Latest Odisha News

BREAKING NEWS

ସ୍ଵାସ୍ଥ୍ୟପାଇଁ ରାମବାଣ ସପୁରୀ ଜୁସ୍, ଇମ୍ୟୁନିଟୀ ବଢ଼ାଇବାର ଉତ୍ତମ ଉତ୍ସ

ଭୁବନେଶ୍ଵର: ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ । ବିଶେଷ କରି ଅତ୍ୟଧିକ ଗରମ ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ବହୁତ ଆବଶ୍ୟକ । ଏହିପରି ପରିସ୍ଥିତିରେ ସାଧାରଣତଃ ଶରୀରରେ ଜଳୀୟ ଅଂଶ କମ୍ ରହିଥାଏ । ଆଉ ଶରୀରରେ ଏହି ଜଳୀୟ ଅଂଶର ମାତ୍ରା ଠିକ୍ ରଖିବାପାଇଁ ରାମବାଣ ସଦୃଶ୍ୟ ହୋଇଥାଏ…

ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ ଭାଇ ଗିରଫ

ଲକ୍ଷ୍ନୌ: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ ଭାଇ ଆୟାଜୁଦ୍ଦିନଙ୍କ ବିଷୟରେ ବଡ ଖବର ଆସିଛି। ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ ଭାଇ ଆୟାଜୁଦ୍ଦିନଙ୍କୁ ଗିରଫ କରାଯାଇଛି। ନୱାଜଙ୍କ ବଡ ଭାଇଙ୍କୁ ଉତ୍ତରପ୍ରଦେଶର ମୁଜାଫରନଗରରେ ବୁଦ୍ଧାନା ପୋଲିସ ଗିରଫ କରିଛି। ଜାଲିଆତି ଅଭିଯୋଗରେ…

ଶ୍ରୀମନ୍ଦିର ପରିସରରେ ଥିବା କୂଅ ଭିତରେ ଖସି ପଡ଼ିଲେ ବୃଦ୍ଧ

ପୁରୀ: ଜଗନ୍ନାଥ ମନ୍ଦିର ଭିତରେ ଥିବା ଏକ ଖୋଲା କୂଅରେ ପଡ଼ିଯିବା ପରେ ଜଣେ ବୃଦ୍ଧ ଭକ୍ତଙ୍କୁ ଉଦ୍ଧାର କରାଯାଇଛି। ସୂଚନାନୁସାରେ, ୬୫ ବର୍ଷିୟ ଧୃବ ଚକ୍ରବର୍ତ୍ତୀ ଏବଂ ପଶ୍ଚିମବଙ୍ଗରୁ ତାଙ୍କ ପତ୍ନୀ ପୁରୀ ଆସିଥିଲେ। ସେମାନେ ମନ୍ଦିରକୁ ଯାଇ ସନ୍ଧ୍ୟାରେ ପୂଜା କରିଥିଲେ। ପରେ ପତି ପତ୍ନୀ…

ସାମଗ୍ରିକ ସହରୀକରଣ ହେଉଛି ନବୀନଙ୍କ ୧୯ ନମ୍ବର ଗ୍ୟାରେଣ୍ଟି

ଭୁବନେଶ୍ଵର: ନବୀନଙ୍କ ଗ୍ୟାରେଣ୍ଟି ନମ୍ବର ୧୯ ହେଉଛି ସାମଗ୍ରିକ ସହରୀକରଣ । ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ କଟକରୁ ଭୁବନେଶ୍ୱର ମେଟ୍ରୋ ସେବା ପ୍ରଦାନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି l ଏଥିରେ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର l ଆସନ୍ତା ଦଶ ବର୍ଷରେ ଏହି ସେବାକୁ…

ଦୀର୍ଘ ୩୦ଘଣ୍ଟା ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ଶାହରୁଖ ଖାନ

ମୁମ୍ବାଇ: ହସ୍ପିଟାଲରୁ ଡିସଚାର୍ଜ ହେଲେ ଶାହରୁଖ ଖାନ । ଦୀର୍ଘ ୩୦ ଘଣ୍ଟା ହସ୍ପିଟାଲରେ ରହିବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ସୁପରଷ୍ଟାର ଶାହରୁଖ ଖାନ । ଡିସଚାର୍ଜ ହେବା ପରେ ଶାହରୁଖ ଖାନ ଏୟାରପୋର୍ଟ ଯାଇଛନ୍ତି । ଗତକାଲି କିଙ୍ଗ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ଖରାପ ହୋଇଯିବାରୁ…

ବାହାର ନେତା ମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରୁଛନ୍ତି, ସେମାନଙ୍କୁ ଆପଣମାନେ ମୁହଁତୋଡ଼ ଜବାବ ଦିଅନ୍ତୁ

ନିମାପଡା: ଓଡ଼ିଶାବାସୀଙ୍କର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏତେ ଭଲପାଇବା ଦେଖି ବିରୋଧିଙ୍କ ମୁଣ୍ଡ କାମ କରୁନାହିଁ । ବାହାରୁ ବଡ଼ ବଡ଼ ନେତା ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି । ସେମାନଙ୍କ ମଧ୍ୟରେ ଆସାମର ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି । ମୁଁ ତାଙ୍କୁ କହିବାକୁ ଚାହେଁ…

ବାରବାଟୀ-କଟକ: କାଣ୍ଟେ କି ଟକ୍କର

ଭୁବନେଶ୍ବର: ମଇଦାନରେ ସବୁ ଦଳର ନୂଆ ପ୍ରାର୍ଥୀ। ବାରବାଟୀ-କଟକରେ ଏଥର ଜୋରଦାର ଟକ୍କର। କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ପ୍ରାର୍ଥୀ କରିଛି । ବିଜେଡିରୁ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଓ ବିଜେପିରୁ ଡାକ୍ତର ପୂର୍ଣ୍ଣଚନ୍ଦ୍ର…

ଘସିପୁରାରେ ଘମାଘୋଟ

ଭୁବନେଶ୍ବର: ଘସିପୁରାରେ ବିଜେଡି ଓ ସୌମ୍ୟ ପଟ୍ଟନାୟକ ମୁହାଁମୁହିଁ । ସୌମ୍ୟଙ୍କ ପ୍ରଚାର ଗାଡିକୁ ଅଟକାଇ ବିଜେଡି ସମର୍ଥକ ହଙ୍ଗାମା କରିଥିବା ଅଭିଯୋଗ ହୋଇଛି । କେବଳ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ନୁହେଁ, ପୋଲିସ ଉପରେ ବି ଆଙ୍ଗୁଳି ଉଠାଇଛନ୍ତି ସୌମ୍ୟ । ବାଛି ବାଛି ତାଙ୍କ…

ଜଟଣୀ ଜିତିବ କିଏ?

ଭୁବନେଶ୍ବର: ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ଆସୁଥିବା ଜଟଣୀ ବିଧାନସଭାରେ ଏଥର ରୋଚକ ଲଢେଇ । ସୁରଙ୍କ ପୁଅ ମନ୍ମଥ ରାଉତରାୟ ବିଜେଡିରେ ମିଶି ଭୁବନେଶ୍ବର ପ୍ରାର୍ଥୀ ହେବା ପରେ ଗୋଳମାଳ ହୋଇଛି ଜଟଣୀ ଗଣିତ । ପୁରୁଣା କଂଗ୍ରେସ କର୍ମୀ ଏବେ କେଉଁ ଆଡକୁ ଢଳିବେ, ସେନେଇ ଦ୍ବନ୍ଦ୍ବ ରହିଛି। ବିଭୂତି…

ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଆହ୍ବାନ ଦେଲେ ଅପରାଜିତା

ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଆହ୍ବାନ ଦେଲେ ଭୁବନେଶ୍ୱର ସାଂସଦ ପ୍ରାର୍ଥି ଅପରାଜିତା ଷଡ଼ଙ୍ଗୀ । ଗତ ୫ ବର୍ଷରେ ମୁଁ ସମସ୍ତଙ୍କୁ ଧରି ପରିଶ୍ରମ କରିଛି । ଲିଙ୍ଗରାଜ ମନ୍ଦିର ପ୍ରକଳ୍ପରେ ଯଦି ବାଧା ସୃଷ୍ଟି କରିଥିଲି । ତେବେ ପ୍ରମାଣ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଖୋଲା…