ଦେଶର ଏକାଧିକ ବିମାନବନ୍ଦରକୁ ବିସ୍ଫୋରଣରେ ଉଡାଇ ଦେବାକୁ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା
ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଦେଶର ଏକାଧିକ ବିମାନବନ୍ଦରକୁ ବିସ୍ଫୋରଣରେ ଣଉଡାଇ ଦେବାକୁ ଧମକ । ଜୟପୁର, ନାଗପୁର, ଗୋଆ ସମେତ ଦେଶର ଅନେକ ବିମାନବନ୍ଦରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଆଜି ଏକ ଇ-ମେଲ୍ ଯୋଗେ ଏହି ଧମକ ମିଳିଛି । ଏନେଇ ନାଗପୁର ବିମାନବନ୍ଦର କର୍ତ୍ତୃପକ୍ଷ ଏହି ସୂଚନା…