ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ କଥାଶିଳ୍ପୀ ନବକିଶୋର ରାଜ
କଟକ: ସୁବିଦିତ କଥାଶିଳ୍ପୀ ତଥା ଅନୁବାଦକ ନବକିଶୋର ରାଜଙ୍କ ପରଲୋକ ଘଟିଛି । ଫେବୃଆରୀ ୧୩ ତାରିଖ ରାତି ୯ଟା ୩୦ ମିନିଟ୍ ସମୟରେ କଟକ ଠାରେ ତାଙ୍କର ଦେହାନ୍ତ ହୋଇଥିବାବେଳେ, ଆଜି ସନ୍ଧ୍ୟାରେ ପୁରୀର ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ…