ଚାଲିଛି ୨ ହେଭିୱେଟଙ୍କ ବିଶାଳ ମେଗା ରୋଡ ସୋ’
ଭୁବନେଶ୍ଵର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟର ନିର୍ବାଚନ ପାଇଁ ସମସ୍ତ ସ୍ଥାନରେ ବେଶ ଜମିଲାଣି ପ୍ରଚାର । ସାଧାରଣ ଜନତାଙ୍କ ନିକଟତର ହେବା ପାଇଁ ନେତା ମାନେ କରିଲେଣି ମାରାଥନ ପ୍ରଚାର । ଏହାରି ଭିତରେ ଓଡିଶାର ଜନତା ଦେଖୁଛନ୍ତି ଦୁଇ ହେଭିୱେଟଙ୍କ ବିଶାଳ ମେଗା ରୋଡ ସୋ । ଏପଟେ ରାଜଧାନୀ…