ଅଖିଳେଶଙ୍କ ବଡ ଘୋଷଣା, ଉତ୍ତର ପ୍ରଦେଶରେ ୧୧ ଲୋକସଭା ଆସନରେ ଲଢିବ କଂଗ୍ରେସ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଏବଂ ପଞ୍ଜାବ ରେ 'ଇଣ୍ଡିଆ' ମେଣ୍ଟର ମୁଖ୍ୟ କଂଗ୍ରେସକୁ ବଡ ଝଟକା ମିଳିବା ପରେ, ଏବେ ଉତ୍ତର ପ୍ରଦେଶରୁ କଂଗ୍ରେସ ପାଇଁ ଆସିଛି ଖୁସି ଖବର । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ବଡ ଘୋଷଣା କରିଛନ୍ତି । ଆଜି ଟ୍ବିଟ୍ କରି କହିଛନ୍ତି ଯେ, ସମାଜବାଦୀ ପାର୍ଟି…