରକୁ ହତ୍ୟା କରାଯାଇଛି । ଆକ୍ରମଣକାରୀମାନେ ତାକୁ ବହୁତ ନିକଟରୁ ଅନେକ ଥର ଗୁଳି କରିଥିଲେ । ଏହା ପରେ, ଶାହ ମୀରକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ତାକୁ ମୃତ ଘୋଷଣା…

ଅଣ୍ଡା ଖାଇଲେ ବଢେ କ୍ୟାନସରର ଆଶଙ୍କା!

ଭୁବନେଶ୍ବର: ପିଲାଟି ବେଳୁ ଆମେ ଗୋଟିଏ ବିଜ୍ଞାପନ ଦେଖି ବଡ ହୋଇଛେ । ତାହା ହେଲା, ‘ସଣ୍ଡେ ହୋ ୟା ମଣ୍ଡେ, ରୋଜ ଖାଓ ଅଣ୍ଡେ’- ଅର୍ଥାତ୍ ରବିବାର ହେଉକି ସୋମବାର ଏବେ ପ୍ରତିଦିନ ଅଣ୍ଡା ଖାଇବା ଉଚିତ୍ । ଏଥିପାଇଁ ସରକାରୀ ସ୍କୁଲରେ ମଧ୍ୟ ପିଲାଙ୍କୁ ସପ୍ତାହକୁ ଦୁଇଥର ଅଣ୍ଡା ମଧ୍ୟ ଦିଆଯାଏ…

‘ଗଙ୍ଗାର ପାଣି ସଫା ନୁହଁ, ମୁଁ ତାକୁ କେବେ ଛୁଇଁପାରିବିନି’

ପୁନେ: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍ ) ମୁଖ୍ୟ ରାଜ ଠାକରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ସଦ୍ୟ ସମାପ୍ତ ମହାକୁମ୍ଭ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ପୁନେର ପିମ୍ପରି ଚିଞ୍ଚୱାଡରେ ଏମଏନଏସର ୧୯ତମ ପ୍ରତିଷ୍ଠା ଦିବସରେ କର୍ମୀମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ,…

ନାଲି, ନୀଳ, ହଳଦିଆ: ଏମିତି ଘରେ ବନାନ୍ତୁ ହର୍ବାଲ୍ ରଙ୍ଗ

ଭୁବନେଶ୍ଵର: ଆସୁଛି ରଙ୍ଗର ପର୍ବ ହୋଲି । ରଙ୍ଗ ଖେଳିବା ଲାଗି ସବୁଠି ଉତ୍ସବର ମାହୋଲ । ଚଳଚଞ୍ଚଳ ହେଲାଣି ହାଟ ବଜାର । ପିଲା ହୁଅନ୍ତୁ କିମ୍ବା ବୟସ୍କ ହୁଅନ୍ତୁ, ହୋଲିର ଏକ ଭିନ୍ନ ଉତ୍ସାହ ସମସ୍ତଙ୍କଠାରେ ଦେଖାଯାଏ l କିନ୍ତୁ ଆଜିକାଲି ବଜାରରେ ରାସାୟନିକ ହୋଲି ସମସ୍ତ ମଜା ନଷ୍ଟ କରେ l…

ବିଦେଶରେ ବଢୁଛି ହିନ୍ଦୁ ବିରୋଧ ସ୍ବର!: ତୀବ୍ର ବିରୋଧ କଲା ଭାରତ

ନୂଆଦିଲ୍ଲୀ: ପୁଣି ଥରେ ବିଦେଶରେ ହିନ୍ଦୁ ମନ୍ଦିର ଉପରକୁ ଆକ୍ରମଣ ହୋଇଛି । ଆମେରିକାର କାର୍ଲିଫର୍ଣ୍ଣିଆରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି । କାଲିଫର୍ଣ୍ଣିଆର ଚିନୋ ହିଲ୍ସରେ ହିନ୍ଦୁ ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ଦେଖାଯାଇଥିଲା । ଯେଉଁଠାରେ ଏକ ମନ୍ଦିରକୁ ଟାର୍ଗେଟ…

ପ୍ରଚଣ୍ଡ ରୌଦ୍ର ତାପ: ଏହି ୬ ଜିଲ୍ଲାକୁ ସତର୍କ ଜାରି….

ଭୁବନେଶ୍ବର: ଜଳିବ ଓଡିଶା । ଆହୁରି ୩ ଡିଗ୍ରୀରୁ ୫ ଡିଗ୍ରୀ ବଢିବ ତାପମାତ୍ରା । ପ୍ରଚଣ୍ଡ ରୌଦ୍ର ତାପ ନେଇ ସତର୍କ କରାଇଲା ଏସଆରସିଙ୍କ ଅଫିସ୍‌ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ସମ୍ଭାବନା ରହିଛି । ଏଥିପାଇଁ ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ…

ଏଥର ହୋଲିରେ ଘରେ କରନ୍ତୁ ସୁସ୍ଵାଦୁ ଜିଲାପି…

ଭୁବନେଶ୍ଵର: ପାଖେଇ ଆସିଲାଣି ହୋଲି । ଘରେ ଘରେ ବାସିବ ପିଠା ମିଠାର ବାସ୍ନା । ଭଳିକି ଭଳି ପିଠା ମିଠାରେ ପୁରି ଉଠିବ ଗାଁ ଦାଣ୍ଡ । ଗାଁ ଦାଣ୍ଡରେ ଭୋଗ ଖାଇବେ ଦୋଳ ଗୋବିନ୍ଦ । ରଙ୍ଗର ଉତ୍ସବକୁ ଆହୁରି ସ୍ଵାଦ ଯୁକ୍ତ କରିବାକୁ ଏଥର ଘରେ ବନାନ୍ତୁ ଏହି ସ୍ଵାଦିଷ୍ଟ ଜିଲାପି । ଦେଖିବାକୁ ଯେମିତି…