Latest Odisha News

BREAKING NEWS

ଆରସିବି ପ୍ରଶଂସକଙ୍କୁ କ୍ଷମା ମାଗିଲେ ୱାଟସନ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୨୦୧୬ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରି ଟାଇଟଲ ଦାବୀଦାର ହୋଇଥିଲା । ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦଠାରୁ ଦଳ ପରାଜିତ ହୋଇଥିଲା । ଏଥିରେ ଶେନ ୱାଟସନ ୪ ଓଭରରେ ୬୧ ରନ ଦେଇ ଦଳର ମୂଖ୍ୟ ଖଳନାୟକ ସାଜିଥିଲେ । ବ୍ୟାଟିଂରେ ବି ସେ କିଛି ଖାସ…

କଣ୍ଟାମାଳ ବିଧାସଭା କ୍ଷେତ୍ରର ୨୬ ଓ ୨୯ ନମ୍ବର ବୁଥ୍ ରେ ପୁନର୍ବାର ମତଦାନ କରିବାକୁ ବିଜେପରି ଦାବି

ଭୁବନେଶ୍ୱର: ଓଡିଶାର ଦ୍ବିତୀୟ ପର୍ଯାୟ ନିର୍ବାଚନ ବେଳେ କଣ୍ଟାମାଳ ବିଧାସଭା କ୍ଷେତ୍ରର ୨୬ ଓ ୨୯ ନମ୍ବର ବୁଥ୍‌କୁ ବିଜେଡି ଗୁଣ୍ଡାମାନେ ଜବର ଦଖଲ କରିଛନ୍ତି । ଏପରିକି ବୁଥ୍ ବାହାରେ ଭୋଟ୍ ଦେବାକୁ ଅପେକ୍ଷା କରିଥିବା ଭୋଟର ତଥା ବିଜେପି ପ୍ରାର୍ଥୀଙ୍କ ସମର୍ଥକ ମାନଙ୍କୁ ପ୍ରବେଶ କରିବାକୁ…

ମନ୍ମଥଙ୍କ ପାଇଁ ନବୀନଙ୍କ ଅପିଲ୍ ବଢ଼ାଇଲା ଚର୍ଚ୍ଚା, ଅପରାଜିତା ଦେଲେ ବଡ଼ ଆହ୍ବାନ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଅନ୍ୟତମ ଚର୍ଚ୍ଚିତ ଲୋକସଭା ଆସନ ଭୁବନେଶ୍ବର। ଦୀର୍ଘ ଦିନ ଧରି ଏହି ଆସନ ବିଜେଡି ହାତରେ ଥିଲା। କିନ୍ତୁ ୨୦୧୯ରେ ଏହା ବିଜେପି ହାତକୁ ଯାଇଛି। ଚଳିତଥର ବିଜେପିର ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ସହ ସେ ରାଜଧାନୀ ପାଇଁ ସେଭଳି କିଛି…

ଭୋଟ ଦେଇ ଫେରିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ

କନ୍ଧମାଳ: ଗଣତନ୍ତ୍ରର ମହାନପର୍ବରେ ନିଜର ମତଦାନ ସାବ୍ୟସ୍ତ କରି ଫେରିବା ବେଳେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଉଛନ୍ତି କନ୍ଧମାଳଜିଲ୍ଲା ଦାରିଙ୍ଗବାଡ଼ି ଥାନା ପର୍ତ୍ତମାହା ଗାଁର ନିରଲ ନାୟକ। ସୂଚନା ଅନୁସାରେ, ଗତକାଲି ରାଜ୍ୟରେ…

‘ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରନ୍ତି, ଅନ୍ୟ ମାନେ ଭୋଟ୍ ପାଇଁ କାମ କରନ୍ତି’

କେନ୍ଦୁଝର: ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଆଦିବାସୀମାନେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜନଜାତି ସମ୍ପ୍ରଦାୟର ଲୋକମାନେ ବହୁତ ଭଲ ପାଆନ୍ତି ଯାହାର ପ୍ରମାଣ ଆଜି ଏହି ଜନସଭାରୁ ମିଳୁଛି ବୋଲି କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନୀସଭାରେ କହିଛନ୍ତି…

ସମ୍ବିତଙ୍କ ବିବାଦୀୟ ମନ୍ତବ୍ୟ: ପଲ୍ଲୀରୁ ଦିଲ୍ଲୀ ତେଜିଲା ରାଜନୀତି, ପ୍ରଭାବିତ ହେବ କି ଭୋଟ୍ ବ୍ୟାଙ୍କ?

ଭୁବନେଶ୍ୱର: ଯେଉଁଠୁ ପ୍ରଧାନମନ୍ତ୍ରୀଙ୍କୁ ରୋଡ ଶୋ କରାଇ ବିଜେପି ସାରା ଦେଶର ହିନ୍ଦୁ ଭୋଟରଙ୍କୁ ଗୋଟିଏ ବଡ଼ ବାର୍ତ୍ତା ଦେବାକୁ ପ୍ରୟାସ କରୁଥିଲା, ହେଲେ ଦଳୀୟ ପ୍ରାର୍ଥୀଙ୍କ ବିବାଦୀୟ ବୟାନ ବା ପାଟିରୁ ଖସି ଯାଇଥିବା କଥା ପାଇଁ ଅଡୁଆରେ ପଡିଥିବା କୁହାଯାଉଛି। ଆଉ ପୁରୀର ଏହି ବିଜେପି…

‘ମୁଖ୍ୟମନ୍ତ୍ରୀ ଡିବେଟ ପାଇଁ ଆସନ୍ତୁ, ସେ ଯେଉଁଠିକୁ ଡାକିବେ ମୁଁ ଯିବି’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଡିବେଟ ପାଇଁ ଆସନ୍ତୁ, ସେ ଯେଉଁଠିକୁ ଡାକିବେ ମୁଁ ଯିବି  । ଏମିତି କହି ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ । ମୁଁ ଆଶ୍ଚର୍ଯ୍ୟ ୨୪ ବର୍ଷର ଜଣେ ଆଦରଣୀୟ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଜଣେ ସାଂସଦଙ୍କୁ ଅଙ୍ଗୁଳି…

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ମତଦାନ । ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ୨୩…

ଏଠାରେ ହୋଇଛି ଶତ ପ୍ରତିଶତ ମତଦାନ

ଲଳିତପୁର: ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ବିଭିନ୍ନ ମାଧ୍ୟମରେ ପ୍ରଚାର କରାଯାଉଛି । ଏହା ସତ୍ୱେ ଭୋଟ ପ୍ରତିଶତ ହାର ଏବେ ବି ଉତ୍ସାହଜନକ ରହି ନାହିଁ । ଉତରପ୍ରଦେଶର ଲଲିତପୁର ମହାରୈନୀ ସୋଲଦାରେ ଦ୍ୱିପ୍ରହର ସୁଦ୍ଧା ଶତ ପ୍ରତିଶତ ମତଦାନ ହୋଇଥିଲା । ଏହି ଆଦିବାସୀ ବହୂଳ ଗ୍ରାମର ଜଣେ…

‘ଲୋକ ପରିବର୍ତ୍ତନ ଚାହୁଁଛନ୍ତି, ଓଡ଼ିଶାରେ ଏଥର ବିଜେପି ସରକାର ସୁନିଶ୍ଚିତ’

ଭୁବନେଶ୍ୱର: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ, ତୃତୀୟ ପର୍ଯ୍ୟାୟ ପାଇଁ ବିଭିନ୍ନ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରଚାର ପ୍ରସାର । ଆରି ଭିତରେ ଦଳ ଡିଆଁ ପର୍ବ ମଧ୍ୟ ଜାରି ରହିଛି । ବଳ ଗୋଟାଉଛି ବିଜେପି । ବିଜେଡି, କଂଗ୍ରେସ ସମେତ ଅନ୍ୟାନ୍ୟ ପ୍ରମୁଖ ରାଜନୈତିକ ଦଳର…