ଚମ୍ପଟ ରୋଗୀର ମୃତଦେହ ଉଦ୍ଧାର
ସୁନ୍ଦରଗଡ: ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତଦେହ ଡ୍ରେନ ପାର୍ଶ୍ୱରୁ ଉଦ୍ଧାର କରାଯାଇଛି । ଡିଡିଏମ୍ ଅଫିସ ନିକଟ ଡ୍ରେନ୍ ପାର୍ଶ୍ୱରୁ ରୋଗୀର ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ,ମୃତ ରୋଗୀ ୩ ଦିନ ଧରି କୋଇଡ଼ା ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । କାଲି ଚିକିତ୍ସାଧୀନ ଅବସ୍ଥାରେ…