ଆଜି ଅନ୍ତର୍ଜାତୀୟ ମହିଳା ଦିବସ: ଏଇଠି କେତେ ସ୍ବାଧୀନ ମୁସଲିମ ମହିଳା?
ନୂଆଦିଲ୍ଲୀ: ମହିଳାମାନଙ୍କ ଅଧିକାରକୁ ନେଇ ବିଶ୍ବର ବିଭିନ୍ନ ସ୍ଥାନମାନଙ୍କରେ ଭିନ୍ନତା ଦେଖାଯାଏ। ମହିଳାମାନଙ୍କୁ ସାମାଜିକ, ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ସଶକ୍ତ କରିବା ଦିଗରେ ପାଳନ କରାଯାଏ 'ବିଶ୍ବ ମହିଳା ଦିବସ'।
ମହିଳାଙ୍କ ଅଧିକାରକୁ ନେଇ ସମାଜରେ ସୃଷ୍ଟି ହୋଇଛି ସଚେତନତା। କିଛି…