Latest Odisha News

BREAKING NEWS

ରଣଜୀ ଟ୍ରଫିରେ ରେକର୍ଡ କଲେ ବିଧୂ ବିନୋଦ ଚୋପ୍ରାଙ୍କ ପୁଅ ଅଗ୍ନି

ମୁମ୍ବାଇ: ଖ୍ୟାତନାମା ନିର୍ଦ୍ଦେଶକ ବିଧୂ ବିନୋଦ ଚୋପ୍ରାଙ୍କ ପୁଅ ଅଗ୍ନି ଚୋପ୍ରା ରଣଜୀ ଟ୍ରଫି କ୍ରିକେଟରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । କ୍ୟାରିୟରର ପ୍ରଥମ ୪ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ସେ ୫ଟ ଶତକ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି…

୪୭ ଲକ୍ଷ କୋଟି ଟଙ୍କାର ମାଲିକ ଇବ୍ରାହିମ ଇସ୍କନ୍ଦର ହେଲେ ମାଲେସିଆର ନୂଆ ରାଜା

କୁଆଲଲମ୍ପୁର: ମାଲସିଆର ଜୋହାର ରାଜ୍ୟର ସୁଲତାନ ଇବ୍ରାହିମ ଇସ୍କନ୍ଦର ଦେଶର ନୂଆ ରାଜା ହୋଇଛନ୍ତି । ବୁଧବାର ଶପଥ ଗ୍ରହଣ ସମାରୋହ ମହା ଧୂମଧାମରେ ଆୟୋଜିତ ହୋଇଯାଇଛି । ସେ ୫ବର୍ଷ ପାଇଁ ରାଜା ନିଯୁକ୍ତ ହୋଇଛନ୍ତି । ୧୯୫୭ରେ ବ୍ରିଟେନ କବଳରୁ ମୁକ୍ତ ହେବା ପରେ ମାଲେସିଆରେ ମଳୟ ରାଜ୍ୟ ଶାସକ…

ଚୀନ ପାଇଁ ଗୋଇନ୍ଦାଗିରି କରୁଥିବା ସନ୍ଦେହରେ ଅଟକ ପାରାକୁ ଶେଷରେ ଛଡାଗଲା

ମୁମ୍ବାଇ: ୮ ମାସ ତଳେ ଚୀନ ପାଇଁ ଗୋଇନ୍ଦାଗିରି କରୁଥିବା ଅଭିଯୋଗରେ ଗୋଟିଏ ପାରାକୁ ଅଟକ ରଖାଯାଇଥିଲା । ସମସ୍ତ ପ୍ରକାର ତଦନ୍ତ ସରିବା ପରେ ଏବେ ଏହି ପାରାକୁ ଶେଷରେ ମୁକ୍ତ କରାଯାଇଛି । ଗତ ବର୍ଷ ମେ ମାସରେ ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ ଫର୍ଟିଲାଇଜର ପୋଲିସ ଗୋଟିଏ ପାରାକୁ ଧରିଥିଲେ । ଏହାର…

ଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ଭାରତ ଯୋଡ ନ୍ୟାୟ ଯାତ୍ରାରେ ଦେବେ ଯୋଗ

ଭୁବନେଶ୍ବର: ଫେବୃଆରୀ ୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଞ୍ଚିବେ ରାହୁଲ । ୬ ତାରିଖ ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରରେ ତାଙ୍କୁ ସ୍ୱାଗତ କରାଯିବ । ଏନେଇ ସୂଚନା ଦେଇଛନ୍ତି କହିଲେ ପିସିସି ସଭାପତି ଶରତ…

‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’: ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ବିଶିଷ୍ଟ…

ଭୁବନେଶ୍ଵର: ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ “ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ” । ଏହି ସମ୍ମିଳନୀ ଅବସରରେ ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ମିଳିବ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନ । ଏହି ସମ୍ମିଳନୀ ଅବସରରେ ପଦ୍ମଶ୍ରୀ ଡକ୍ଟର…

ପହରିଆପଡ଼ା ପାଇଁ ସାତ ସପନ ପାଲଟିଛି ବିକାଶ, ଯୋଜନ ଦୂରରେ ସରକାରୀ ଯୋଜନା

ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ରୁ ମାତ୍ର କିଛି ଦୂର ରେ ଅବସ୍ଥିତ ବୋଇରଗାଁ ଗ୍ରାମପଞ୍ଚାୟତର ପହରିଆପଡ଼ା ଗାଁ । ପଞ୍ଚାୟତ ମୁଖ୍ୟାଳୟ ଠାରୁ ମାତ୍ର କିଛି ଦୂର ରେ ରହିଥିବା ଏହି ପଡ଼ା ରେ କାହିଁ କେଉଁ ଅମଳରୁ ବସବାସ କରି ଆସୁଛନ୍ତି ଆଦିମ ଜନଜାତି ପହରିଆ ସମ୍ପ୍ରଦାୟର ୧୦ ରୁ ୧୫ ପରିବାର ।…

ରାୟଗଡାରେ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ସତ୍ୟବାନ ମହାଜନ

ରାୟଗଡା: ଆଜି ରାୟଗଡା ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଲେ ମନୋଜ ସତ୍ୟବାନ ମହାଜନ । ସେ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାରେ ପିଡି ଭାବେ ଥିଲେ । ଆଜି ତାଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ରାମେଶ୍ୱର ପ୍ରଧାନ ଗୋରାଚାନ୍ଦ ଗମାଙ୍ଗ ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।…

ଆଉ ୩ ଜିଲ୍ଲାକୁ ଗଡ଼ିଲା ଲକ୍ଷ୍ମୀ ବସ୍‌, ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଉ ୩ ଜିଲ୍ଲାକୁ ଗଡ଼ିଲା ଲକ୍ଷ୍ମୀ ବସ୍‌ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା । ପ୍ରଥମ…

ମୋଟା ବରଫର ଚାଦର ତଳେ ହିମାଚଳ ପ୍ରଦେଶ, ଶିମଲାର ଦୃଶ୍ୟ ଦେଖି ଆପଣ ବି ହୋଇଯିବେ ଖୁସ୍

ହିମାଚଳ ପ୍ରଦେଶ: ଦୀର୍ଘ ଦିନର ଅପେକ୍ଷା ପରେ ହିମାଚଳ ପ୍ରଦେଶର ଶିମଲାରେ ତୁଷାରପାତ ଦେଖିବାକୁ ମିଳିଛି । ଶିମଲାର ଉଚ୍ଚସ୍ଥାନରେ ପ୍ରବଳ ତୁଷାରପାତ ହୋଇଛି । ବରଫର ଏକ ମୋଟା ଚାଦର ତଳେ ଲୁଚି ଯାଇଛି ସେଠାକାର ଘର । ଯାହା ଏକ ମୋଟା ଧଳା ପାହାଡର ଭ୍ରମ ସୃଷ୍ଟି କରୁଛି । ଯାହାକୁ ଦେଖି…

ନୂଆ ସଂସଦରେ ରାଷ୍ଟ୍ରପତିଙ୍କ ପ୍ରଥମ ଅଭିଭାଷଣ: ‘ନୂଆ ଭାରତ ଶ୍ରେଷ୍ଠ ଭାରତ ସଂକଳ୍ପ’

ନୂଆଦିଲ୍ଲୀ: ଆରମ୍ଭ ହେଲା ସଂସଦରେ କାମଚଳା ବଜେଟ୍ ଅଧିବେଶନ । ପରମ୍ପରା ଅନୁସାରେ ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅନ୍ତରୀଣ ବଜେଟ୍ ସେସନ୍‌କୁ ଆରମ୍ଭ କରିଛନ୍ତି । ନୂଆ ସଂସଦ ଭବନରେ ସମସ୍ତଙ୍କୁ ମୋର ନମସ୍କାର କହି ବକ୍ତବ୍ୟ ଆରମ୍ଭ କରିଥିଲେ ମୁର୍ମୁ । ଏହାପରେ ଓଡ଼ିଆରେ…