ବିଜେପିର ସଂକଳ୍ପ ପତ୍ର କେବଳ ପ୍ରତାରଣା ପତ୍ର, ଇସ୍ତାହାରରେ ନାହିଁ ବେକାରୀ ଓ କୃଷକ ସମସ୍ୟାର ସମାଧାନ: କଂଗ୍ରେସ
ଭୁବନେଶ୍ୱର: ବିଜେପି ପକ୍ଷରୁ ଚଳିତ ନିର୍ବାଚନ ପରିପ୍ରେକ୍ଷିରେ ପ୍ରକାଶିତ ଇସ୍ତାହାରରେ ବେକାରୀ, କୃଷକ ଓ ଦରବୃଦ୍ଧି ଭଳି ଉତ୍କଟ ସମସ୍ୟାର ସମାଧାନ ବିଷୟରେ ଗୋଟିଏ ଧାଡ଼ି ମଧ୍ୟ ଉଲ୍ଲେଖ ନାହିଁ । ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ୱରେ ବିଜେପି ଗତ ୧୦ ବର୍ଷ ଧରି କେନ୍ଦ୍ରରେ କ୍ଷମତାରେ…