ରାଜ୍ୟରେ କମୁଛି ଶୀତ ବଢୁଛି ଖରା, ଏଲନିନୋ ସକ୍ରିୟ ଯୋଗୁଁ ଅନୁଭୂତ ହେଉଛି ଗରମ
ଭୁବନେଶ୍ବର: ରାଜ୍ୟରେ ଏବେ ଶୀତର ଲହରୀ କମିଛି । ହେଲେ ଜାରି ରହିଛି ଘନ କୁହୁଡି । ରାତି ୯ ରୁ ସକାଳ ୭ଟା ପର୍ଯ୍ୟନ୍ତ ଘନ କୁହୁଡି କାରଣରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଡି ଚାଳକ ମାନେ । ଫଳରେ ଅନେକ ସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା ଘଟି ଅନେକ ଜୀବନ ଯାଉଥିବା ଖବର ମଧ୍ୟ ସାମ୍ନାକୁ…