Latest Odisha News

BREAKING NEWS

ବିଦେଶରୁ ଚାକିରି ପାଇଁ ଆସୁଛି କି ଅଫର ? ସାବଧାନ !

ଭୁବନେଶ୍ବର : ଆତଙ୍କ ସୃଷ୍ଟି କରିଛନ୍ତି ସାଇବର ଲୁଟେରା। ଆଖି ପିଛୁଳାକେ ଖାଲି କରିଦେଉଛନ୍ତି ବ୍ଯାଙ୍କ ଆକାଉଣ୍ଟ। ସେହିପରି ସାଂଘାତିକ ହେଲାଣି ଡିଜିଟାଲ ଆରେଷ୍ଟ। ପୋଲିସ, ଇଡି, ସିବିଆଇ ଅଧିକାରୀ କହି ଲୁଟ କରୁଛନ୍ତି ସାଇବର ଅପରାଧୀ । ଆଜି ଆମେ ଆପଣଙ୍କୁ କହିବୁ ଡିଜିଟାଲ ଆରେଷ୍ଟ କ'ଣ ,…

ଓଡ଼ିଶାରେ ରେଳ ଭିତ୍ତିଭୂମିର ହେବ ଆହୁରି ବିକାଶ; ୭୩,୭୨୩ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ଆଗାମୀ ଦିନ ଗୁଡିକରେ ଓଡ଼ିଶାରେ ରେଳ ଭିତ୍ତିଭୂମିର ଆହୁରି ବିକାଶ ହେବ । ସେନେଇ ରାଜ୍ୟରେ ରେଳ ବିକାଶ ପାଇଁ ର ୭୩,୭୨୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ଏହି ରାଶି ମଧ୍ୟରେ ରାଜ୍ୟରେ ପ୍ରସ୍ତାବିତ ରେଳପ୍ରକଳ୍ପର ଉନ୍ନୟନମୂଳକ କାର୍ଯ୍ୟ କରାଯିବ । ଏନେଇ ସୋସିଆଲ…

ମନ୍ତ୍ରୀଙ୍କ ଉପରେ କାଦୁଅ ଫିଙ୍ଗିଲେ ଜନତା, ଭିଡିଓ ଭାଇରାଲ

ଚେନ୍ନାଇ: ବାତ୍ଯା ଯୋଗୁଁ ତାମିଲନାଡୁର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ଏହାରି ମଧ୍ଯରେ ତାମିଲନାଡୁର ଜଙ୍ଗଲ ମନ୍ତ୍ରୀ କେ ପୋନମୁଡି ଭିଲୁପୁରମ୍ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। କିନ୍ତୁ ଏଠାରେ ଉତ୍ତେଜିତ ଲୋକମାନେ ସରକାରଙ୍କ ଉପରେ ବର୍ଷିବା ସହ…

ତାଜମହଲକୁ ବୋମାରେ ଉଡାଇଦେବାକୁ ଧମକ

ନୂଆଦିଲ୍ଲୀ: ତାଜମହଲକୁ ବୋମାରେ ଉଡାଇଦେବାକୁ ଧମକ। ଆଗ୍ରାରେ ଥିବା ଐତିହାସିକ ତାଜମହଲକୁ ମଙ୍ଗଳବାର ଇମେଲ୍‌ ମାଧ୍ୟମରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ସ୍କୁଲ, ଏୟାରପୋର୍ଟ ପରେ ଏବେ ବିଶ୍ବ ଐତିହ୍ୟସ୍ଥଳକୁ ଉଡାଇବା ଧମକ  ଆସିଛି। ଧମକ ପରେ ଏହା ଏକ ପ୍ରକାର ଚାଞ୍ଚଲ୍ୟ ସୃଷ୍ଟି…

ଘରେ ବନାନ୍ତୁ ଏହି ୪ ଜୈବିକ ଖତ, ଗଛରେ ଭରି ଯିବ ଫୁଲଫଳ

ଭୁବନେଶ୍ବର: ନିଜର ଘର ବାଡିରେ ଫୁଲ,ଫଳ ଓ ପନିପରିବା ଗଛ ଲଗାଇବାକୁ ସମସ୍ତଙ୍କୁ ଭଲ ଲାଗେ । ବଗିଚାଟି ଦେଖିବାକୁ ସୁନ୍ଦର ଲାଗେ ଏଥିସହ ଘରର ଖର୍ଚ୍ଚ ମଧ୍ୟ ଟିକେ ବଞ୍ଚିଯାଏ ଓ ରାସାୟନିକ ସାର ଦିଆ ପନିପରିବା ଫଳ ଠାରୁ ବି କିଛି ମାତ୍ରାରେ ଦୂରେଇ ରହି ହୁଏ । ତେବେ ଆପଣ ବି ନିଜର ବଗିଚାରେ ଜୈବିକ…

ଅବସର ପୋଷ୍ଟ ଉପରେ ମୁହଁ ଖୋଲିଲେ ବିକ୍ରାନ୍ତ, କହିଲେ ମୋ ପୋଷ୍ଟକୁ ଭୁଲ୍…

ମୁମ୍ବାଇ: ବିକ୍ରାନ୍ତ ମେସି ନିକଟରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅଭିନୟ ଜଗତରୁ ଅବସର ନେବା ନେଇ ଘୋଷଣା କରିଥିଲେ । ସେ ଏବେ ତେଙ୍କ ୨୪ ଘଣ୍ଟା ପୁରୁଣା ପୋଷ୍ଟ ବିଷୟରେ କହିଛନ୍ତି । ତାଙ୍କର ଚଳଚ୍ଚିତ୍ର 'ସାବରମତି ରିପୋର୍ଟ'ର ସଫଳତାକୁ ଉପଭୋଗ କରୁଥିବା ବିକ୍ରାନ୍ତ ମେସି ଡିସେମ୍ବର ୨…

ବ୍ରେଟ ଲୀଙ୍କ ସର୍ବକାଳୀନ ଶ୍ରେଷ୍ଠ ୪ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଏହି ଭାରତୀୟ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ପୂର୍ବତନ ମହାନ ବୋଲର ବ୍ରେଟ ଲୀ ପସନ୍ଦର ସର୍ବକାଳୀନ ଶ୍ରେଷ୍ଠ ୪ ଜଣ ଖେଳାଳିଙ୍କ ନାମ ପ୍ରକାଶ କରିଛନ୍ତି । ଏଥିରେ ଜଣେ ଭାରତୀୟଙ୍କ ନାମ ରହିଛି । ଲୀ ତାଙ୍କ ପସନ୍ଦର ଶୀର୍ଷରେ ଦକ୍ଷିଣ ଆଫ୍ରିକାର ପେସ ବୋଲର ଆଲାନ ଡୋନାଲ୍ଡୋ ରଖିଛନ୍ତି । ଡେନିସ ଲିଲିଙ୍କୁ…

ଭାରତୀୟ ନୌସେନା ଦିବସ: ବାଲୁକା କଳାରେ ନୌସେନାର ଗାଥା ପ୍ରଦର୍ଶନ କଲେ ବାଲୁକା ଶିଳ୍ପୀ ମାନସ ସାହୁ

ପୁରୀ: ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବ 'ଭାରତୀୟ ନୌସେନା ଦିବସ' ର ଭବ୍ୟ ଉତ୍ସବ । ଏହି ଉପଲକ୍ଷେ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ବାଲୁକା କଳାରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଭାରତୀୟ ନୌସେନାର ଗାଥା ବାଲୁକା କଳା ମାଧ୍ୟ୍ୟମରେ ପ୍ରଦର୍ଶିତ କରିଛନ୍ତି । ସେ…

ଡବ୍ଲ୍ୟୁଟିସି: ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଦଣ୍ଡିତ ହେବା ପରେ ଫାଇଦାରେ ଭାରତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଦିବାରାତ୍ର ଟେଷ୍ଟ ପୂର୍ବରୁ ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଇଂଲଣ୍ଡ-ନ୍ୟୁଜିଲାଣ୍ଡ ପ୍ରଥମ କ୍ରିକେଟ ଟେଷ୍ଟରେ ଧୀମା ବୋଲିଂ ହାର ନେଇ ଉଭୟ ଟିମ ଆଇସିସି ଦ୍ୱାରା ଦଣ୍ଡିତ ହୋଇଛନ୍ତି । ଯାହା ଫଳରେ ଭାରତର ଫାଇନାଲ ପ୍ରବେଶ…

ରାମ ମନ୍ଦିର ପରିକ୍ରମା ପଥରେ ୬ ଦେବାଦେବୀଙ୍କ ଦର୍ଶନ କରିବେ ଭକ୍ତ, ଜାନୁଆରୀ ସୁଦ୍ଧା ମନ୍ଦିର ନିର୍ମାଣ ହେବ ଶେଷ 

ଅଯୋଧ୍ୟା: ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ବଡ ଖବର । ରାମ ମନ୍ଦିର ଦର୍ଶନ କରିବାକୁ ଯାଉଥିବା ଭକ୍ତମାନେ ଏବେ ପରିକ୍ରମା ପଥରେ ୬ ଦେବାଦେବୀଙ୍କ ଦର୍ଶନ କରି ପାରିବେ । ମନ୍ଦିରର ୮୦୦ମି. ପରିଧିରେ ଶ୍ରୀ ଗଣେଷ, ମହାଦେବ, ହନୁମାନ, ସୂର୍ଯ୍ୟ , ମା ଦୁର୍ଗା ଓ ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ନିର୍ମାଣ…