Latest Odisha News

BREAKING NEWS

ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ କେକେବିଏନ ମାଓ ଡିଭିଜନର ୯ ମାଓବାଦୀ

ବୌଦ୍ଧ: ବୌଦ୍ଧ ପୁଲିସକୁ ମିଳିଲା ବଡ ସଫଳତା । ମୁଖ୍ୟସ୍ରୋତରେ ସାମିଲ ହେଲେ କେକେବିଏନ ମାଓ ଡିଭିଜନର ୯ ଜଣ ମାଓବାଦୀ । ଆତ୍ମସମର୍ପଣ କରିଥିବା ୯ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ଥିବା ଜଣାପଡିଛି । ସମସ୍ତ ମାଓବାଦୀ ଛତିଶଗଡ଼ ଦନ୍ତେୱାଡ଼ ଅଞ୍ଚଳର । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ…

ହାଇଦ୍ରାବାଦରେ ବାଦଲଫଟା ବର୍ଷା, କାନ୍ଥ ଭୁଶୁଡ଼ି ୪ ବର୍ଷର ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ତେଲେଙ୍ଗାନାରେ ଗତକାଲି ପ୍ରବଳ ବର୍ଷା ହୋଇଛି। ହାଇଦ୍ରାବାଦରେ ବାଦଲଫଟା ବର୍ଷା ଯୋଗୁଁ ବାଚୁପାଲ୍ଲୀ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳର ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ିବା ପରେ ଚାରି ବର୍ଷର ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ପୋଲିସ ଏହି…

ନବରଙ୍ଗପୁରରେ ୨ ରୁବେଲା ରୋଗୀ ଚିହ୍ନଟ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

ନବରଙ୍ଗପୁର: ନବରଙ୍ଗପୁରରୁ ୨ ରୁବେଲା ରୋଗୀ ଚିହ୍ନଟ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ଆକ୍ରାନ୍ତ ୨ ଶିଶୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପୋଡାଲଗୁଡା ଗାଁର । ସେମାନଙ୍କ ବୟସ ଯଥାକ୍ରମେ ୭ ଓ ୨ ବର୍ଷ । ବର୍ତ୍ତମାନ ରୁବେଲାର ସ୍ଥିତି ଯାଞ୍ଚ ପାଇଁ ଗାଁରେ ‘ହୁ’ଓ ଜିଲ୍ଲା…

ବଢ଼ିଲା ଭାରତୀୟ ନୌସେନାର ଶକ୍ତି, ଏହି ସ୍ୱଦେଶୀ ‘ଅସ୍ତ୍ର’ ଶତ୍ରୁକୁ ଗଭୀର ସମୂଦ୍ରରେ କରିବ ଧ୍ୱଂସ

ନୂଆଦିଲ୍ଲୀ: ଭାରତୀୟ ନୌସେନା ପାଇଁ ଏପରି ଦେଶୀ ଅସ୍ତ୍ର ପ୍ରସ୍ତୁତ କରାଯାଉଛି ଯାହା ଶତ୍ରୁକୁ ଜଳରାଶିରେ ଚିହ୍ନଟ କରିବ ଏବଂ ବିନାଶ କରିବ। ଏହାକୁ ସ୍ୱୟଂଶାସିତ ଅସ୍ତ୍ରଶସ୍ତ୍ର ସ୍ୱାର୍ମ ବୋର୍ଡ କିମ୍ବା ଅଣ୍ଡର ୱାଟର ସ୍ୱାର୍ମ ଜାହାଜ କୁହାଯାଏ। ଭାରତର ସ୍ୱଦେଶୀ କମ୍ପାନୀ ଲାରସେନ୍ ଆଣ୍ଡ…

କଂଗ୍ରେସ ଏବଂ ବିଆରଏସ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ: ମୋଦୀ

ହାଇଦ୍ରାବାଦ: ତେଲେଙ୍ଗାନା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେଲେଙ୍ଗାନାର କରିମନଗରରେ ଆୟୋଜିତ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିଛନ୍ତି ମୋଦୀ । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳକୁ ଟାର୍ଗେଟ କରି କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ମତଦାନ ପରେ…

ତୃତୀୟ ପର୍ଯ୍ୟାୟରେ ଶେଷ ହେଲା ମତଦାନ, ୯୩ଟି ଲୋକସଭା ଆସନରେ ୬୭.୯୩% ମତଦାନ

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟରେ ଶେଷ ହେଲା ମତଦାନ। ମେ ୭ରେ ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ କରାଯାଇଛି। ୧୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୩ ଆସନ ପାଇଁ ପଡ଼ିଛି ଭୋଟ । ତୃତୀୟ ପର୍ଯ୍ୟାୟରେ ଅନେକ ହେଭିୱେଟ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଛି। ଅମିତ ଶାହା, ଜ୍ୟୋତିରାଦିତ୍ୟ…

କେରଳରେ ବ୍ୟାପୁଛି ୱେଷ୍ଟ ନାଇଲ ଭାଇରସ, ୧୦ ଆକ୍ରାନ୍ତ

ଥିରୁଅନନ୍ତପୁରମ୍: କେରଳରେ ବ୍ୟାପିବାରେ ଲାଗିଛି ୱେଷ୍ଟ ନାଇଲ ଭାଇରସ । ଏଯାବତ୍ କେରଳର କୋଝିକୋଡ ଓ ମଲପ୍ପୁରମ ଜିଲ୍ଲାରେ ୱେଷ୍ଟ ନାଇଲ ଭାଇରସ ସଂକ୍ରମଣର ୧୦ଟି ମାମଲା ସାମ୍ନାକୁ ଆସିଛି । ଏପରିକି ଏହି ରୋଗରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି । ତେବେ ସେମାନଙ୍କ ମୃତ୍ୟୁ…

ଆହୁରି ୫ଦିନ ବର୍ଷା, ଆଜି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ଵର: ଲଗାତାର ୨୧ ଦିନର ହିଟ୍ ୱେବ୍ ପରେ କାଳବୈଶାଖୀ ବର୍ଷା ଆଣି ଦେଇଛି ଆସ୍ବସ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିରୁ ତ୍ରାହି ପାଇଛନ୍ତି ରାଜ୍ୟବାସୀ । ପ୍ରାୟ ସମସ୍ତ ସହରରେ ପାରଦ ହ୍ରାସ ପାଇଛି । ତାତି କମିଛି ଆଉ ଗରମରୁ ମିଳିଛି ଆଶ୍ବସ୍ତି । ଆସନ୍ତା ୪ଦିନ ଯାଏଁ…

ସମୂହ ଛୁଟିରେ ଗଲେ କ୍ରିଉ ମେମ୍ବର, ବାତିଲ୍ ହେଲା ଏୟାର ଇଣ୍ଡିଆର ୭୦ରୁ ଅଧିକ ଉଡ଼ାଣ

ନୂଆଦିଲ୍ଲୀ: ବାତିଲ ହେଲା ଏୟାର ଇଣ୍ଡିଆ ଏକ୍ସପ୍ରେସର ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ସେବା । କାଲି ରାତିରୁ ଆଜି ସକାଳ ଯାଏଁ ୭୦ରୁ ଅଧିକ ଉଡ଼ାଣ ବାତିଲ୍‌ କରିଛି ଏୟାର ଇଣ୍ଡିଆ । ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ ଗଲେ ଶତାଧିକ କ୍ରିଉ ମେମ୍ବର । ତେଣୁ ଏପରି ନିଷ୍ପତି ନେଇଛି ଏୟାର ଇଣ୍ଡିଆ ।…

ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ନିଶା ଦେଇ କରିଥିଲେ ଅଚେତ

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଘଟିଛି ଲୋମହର୍ଷଣକାରୀ ଘଟଣା । ନିଶା ଦେଇ ଯୁକ୍ତ ୨ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ । ୮ ଜଣ ଗଣଦୁଷ୍କର୍ମ କରିଥିବା ବୈଦ୍ୟନାଥପୁର ଥାନାରେ ଏତଲା। ୩ ଦିନ ତଳେ ଛାତ୍ରୀ ଜଣଙ୍କ ପୁରୁଷ ସହପାଠୀଙ୍କ ଘରକୁ ଯାଇଥିଲେ। ସେଠାରେ…