ଆପଣଙ୍କ ପିଲା ମଧ୍ୟ ମୋବାଇଲ୍ ପାଇଁ ଜିଦ୍ କରୁଛି କି, ତେବେ ଆପଣାନ୍ତୁ ଏହି ଉପାୟ…
ଭୁବନେଶ୍ଵର: ଆଜିର ସମୟରେ ମୋବାଇଲ୍ ଏପରି ଏକ ଜିନିଷ ହୋଇଯାଇଛି ଯାହା ବିନା ତୁମେ କିଛି କରିବାକୁ ଚିନ୍ତା ମଧ୍ୟ କରିପାରିବ ନାହିଁ | ବର୍ତ୍ତମାନର ଯୁବପିଢୀଙ୍କ ପାଇଁ ନିଶ୍ଵାସ ନେବା ଯେତିକି ଜରୁରୀ ମୋବାଇଲ ମଧ୍ୟ ସେତିକି ଜରୁରୀ ହୋଇପଡିଛି । ସକାଳୁ ନିଜ ଭାଙ୍ଗିବା ପରଠାରୁ ରାତିରେ ନିଦ…