କୁଚିଣ୍ଡା ବିଡିଓଙ୍କ ଗାଡି ଧକ୍କାରେ ଚାଲିଗଲା ଶିକ୍ଷକଙ୍କ ଜୀବନ
ସମ୍ବଲପୁର: ଆଜି(ମଙ୍ଗଳବାର) ବ୍ଲକ ଉନ୍ନୟନ ଅଧିକାରୀଙ୍କ ବଲୋରୋ ଧକ୍କାରେ ଜଣେ ସ୍କୁଟି ଆରାହେୀଙ୍କର ମୃତ୍ୟୁ । କୁଚିଣ୍ଡା ଥାନା ଅଧୀନ ମନ୍ତ୍ରୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ସ୍କୁଟିର ସମ୍ମୁଖ ଭାଗ ଚୁରମାର ହୋଇଯାଇଥିଲା। ଘଟଣାସ୍ଥଳରୁ ଶଙ୍କରମୁଣ୍ଡାଙ୍କୁ…