Latest Odisha News

BREAKING NEWS

ଦେବବ୍ରତ ମଦନରାୟଙ୍କୁ ‘ଜଗଦୀଶ କଥା ସମ୍ମାନ’ ଏବଂ ‘ଜଗଦୀଶ ଯୁବ ସମ୍ମାନ’ ପାଇଲେ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ

ଭୁବନେଶ୍ୱର : ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ଆନୁକୂଲ୍ୟରେ ସ୍ଥାନୀୟ ରେଡକ୍ରସ ଭବନଠାରେ ‘ଜଗଦୀଶ ଜୟନ୍ତୀ’ ପାଳିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷର ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ବିଶିଷ୍ଟ ଲେଖିକ ଦେବବ୍ରତ ମଦନରାୟ ଏବଂ ‘ଜଗଦୀଶ ଯୁବ ସମ୍ମାନ’ ଗାଳ୍ପିକା ପ୍ରଜ୍ଞା ପ୍ରବର୍ତ୍ତିକା…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ମନୋଜ ତିୱାରୀ

ନୂଆଦିଲ୍ଲୀ: ପୂର୍ବ ଭାରତୀୟ କ୍ରିକେଟର ମନୋଜ ତିୱାରୀ ଶନିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଚଳିତ ରଣଜୀ ଟ୍ରଫିରେ ବେଙ୍ଗଲ ଓ ବିହାର ମୁକାବିଲା ତାଙ୍କ କ୍ୟାରିୟର ଶେଷ ମ୍ୟାଚ ହେବ । ଏଥିସହ ୧୯ ବର୍ଷର ତାଙ୍କ…

୫୦ ବର୍ଷ ମଧ୍ୟରେ ୨୬ ଲକ୍ଷ ବର୍ଷ ତଳର ସାଗର ଶୁଖିଗଲା

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ ଓ ଗ୍ଲୋବାଲ ୱାର୍ମିଂ ସାରା ବିଶ୍ୱ ପାଇଁ ସମସ୍ୟା ସୃଷ୍ଟି କଲାଣି । ବୈଜ୍ଞାନିକମାନେ ଏ ନେଇ ବାରମ୍ବାର ମନୁଷ୍ୟକୁ ଚେତାଇଲେ ମଧ୍ୟ ସେମାନେ ବଦଳୁ ନାହାନ୍ତି । ନିକଟରେ ନାସା ଏକ ଫଟୋ ଶେୟାର କରି ଏହାର ଉଦାହରଣ ଦେଇଛି । କାଜକସ୍ତାନ ଓ ଉଜବେକିସ୍ତାନ ମଧ୍ୟରେ ଏକ…

ରଣଜୀ ଟ୍ରଫି: ଓଡିଶା ୪୪୦ ରନ ଜବାବରେ ଦିଲ୍ଲୀ ୧୮୭/୨

ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶାର ପ୍ରଥମ ଇନିଂସ ସ୍କୋର ୪୪୦ ରନ ଜବାବରେ ଦିଲ୍ଲୀ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ ବିନିମୟରେ ୧୮୭ ରନ ସଂଗ୍ରହ କରିଛି । ୟଶ ଢୁଲ ୫୭ ରନ କରି ଅପରାଜିତ ରହିଛନ୍ତି । ଗଗନ ଭ୍ୟାଟ୍ସ ୬୬ ଓ ଅନୂଜ ରାୱତ ୪୦ ରନ କରିଛନ୍ତି । ଏଲିଟ ଗ୍ରୂପ…

ସୁପରଷ୍ଟର ୟଶ ଦୋକାନକୁ ଯାଇ କିଣିଲେ ଚକୋଲେଟ, ପ୍ରଶଂସକ ସ୍ତବ୍ଧ

ବାଙ୍ଗାଲୋର: କୌଣସି ବଡ ସୁପରଷ୍ଟାରକୁ ଆପଣମାନେ ସାଧାରଣ ଏକ ଜେନେରାଲ ଷ୍ଟୋରରେ ନିଜେ ଯାଇ ପତ୍ନୀଙ୍କ ପାଇଁ ଚକୋଲେଟ କିଣିବା ଦେଖିଛନ୍ତି । ଏହାର ଅଧିକାଂଶ ଉତର ନାଁ ହେବ । ତେବେ କନ୍ନଡ ସୁପରଷ୍ଟାର ୟଶ ସ୍ଥାନୀୟ ଏକ ମନ୍ଦିରକୁ ଯିବା ସମୟରେ ବାଟରୁ ପତ୍ନୀଙ୍କ ପାଇଁ ନିଜେ ଯାଇ ଏକ ଆଇସକ୍ୟାଣ୍ଡି…

ଯଶସ୍ୱୀଙ୍କ ଶତକ : ଭାରତ ୩୨୨ ରନରେ ଅଗ୍ରଣୀ

ରାଜକୋଟ: ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩୨୨ ରନର ଅଗ୍ରଣୀ ହାସଲ କରି ଭଲ ସ୍ଥିତିରେ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଟିମ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨ ୱିକେଟ ହରାଇ ୧୯୬ ରନ ସଂଗ୍ରହ କରିଛି । ଯଶସ୍ୱୀ ଜୈସୱାଲ ୧୦୪ ରନ କରି ରିଟାୟରହର୍ଟ…

ଆସନ୍ତୁ ଜାଣିବା କିଏ ସେ ନାଭଲନୀ, ଯିଏ ପୁତିନଙ୍କ ପାଇଁ ଚିନ୍ତାର କାରଣ ସାଜିଥିଲେ

ମସ୍କୋ: ରୁଷିଆରେ ଭ୍ଲାଡିମିର ପୁତିନଙ୍କ ବିରୋଧୀ ଭାବେ ପରିଚିତ ରାଜନେତା ଅଲେକ୍ସି ନାଭଲନୀଙ୍କ ପରଲୋକ ହୋଇଯିବା ସାରା ବିଶ୍ୱକୁ ଚକିତ କରିଛି । ରୁଷ ଅଧିକାରୀଙ୍କ ଅନୁସାରେ ଶୁକ୍ରବାର ଜେଲରେ ତାଙ୍କର ମୃତ୍ୟୁ ଘଟିଥିଲା । ସଂଯୁକ୍ତ ରାଷ୍ଟ୍ର ଏହି ମୃତ୍ୟୁର ନିରପେକ୍ଷ ଯାଂଚ ହେବା ଉଚିତ ବୋଲି…

ଆଖି ବୁଜିଲେ ଦଙ୍ଗଲର କୁନି ବବିତା ଫୋଗଟ

ମୁମ୍ବାଇ: ଅମୀର ଖାଙ୍କ ଦଙ୍ଗଲ ଫିଲ୍ମରେ ବବିତା ଫୋଗଟଙ୍କ ପିଲା ବେଳର ଭୂମିକା କରିଥିବା ସୁହାନୀ ଭଟ୍ଟନାଗରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୯ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ହେବ ଦିଲ୍ଲୀର ଏମ୍ସ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ରିପୋର୍ଟ ମୁତାବକ ସୁହାନୀଙ୍କ ପାଦ…

ସରକାର ଦେଲେ ପ୍ରତିଶୃତି, ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ଵର: ସରକାରଙ୍କ ପ୍ରତିଶ୍ରୁତି ପରେ ସ୍ଥଗିତ ରହିଲା ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ । ଦୀର୍ଘ ୩୧ ଦିନ ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲେ ପ୍ରାଣୀ ଚିକିତ୍ସକ । ଏନେଇ ସୂଚନା ଦେଇଛି ରାଜ୍ୟ ପ୍ରାଣୀ ଚିକିତ୍ସକ ସଂଘ । ସଂଘ କହିଛି ଯେ, ଓଡ଼ିଶାର ପ୍ରାଣୀ ଚିକିତ୍ସକ ସଂଘର ଦାବି ସମ୍ପର୍କରେ…

ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହା ସହିତ ଚୌଦ୍ୱାରରେ ଆରମ୍ଭ ହୋଇଛି ଶିଳ୍ପାୟନ ପୁର୍ନବିକାଶର ଏକ ଗୌରବମୟ ଅଧ୍ୟାୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ…