ରଣନୀତି ଅନୁସାରେ ଧୋନୀ ଖେଳୁଛନ୍ତି ନାଁ ଅଛନ୍ତି ଅନଫିଟ
ଚେନ୍ନାଇ: ଭାରତୀୟ କ୍ରିକେଟର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚଳିତ ଆଇପିଏଲରେ ଲୋୟର ଅର୍ଡରରେ ବ୍ୟାଟିଂ କରୁଛନ୍ତି । ଏହା ଚେନ୍ନାଇ ସୁପର କିଙ୍ଗସର ରଣନୀତି ନାଁ ଧୋନୀ ସମ୍ପୂର୍ଣ୍ଣ ଫିଟ ନ ଥିବା ଯୋଗୁ ଏ ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି । ଖରାପ ସ୍ଥିତିରେ ଦଳ ରହିଥିଲେ ମଧ୍ୟ ଧୋନୀ ୮ମ,…