Latest Odisha News

BREAKING NEWS

ରୁଦ୍ରଙ୍କ ବିରୋଧରେ ଲଢିବେ କି ତାଙ୍କ ସ୍ତ୍ରୀ ?

ଭୁବନେଶ୍ବର : ନିର୍ବାଚନ ମଇଦାନରେ ସ୍ବାମୀ ସ୍ତ୍ରୀ ମୁହାଁମୁହିଁ । ପିପିଲି ରାଜନୀତିରେ ବଡ ଟୁଇଷ୍ଟ । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ପତ୍ନୀ ଜାଗୃତି ପଣ୍ଡା। ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି ଜାଗୃତି । ତେବେ ସ୍ବାମୀଙ୍କ ବିରୋଧରେ…

ସଙ୍କଟରେ ହରିୟାଣାର ବିଜେପି ସରକାର, ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ

ଚଣ୍ଡିଗଡ: ହରିୟାଣାରେ ବଡଧରଣର ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ବର୍ତ୍ତମାନ ସମର୍ଥନ ପ୍ରତ୍ୟାହାର କରିଛନ୍ତି ୩ ସ୍ବାଧୀନ ବିଧାୟକ । ସମର୍ଥନ ଫେରାଇ ନେବା ପରେ ହରିୟାଣାର ସୈନୀ ସରକାର ଏବେ ଅଡ଼ୁଆରେ ଫସିଛନ୍ତି । ସମସ୍ତ ୩ ବିଧାୟକ ବର୍ତ୍ତମାନ କଂଗ୍ରେସକୁ ସମର୍ଥନ କରିଛନ୍ତି । ଏହି ତିନି…

ତାତିରେ ଲାଗିଲା ବ୍ରେକ୍; ୩୫ ଡିଗ୍ରୀ ତଳେ ରାଜ୍ୟରେ ୨୦ ସହର

ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ତାତିରେ ଲାଗିଛି ବ୍ରେକ୍ । ଅସହ୍ୟ ଗରମର ମିଳିଛି ଆଶ୍ବସ୍ତି । ଆଜି ରାଜ୍ୟରେ ୩୫ ଡ଼ିଗ୍ରୀ ତଳେ ରହିଛି ୨୦ ଟି ସହରର ତାପମାତ୍ରା । ବଲାଙ୍ଗୀର ଏବଂ ଟିଟିଲାଗଡ଼ରେ ଦିନତାପମାତ୍ର ସର୍ବାଧିକ ୧୦ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିଥିବା ବେଳେ, ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ…

ଷ୍ଟେଜରେ ନଖ କାଟିଲେ ଅରିଜିତ ସିଂ

ଦୁବାଇ: ବଲିଉଡର ଲୋକପ୍ରିୟ ଗାୟକ ଅରିଜିତ ସିଂଙ୍କ ପ୍ରତ୍ୟେକ ଗୀତ ଉପରେ ପ୍ରଶଂସକଙ୍କ ନଜର ରହିଥାଏ । ଏବେ ଦୁବାଇର ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ସେ ଚମତ୍କାର ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିଥିଲେ । ତେବେ ଅଧାରୁ ହଠାତ ନେଲ କଟରରେ ନଖ କାଟିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ପ୍ରାସରିତ…

ନାମାଙ୍କନ ପତ୍ର ଦାଖଲ କଲେ ଡ଼ା.ରାଜଶ୍ରୀ ମଲ୍ଲିକ ଓ ରମାକାନ୍ତ ଭୋଇ

ଜଗତସିଂହପୁର: ଶେଷ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ ଜୁନ୍ ୧ ତାରିଖରେ ହେବାକୁ ଥିବା ଭୋଟ୍ ଗ୍ରହଣ ପ୍ରକ୍ରିୟା ନିମନ୍ତେ ଆଜି ଠାରୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଆଜି ପ୍ରଥମ ଦିନରେ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଓ…

ହାତ ଛାଡ଼ିଲେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବାଲେଶ୍ବର ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା

ଭୁବନେଶ୍ବର: କଂଗ୍ରେସରୁ ଇସ୍ତଫା ଦେଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ । ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣି ଦଳ ଛାଡିଛନ୍ତି ଚିତ୍ତରଞ୍ଜନ ଷଡ଼ଙ୍ଗୀ । ସେ ତାଙ୍କ ଇସ୍ତଫା ପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ…

ଗ୍ରାଉଣ୍ଡସମ୍ୟାନଙ୍କ ବେକକୁ ଧରିଲେ ଶାକିବ ଉଲ ହାସନ

ଢ଼ାକା: ବାଂଲାଦେଶ କ୍ରିକେଟ ଟିମର ସିନିୟର ଅଲରାଉଣ୍ଡର ଶକିବ ଉଲ ହାସନ ପ୍ରଦର୍ଶନ ତୁଳନାରେ ବିବାଦୀୟ ଘଟଣା ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ଜଣେ ଗ୍ରାଉଣ୍ଡସମ୍ୟାନ ଉପରେ ହାତ ଉଠାଉଥିବା ଭିଡିଓ ଏବେ ଭାଇରାଲ ହୋଇଛି । ଏହି ଭିଡିଓରେ ଶାକିବ ପଡିଆରେ ଷ୍ଟାଫଙ୍କ ସହ ଛିଡା ହୋଇଥିଲେ…

ସୌମ୍ୟ ବଦଳାଇବେ ଘସିପୁରା ଗେମ୍ !

ଭୁବନେଶ୍ବର: ସ୍ବାଧୀନ ଲଢିଲେ, ବିଗାଡ଼ିବେ ସମୀକରଣ ! ବଦ୍ରିଙ୍କ ବିଜୟ ରଥ ରୋକିବେ ସୌମ୍ୟ ! ତିନି ଦଳର ଅସନ୍ତୁଷ୍ଟ ହେବେ ସୌମ୍ୟଙ୍କ ବଳ ! ମତ ବଦଳାଇବେ କି ଘସିପୁରା ଭୋଟର ? ଘସିପୁରା ଲଢେଇରେ ସୌମ୍ୟଙ୍କ ଏଣ୍ଟ୍ରି ପରେ ବଦଳୁଛି ରାଜନୈତିକ ପାଣିପାଗ। ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ…

ମ୍ୟାଚ ଖେଳିବା ପୂର୍ବରୁ ଔଷଧ ଖାଉଛନ୍ତି ଧୋନୀ

ଚେନ୍ନାଇ: ଚଳିତ ଆଇପିଏଲରେ ଲୋୟର ଅର୍ଡରରେ ମହେନ୍ଦ୍ର ସିଂ ଧୋନୀ ଖେଳିବା ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରାଯାଉଛି । ଏପରିକି ଏଥିନେଇ ତାଙ୍କୁ ସମାଲୋଚନା ମଧ୍ୟ କରାଯାଉଛି । ତେବେ ରିପୋର୍ଟ ଅନୁସାରେ ଧୋନୀ ମାଂସପେଶୀ ଜନିତ ଆଘାତ ସମସ୍ୟାରେ ପଡିଛନ୍ତି । ସେ ମ୍ୟାଚ ପୂର୍ବରୁ ଔଷଧ ଖାଇ ବ୍ୟାଟିଂ…

ବଳ ଗୋଟାଉଛି କଂଗ୍ରେସ; ଦଳରେ ମିଶିଲେ ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ଓ ବିଭିନ୍ନ ଦଳର ବହୁ କର୍ମୀ

ଭୁବନେଶ୍ବର: କଂଗ୍ରେସରେ ଯୋଗଦେଲେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ମହାନ୍ତି । କଟକ ଟାଉନ୍‌ହଲରେ ଆୟୋଜିତ ମିଶ୍ରଣପର୍ବରେ ଆଜି ଆନୁଷ୍ଠାନିକ ଭାବେ ଦଳରେ ମିଶିଲେ ଚିତ୍ରଭାନୁ । ଏହି ଅବସରରେ ତାଙ୍କୁ ବିଧାୟିକା ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ୍‌ ଚିତ୍ରଭାନୁ…