Latest Odisha News

BREAKING NEWS

ସନ୍ଦେଶଖାଲି ଅଭିଯୁକ୍ତ ତଥା ଟିଏମସି ନେତା ଶାହାଜାହାଁ ଶେଖ ଗିରଫ

କୋଲକାତା: ବହୁଚର୍ଚ୍ଚିତ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ତୃଣମୂଳ କଂଗ୍ରେସ ନେତା ଶେଖ ଶାହାଜାହାନଙ୍କୁ ଗିରଫ କରାଯାଇଛି। ସନ୍ଦେଶଖାଲିରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ଏବଂ ଜମି ଜବରଦଖଲ ଅଭିଯୋଗରେ ଏହି ନେତା ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯୋଗ ରହିଛି। ଉତ୍ତର ୨୪…

ସରକାରୀ କ୍ୱାର୍ଟର୍ସରୁ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୌଦ୍ଧ: ବୌଦ୍ଧ ଜିଲ୍ଲା ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନିଜ ସରକାରୀ କ୍ୱାର୍ଟର୍ସରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷ । ତେବେ ଏହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ…

ପ୍ରାଚୀ ଉପତ୍ୟକାର ଇତିହାସ ଓ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପ୍ରାଚୀ ପରିକ୍ରମା ଚାରିଟେବୁଲ୍‌ ନ୍ୟାସ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ପ୍ରାଚୀ ଉପତ୍ୟକାର ଇତିହାସ ଓ ସଂସ୍କୃତି ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ରାଜ୍ୟ ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ…

୫ଜଣ ପେସ ବୋଲରଙ୍କ ପାଇଁ ସ୍ୱତନ୍ତ୍ର କଂଟ୍ରାକ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନୂତନ ସେଂଟ୍ରାଲ କଂଟ୍ରାକ୍ଟ ଜାରୀ କରିଛି । ଏହା ବ୍ୟତୀତ ଯୁବ ପେସ ବୋଲରଙ୍କ ପାଇଁ ଏକ ସ୍ୱତନ୍ତ୍ର କଂଟ୍ରାକ୍ଟର ବ୍ୟବସ୍ଥା କରାଯାଇଛି । ଏଥିରେ ୫ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ସେମାନେ ହେଲେ ଆକାଶଦୀପ, ବିଦ୍ୱଥ କୱରପ୍ପା, ଉମରାନ ମଲିକ,…

କାର୍ଡରେ ଭୁଲ ତାରିଖ ଉଲ୍ଲେଖ ଥିଲା, ଦିନକୁ ଆଗରୁ କନ୍ୟା ଘରେ ପଂହଚିଲା ବର

ହମୀରପୁର: ଉତରପ୍ରଦେଶର କୁରାରରେ ଏକ ମଜାଦାର ଘଟଣା ସମ୍ମୁଖକୁ ଆସିଛି । ବିବାହର ଦିନକ ପୂର୍ବରୁ ବର ବ୍ୟାଣ୍ଡ ବାଜା ସହିତ ଝିଅ ଘରେ ପଂହଚି ଯାଇଥିଲା । ଦୁଆର ମୁହଁରେ ବରକୁ ଦେଖି ଝିଅ ଘର ଓ ଗ୍ରାମବାସୀ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ସକିରୋଦୀ ଗ୍ରାମର ସ୍ୱର୍ଗୀୟ ରାମଫଳ ଅନୁରାଗୀଙ୍କ ଝିଅ…

ତୃତୀୟ ସନ୍ତାନର ପିତା ହେଲେ ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ଅଧିନାୟକ ୱିଲିୟମସନ

ହାମିଲଟନ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ଅଧିନାୟକ କେନ ୱିଲିୟମସନ ତୃତୀୟ ସନ୍ତାନର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ସାରା ରହୀମ ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ଏହା ପୂର୍ବରୁ ୨୦୧୯ରେ ସାରାଙ୍କ ଗୋଟିଏ ଝିଅ ଏବଂ ୨୦୨୨ରେ ପୁଅ ହୋଇଥିଲା । ୱିଲିୟମସନ ପତ୍ନୀ ଓ…

ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ପଡିଲେ ଆୟାର, ଈଶାନ

ମୁମ୍ବାଇ: ଶ୍ରେୟାଶ ଆୟାର ଓ ଈଶାନ କିଶାନ ବିସିସିଆଇ ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ପଡିଛନ୍ତି । ସେମାନେ ରଣଜୀ କ୍ରିକେଟ ନ ଖେଳି ଆଇପିଏଲ ପାଇଁ ପ୍ରସ୍ତୁତି କରୁଥିଲେ । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରାହ ଏ ପ୍ଲସ ଗ୍ରେଡରେ ସ୍ଥାନ ବଜାୟ ରଖିଛନ୍ତି…

ମୟୂରଭଞ୍ଜରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଖିଚିଂ ଯାଇ ମା’ କିଚକେଶ୍ୱରୀଙ୍କୁ ଦର୍ଶନ କରିବେ

ଭୁବନେଶ୍ବର: ଓଡିଶା ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ନୂଆଦିଲ୍ଲୀ ରୁ ରାଞ୍ଚି ବିମାନ ବନ୍ଦରରେ ପହଁଚିବା ପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ମୟୂରଭଞ୍ଜରେ ପହଁଚିଛନ୍ତି ରାଷ୍ଟପ୍ରତି । ସେଠାରୁ ସିଧାସଳଖ ଖିଚିଂ ଯିବେ ରାଷ୍ଟ୍ରପତି । ଖିଚିଂରେ ମହାମହିମ ଙ୍କୁ…

ଆଇଏଏସ୍ ସ୍ତରରେ ଅଦଳବଦଳ: ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲେ ତିନି ଜିଲ୍ଲାର ଜିଲ୍ଲାପାଳ । ଆଜି ଜିଲ୍ଲାପାଳ ସ୍ତରରେ ଛୋଟ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ବାଲେଶ୍ୱର, ମୟୁରଭଞ୍ଜ ଏବଂ ପୁରୀ ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଏଥିସହ କଟକ ମହାନଗର ନିଗମକୁ ମିଳିଛି ନୂଆ କମିସନର ।…

ଗୁଜରାଟରେ ଲାଗିଲା ଇରାନ ଜାହାଜ, ୩ ହଜାରରୁ ଉର୍ଦ୍ଧ୍ବ କେଜିର ଚରସ ସହ ବହୁ ନିଶା ଦ୍ରବ୍ୟ ଜବତ

ଅହମ୍ମଦାବାଦ: ଗୁଜରାଟ କଚ୍ଛ ବନ୍ଦରରୁ ସବୁଠୁ ବଡ଼ ଡ୍ରଗ୍ସ କାରବାରର ପର୍ଦ୍ଦାଫାଶ ହୋଇଛି । ନୌସେନା, ଏନସିବି ଓ ଗୁଜରାଟ ଏଟିଏସର ମିଳିତ ଅପରେସନରେ ଗୁଜୁରାଟ ଉପକୂଳରୁ ଏକ ଇରାନ ଜାହାଜରୁ ୩ ହଜାର ୧୦୦ କିଲୋଗ୍ରାମର ଡ୍ରଗ୍ସ ଜବତ କରିବା ସହ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଜବତ ଡ୍ରଗ୍ସର…