ଟି୨୦ ବିଶ୍ୱକପ ପୂର୍ବରୁ ରୋହିତଙ୍କୁ ବିଶ୍ରାମ ଆବଶ୍ୟକ
ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ରୋହିତ ଶର୍ମାଙ୍କୁ ବିଶ୍ରାମର ଆବଶ୍ୟକତା ରହିଛି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କଙ୍କ ମତରେ କ୍ରମାଗତ କ୍ରିକେଟ ଖେଳି ରୋହିତ କ୍ଲାନ୍ତ ହୋଇ ପଡିଛନ୍ତି । ବିଶ୍ୱକପ ଆସନ୍ତା ମାସରେ ହେବାକୁ ଥିବାରୁ ଟିମ ଇଣ୍ଡିଆର ଅଧିନାୟକ…