ଡିଡି ନ୍ୟୁଜର ନୂଆ ଲୋଗୋ ଗେରୁଆ ରଙ୍ଗକୁ ନେଇ ଉଠିଲା ଆପତ୍ତି
ନୂଆଦିଲ୍ଲୀ: ବଦଳିଛି ସରକାରୀ ନ୍ୟୁଜ ଚ୍ୟାନେଲ ‘ଡିଡି ନ୍ୟୁଜ’ର ଲୋଗୋ । ପୂର୍ବରୁ ଥିବା ନାଲି ରଙ୍ଗର ଲୋଗୋକୁ ବଦଳାଇ ଗେରୁଆ ରଙ୍ଗର ନୂଆ ଲୋଗୋ ଲଞ୍ଚ କରିଛି ସରକାରୀ ପ୍ରସାରଣ ସଂସ୍ଥା ପ୍ରସାର ଭାରତୀ । ପ୍ରସାର ଭାରତୀ ଅଧୀନରେ ଥିବା ଡିଡି ନ୍ୟୁଜ୍ ଚ୍ୟାନେଲ୍ ଗେରୁଆ ରଙ୍ଗ ହୋଇଛି । ଯାହାକୁ…