Latest Odisha News

BREAKING NEWS

ବିଜେପିରେ ମିଶିବେ ଆଉ ଜଣେ ବିଧାୟକ, ପୂର୍ବରୁ ନବୀନ ସରକାରରେ ଥିଲେ ମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ବିଜୁ ଜନତା ଦଳ ଛାଡି ନିକଟ ଭବିଷ୍ୟତରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ବରିଷ୍ଠ ନେତା ଶ୍ରୀ ନାୟକ ସୋମବାର ଦଳର…

ଡିଜେ ଶବ୍ଦ ନେଲା ଜୀବନ!, ହୃଦଘାତର ଶିକାର ହେବାରୁ ଆଖି ବୁଜିଲେ ବୃଦ୍ଧ

ଭଦ୍ରକ: ଏକ ବିବାହ ଶୋଭାଯାତ୍ରା ସମୟରେ ଡିଜେର ଜୋରରେ ଗୀତ ବାଜିବା ଯୋଗୁଁ ଶରତ ଚନ୍ଦ୍ର ରାଉତ (୭୦) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଟାଉନ ଥାନା ଅଧୀନ ବାଲିପାଟଣା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀ ତାଙ୍କ ଘର ପାଖ ଦେଇ ଯାଉଥିବା ବେଳେ ରାଉତ ଶୋଇଥିଲେ। ଜୋରରେ ଗୀତ ତାଙ୍କୁ…

ଆନ୍ଧ୍ର ଟ୍ରେନ୍ ଦୁର୍ଘଟଣା ମାମଲା: ସାମ୍ନାକୁ ଆସିଲା ସତ୍ୟ, କ୍ରିକେଟ ଦେଖୁଥିଲେ ଲୋକ ପାଇଲଟ୍

ନୂଆଦିଲ୍ଲୀ: ଅକ୍ଟୋବର ୨୯, ୨୦୨୩ ମସିହାରେ ଆନ୍ଧ୍ରପ୍ରଦେଶରେ ଘଟିଥିବା ବଡ଼ ଟ୍ରେନ ଦୁର୍ଘଟଣାର ଖୁଲାସା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଦୁର୍ଘଟଣା ସମୟରେ ମୋବାଇଲରେ କ୍ରିକେଟ ଦେଖୁଥିଲେ ଲୋକପାଇଲଟ୍ । ଲୋକପାଇଲଟର ଏପରି ଅସାବଧାନତା କାରଣରୁ ଏପରି ଦୁର୍ଘଟଣା ଘଟିଥିବା କହିଛନ୍ତି…

ରାଜନୀତିରୁ ସନ୍ୟାସ ନେଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ  ତଥା  ଦିଲ୍ଲୀର ଚାନ୍ଦିନୀ ଚୌକର ବର୍ତ୍ତମାନ ସାଂସଦ ଡକ୍ଟର ହର୍ଷବର୍ଦ୍ଧନ ସକ୍ରିୟ ରାଜନୀତିରୁ ସନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ସୂଚନାଅନୁସାରେ, ୨୦୨୪ ଲୋକସଭା ନିର୍ବାଚନ ପାଇଁ…

ପାକିସ୍ତାନରେ ପୁଣି ସରକାର ଗଢିବେ ଶେହବାଜ ସରିଫ, ପରାସ୍ତ ହେଲେ ଓମାର ଆୟୁବ ଖାନ

ନୂଆଦିଲ୍ଲୀ: ପାକିସ୍ତାନ ମୁସଲିମ ଲିଗର ବରିଷ୍ଠ ନେତା ଶେହବାଜ ସରିଫ ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଗତକାଲି ଚାଲିଥିବା ଭୋଟର ଫଳାଫଳ ଆସିବା ପରେ ଏହି ସୂଚନା ମିଳିଛି । ପୁଣିଥରେ ପାକିସ୍ତାନରେ ସରକାର ଗଢିଛନ୍ତି ଶେହବାଜ ସରିଫ । ଶେହବାଜ ସରିଫ ଗତ ଶନିବାର ଦିନ…

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଥାଇଲାଣ୍ଡରେ ଅନୁଷ୍ଠିତ ହୋଇଥିବା ବିଡବ୍ଲୁଏଫ ବିଶ୍ୱ ପାରା ଚମ୍ପିୟାନସିପ ୨୦୨୪ ରେ ଗୋଟିଏ ସ୍ବର୍ଣ୍ଣ ଓ ଦୁଇଟି ବ୍ରୋଞ୍ଜ ପଦକ ବିଜୟୀ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି I ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ…

ବିଜେଡି ଖୁବଶୀଘ୍ର ବିଜେପିକୁ ଟ୍ରାନ୍ସଫର୍ମେସନ୍ ହେବ: ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ପୁଣି ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ,‘‘ବିଜେଡି ଖୁବଶୀଘ୍ର ବିଜେପିକୁ ଟ୍ରାନ୍ସଫମର୍ମେସନ୍ ହେବ । ମୋଦିଙ୍କ ନେତୃତ୍ୱରେ ସାରା ଦେଶରେ ଟ୍ରାନ୍ସଫର୍ମେସନ୍ ହେଉଛି । ଓଡ଼ିଶାରେ ବି ଟ୍ରାନ୍ସଫର୍ମେସନ୍ ହେବ । ଆମ ଲିଙ୍କରେ ବହୁ…

ଗାଭାସ୍କରଙ୍କ ବଡ ବୟାନ: ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତିରେ ବି ଟିମ ଇଣ୍ଡିଆ ମ୍ୟାଚ ଜିତି ପାରିବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଖେଳାଳି ସୁନୀଲ ଗାଭାସ୍କର ଅବସର ନେବା ପରେ ସର୍ବଦା ତାଙ୍କ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଭାରତୀୟ କ୍ରିକେଟ ଏବଂ ଷ୍ଟାର କଲଚରକୁ ସେ ସର୍ବଦା ଟାର୍ଗେଟ କରି ଆସିଛନ୍ତି । ଏବେ ଏକ ସାକ୍ଷାତକାରରେ ସେ କହିଛନ୍ତି, କୌଣସି ବଡ ଖେଳାଳି ଭୁଲରେ ବି…

ମାର୍ଚ୍ଚ ୪ ରୁ ୭ ତାରିଖ ଭିତରେ ଏହି ସ୍ଥାନକୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଅନେକ ପ୍ରକଳ୍ପର କରିବେ ଉଦଘାଟନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ ବଡ ଧରଣର ବିଜୟ ହାସଲ କରିବାକୁ ବିଜେପି ଏବେ ତା’ର ରଣନୀତି ଚଳାଇଛି । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳ ୪୦୦ଟି ଆସନର ଲକ୍ଷ ରଖିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ମଇଦାନକୁ ଉହ୍ଲାଉଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ବିଜୟର…

ପଦ୍ମ ଧରିଲେ ଅରବିନ୍ଦ ଢ଼ାଲି

ଭୁବନେଶ୍ୱର: ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି । ବିଜେପିରେ ସାମିଲ ହେଲା ପରେ ଅରବିନ୍ଦ ଢ଼ାଲି କହିଛନ୍ତି,‘‘ବିଜେପି ଓଡ଼ିଶାରେ ନିଶ୍ଚିତ…