ଆଜି-କାଲି କମ୍ ରହିବ ତାପମାତ୍ରା, ୮ରୁ ପୁଣି ବଢ଼ିବ ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ତାତିରୁ ସାମାନ୍ୟ ଆଶ୍ବସ୍ତି। ଆଜି ଓ କାଲି କମ୍ ରହିବ ଖରା ପ୍ରକୋପ। ଆସନ୍ତା ତିନି ଦିନ ଯାଏ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି। ଏହାପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ। କିନ୍ତୁ ରାତି ତାପମାତ୍ରା ଅପରିବର୍ତ୍ତିତ ରହିବ। ଆସନ୍ତା ୮ରୁ ପୁଣି ବଢ଼ିବ…