ପାକିସ୍ତାନୀ ଯୁବତୀଙ୍କ ଦେହରେ ପ୍ରତିରୋପଣ ହେଲା ଭାରତୀୟଙ୍କ ହୃଦୟ
ନୂଆଦିଲ୍ଲୀ: ନୂଆ ଜୀବନ ପାଇଲେ ପାକିସ୍ତାନୀ ଯୁବତୀ । ପାକିସ୍ତାନୀ ଯୁବତୀଙ୍କ ଦେହରେ ଲାଗିଲା ଭାରତୀୟଙ୍କ ହୃଦୟ । ଏହି କାହାଣୀ ହେଉଛି ଫ୍ୟାଶନ୍ ଡିଜାଇନର ହେବାକୁ ଚାହୁଁଥିବା ଜଣେ ୧୯ ବର୍ଷିୟ ପାକିସ୍ତାନୀ ଝିଅ ଆୟେଶା ରଶନର ।
ସୂଚନା ଅନୁସାରେ, ଆୟେଶା ରଶନ ଗତ ୧୦ ବର୍ଷ ଧରି ହୃଦଘାତରେ…